48 ଘଣ୍ଟା ପରେ ଆରମ୍ଭ ହେବ ଡିପି ଡିପ୍ରେସନ,ରାଜ୍ୟରେ ଏହି ଜାଗାରେ ହେବ ପ୍ରବଳ ରୁ ଅତି ପ୍ରବଳ ବର୍ଷ ସମ୍ଭାବନା,ସୂଚନା ଦେଲେ Forecast ଟିମ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆମେ ଆଜି ଯେଉଁ ବିଷୟରେ କଥା ହେବା ତାହା ଆପଣଙ୍କୁ ଜାଣିବା ନିହାତି ଭାବରେ ଆବଶ୍ୟକ ଅଟେ।ଏହାଦ୍ବାରା ଆପଣ ଆଗକୁ ଆସୁଥିବା ପରିସ୍ଥିତିକୁ ଅନୁମାନ କରି ସେହି ହିସାବରେ ନିଜେ ପ୍ରସ୍ତୁତ ହୋଇପାରିବେ।

ଏହା ସହିତ ଆପଣ ନିଜେ ସତର୍କ ରହିବେ ଏବଂ ନିଜ ଆଖ ପାଖ ଲୋକଙ୍କୁ ମଧ୍ୟ ସତର୍କ ରଖିବେ।ତେବେ ଓଡ଼ିଶାର ପାଣିପାଗକୁ ନେଇ ଆସିଛି ବିଶେଷ ଖବର।୪୮ ଘଣ୍ଟାରେ ସୃଷ୍ଟି ହେବ ଡିପ୍ରେସନ।ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ।ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି।

ଏହାର ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ହେବାର ସମ୍ଭାବନା ରହିଛି।ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ।ଲଘୁଚାପର ପ୍ରଭାବ କେଉଁ ସ୍ଥାନରେ ଏବଂ କେତେ ପରିମାଣରେ ରହିବ ସେହି ସମ୍ପର୍କରେ ବିଶେଷ ସୂଚନା ମିଳିପାରି ନାହିଁ।

ବର୍ତ୍ତମାନ ସଂଘଟିତ ହେବା ପ୍ରକ୍ରିୟାରେ ଏକ ବାଧା ସୃଷ୍ଟି ହେଉଛି।ଯିବା ଫଳରେ ପଶ୍ଚିମ ବାୟୁ ଏହା ଫଳରେ ସଂଘଟିତ ହେବାଟର ସମୟ ନେଉଛି।ତାକୁ ଆହୁରି ୪୮ ଘଣ୍ଟା ଲାଗିବ ସଂଘଟିତ ହେବାପାଇଁ।ସଂଘଟିତ ହେବାପାଇଁ କିଛି ଫ୍ୟାକ୍ଟର ମଧ୍ୟ ସଠିକ ରହିଛି।ତାହା ତାକୁ ସମ୍ପୂର୍ଣ୍ଣ ସୁଯୋଗ ଦେଉଛି ସଙ୍ଘଟିତ ହେବାପାଇଁ।

ଲୋ ପ୍ରେସର ଫରମେଶନ ବହୁତ ଜଲଦି ହୋଇଯିବ ୮ ତାରିଖ ସୁଦ୍ଧା।ସାଉଥ ରାଜ୍ୟ ସବୁ ତାମିଲନାଡୁ, କେରଳ, କର୍ଣ୍ଣାଟକ ଆଦି ରାଜ୍ୟ ବର୍ଷା ପାଇବେ।ଯଦି ଲୋ ପ୍ରେସରରେ ପରିଣତ ହୋଇନାହିଁ ମଡେଲରେ ଅନେକ ଭୁଲ ରହିବ।ଯେହେତୁ ଏହା ୱେବ ସେଣ୍ଟ୍ରାଲ ୱେରେ ମୁଭ କରୁଛି ତାମିଲନାଡୁ ଏବଂ ସାଉଥ ଆନ୍ଧ୍ରକୁ ଟଚ କରୁଛି।

ସେଥିପାଇଁ ତାହା ବେସି ଘନୀଭୂତ ହେବା ଭଳି ଲାଗୁନାହିଁ।ତାହା ମ୍ୟାକ୍ସିମମ ଅଵପାଦ ରୂପ ନେଇପାରେ ୧୦ କିମ୍ବା ୧୧ ତାରିଖ ସୁଦ୍ଧା।ଏହାପରେ ତାହା ସାଉଥ ଏବଂ ନର୍ଥ ଇଷ୍ଟରେ ଗତି କରିବ।ଯେତେବେଳେ ତାହା ଲୋ ପ୍ରେସର ବନିଯିବ ଏହାର କ୍ଳାରିଟି ଆସିଯିବ।ତେବେ ବର୍ତ୍ତମାନ ଯାହା ଆକଳନ କରାଯାଉଛି ସାଉଥ ଇଣ୍ଡିଆନ ରାଜ୍ୟ ସବୁ ଏହାର ପ୍ରଭାବରେ ବର୍ଷା ପାଇବେ।

Leave a Reply

Your email address will not be published. Required fields are marked *