Mahabahu ଦେଲେ ବଡ ସଂକେତ ଆଗକୁ ମାଡି ଆସୁଛି ମହାବିପଦ,ରୁହ ସାବଧାନ,ମାତ୍ର କିଛି ଦିନ ରେ ଘଟିଲାଣି ଅନେକ ବଡ ଘଟଣା ଆଉ ଆଗକୁ…

Spread the love

ସାଙ୍ଗ ମାନେ କଣ ସତ ହେବ କି ମାଳିକା ବଚନ।ସୃଷ୍ଟି ଧ୍ଵଂସ ହେବା ଆଗରୁ କଣ ମିଳୁଚି କି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ବାରା ଏହି ସଂକେତ।ଆହୁରି ଆସିବ।ତେବେ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଅଛି।ତେବେ ବାରମ୍ବାର ପଥର ଖସିଛି।୨୦୧୯ ରେ ହୋଇଥିଲା ଫନୀ ବାତ୍ୟା।ଯେବେ କଳ୍ପ ବଟ ଭାଙ୍ଗିବ ପୃଥିବୀରେ ମୃତ୍ୟୁ ଆରମ୍ଭ ହେବ।ସେଇଟା ବି ସତ ହେଲା

ଏଇଠି ମାଳିକା ସତ ହେଲା।ସେ କାଳିଆ ହିଁ ଏକା ରକ୍ଷା କରିପାରିବ, ରକ୍ଷା ପ୍ରଭୁ ରକ୍ଷା।କାଳିଆକୁ ଡାକ ସେ ରକ୍ଷା କରିଦେବ। ସବୁ କାଳିଆର ଇଚ୍ଛା,ତା ଇଛାରେ ଦୁନିଆ ଚାଲିଛି, କାଳିଆର ପଥ ସତ ପଥ ତେଣୁକରି ସତରେ ରୁହ, ନ୍ୟାୟ ପଥରେ ଚାଲ, ରକ୍ଷା ପାଇଯିବ।୨୦୧୯ ମସିହାରେ ହୋଇଥିବା ଫନି ବାତ୍ୟା ଦ୍ବାରା

ହାନି ହୋଇଥିଲା କଳ୍ପ ବଟ।ତାପରେ ଆସିଥିଲା କ-ରୋ- ନା ମ-ହା-ମା- ରୀ।ଆଉ ପ୍ରକୋପ ପକାଇଥିଲା।ତାପରେ ଦେଖନ୍ତୁ ପତିତ ପାବନ ବାନା ଉଡ଼ି ଆସିଥିଲା।ତେବେ ଗୋଟିଏ ପରେ ଗୋଟିଏ ଅଘଟଣର ଲାଇନ ଲାଗି ଯାଇଥିଲା।ଆମେ ଏଇ ନିକଟରେ ଦେଖିବା ପାଇଁ ପାଇଲେ ବହୁ ସଂଖ୍ୟାରେ ମାଟିଆ ଚିଲ

ସବୁ ଉଡ଼ିବାରେ ଲାଗିଥିଲେ।ତେବେ ଦୂର୍ବୁତ ମାନେ ରୋଷ ଘର ଚୁଲି ସବୁ ଭାଙ୍ଗି ଦେଲେ।ସିନ୍ଦୂର ବର୍ଣ୍ଣ ହୋଇ ଯାଇଥିଲା ଶ୍ରୀମନ୍ଦିରର ଆକାଶ। ପ୍ଳାଷ୍ଟର ଖସିଥିଲା।ମାଟିଆ ଚିଲ ସବୁ ଉଡ଼ିବାରେ ଲାଗିଲେ।ମାଳିକାରେ ବି ଲେଖା ଯାଇଥିଲା ଚାରି ଧାମରୁ ମିଳିବ ନକରାତ୍ମକ ସଂକେତ।ପୁରୀ ହେଉଚି ସାରା ବିଶ୍ୱର କେନ୍ଦ୍ର।

ଏଠାରୁ ଯାହା ସଂକେତ ମିଳିବ ତାହା ପୁରା ବିଶ୍ୱରେ ପ୍ରଭାବ ପକାଇବ।ବାଇଶି ପାହାଚରେ ପାଣି ବହିଲା।ସିଂହଦ୍ଵାର ମୁହଁରେ ପାଣି ଲାଗିଲା।ପୃଥିବୀ ପାଇଁ ସଂକେତ କଣ।ସୁନାମି ଆସିବା ସମୟ ହେଇଗଲା।କେଉଁ ଆଡେ ଦୁର୍ଭିକ୍ଷ ତ କେଉଁ ଆଡେ଼ ଖାଲି ପାଣି।ତେଣୁ କରି କାଳିଆ ଶରଣକୁ ଚାଲି ଆସ ରକ୍ଷା ପାଇଯିବ।

ଭଗବାନଙ୍କ ନାମ ଧର, ତାଙ୍କର ପୂଜା ଅର୍ଚ୍ଚନା କର।ହରିବୋଲ ହୁଳହୁଳି ପୂଜା ସମୟରେ ପକାଅ, ରକ୍ଷା ପାଇଯିବ।ସବୁ ପ୍ରଭୁଙ୍କ ଇଛା, ସେ ରଖିଲେ ମାରିବ କିଏ? ସେ ମାରିଲେ ରଖିବ କିଏ? ସବୁ ତାଙ୍କରି ଇଛା,ତାଙ୍କରି ଦାନ, ଜୟ ମହାପ୍ରଭୁ,ଜୟ ମା, ଜୟ ମହାପ୍ରଭୁ, ଜୟ ପ୍ରଭୁ।

Leave a Reply

Your email address will not be published. Required fields are marked *