ତେବେ ଦାଣ୍ଡଯାତ୍ରା ସମ୍ପର୍କରେ ଆମେ।ସମସ୍ତେ ଭଲ ଭାବରେ ଜାଣୁ।ସାଧାରଣ ଭାବରେ ଏହା ଓଡ଼ିଶାର ଏକ ମୁଖ୍ୟ ଯାତ୍ରା ଅଟେ।ଏହା ସହିତ ଏହାକୁ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରି ଥାଆନ୍ତି।ଏହା ସହିତ ଏହା ଏପରି ଏକ ଯାତ୍ରା ଅଟେ ଯାହାକୁ ଅନେକ ଲୋକ ବହୁତ ଅଧିକ ପସନ୍ଦ କରି ଥାଆନ୍ତି।ତେବେ ଏଥିରେ ଅନେକ ପ୍ରକାରର କଥା ହୋଇଥାଏ।ଏହା ସହିତ ବିଶେଷ ଭାବରେ ଏହାକୁ ଶୁଣିବା ପାଇଁ ଅନେକ ଲୋକ ଅନେକ ଦୂରରୁ ମଧ୍ୟ ଏହା ହେଉଥିବା ସ୍ଥାନକୁ ଆସି ଥାଆନ୍ତି।
ତେବେ ଏହା ଅନେକ ଲୋକଙ୍କୁ ଭଲ ଲାଗିଥାଏ।ଏହା ସହିତ ଏହା ଓଡ଼ିଶାର ଏକ ବହୁତ ପୁରାତନ ଚଳନି ଅଟେ।ଏହା ସହିତ ଏହା ସାଧାରଣ ଭାବରେ ରାସ୍ତା ଉପରେ ହୋଇଥାଏ।ଏହା ସହିତ ଏହାକୁ ଅନେକ ଲୋକ ଏକାଠି ଭାବରେ ମିଳିତ ହୋଇ ଦେଖି ଥାଆନ୍ତି।ଏହା ସହିତ ଏହାକୁ ଦେଖିବା ପାଇଁ ଲୋକମାନେ ମଧ୍ୟ ବହୁତ ଭଲ ପାଇ ଥାଆନ୍ତି।
ଏହା ସହିତ ଏହାର କାରଣ ହେଉଛି ଏହା ସାଧାରଣ ଭାବରେ ସମସ୍ତଙ୍କ ମନ ମୁଗ୍ଧ କରି ଦେଇଥାଏ।ଏହା ସହିତ ଏହା ଅନେକ ଲୋକଙ୍କୁ ମଧ୍ୟ ଭଲ ଲାଗିଥାଏ।ଏହା ସହିତ ବିଶେଷ ଭାବରେ ଲୋକମାନେ ଏହାକୁ ଦେଖିବା ପାଇଁ ବହୁତ ଭଲ ପାଇ ଥାଆନ୍ତି କାରଣ ଏଥିରେ ବହୁତ ଅଧିକ ମଜା ରହିଥାଏ।
ଏହା ସହିତ ଏହାକୁ ଦେଖିବା ପାରେ ଜଣେ ନ ହସି ରହି ପାରିବ ନାହିଁ।କାରଣ ଏହା ସେହିପରି ଭାବରେ ମଜାଳିଆ ହୋଇଥାଏ।ଏହା ସହିତ ଏହାକୁ ଦେଖିବା ପରେ ଜଣେ ବାରମ୍ବାର ଏହାକୁ ଦେଖିବା ପାଇଁ ମଧ୍ୟ ପସନ୍ଦ କରିବ।ତେବେ ଏଥିରେ ବିଭିନ୍ନ ପ୍ରକାରର କଥା ଉପରେ ଆଲୋଚନା କରା ଯାଇଥାଏ।
ଯାହାକୁ ଶୁଣିବା ପରେ ଜଣେ ନ ହସି ରହି ପାରିବ ନାହିଁ।ଏହା ସହିତ ଏଥିରେ ସାଧାରଣ ଭାବରେ ପୁରୁଷ ମାନେ ମହିଳା ମାନଙ୍କ ବେଶରେ ରହି ଥାଆନ୍ତି।ଏହା ସହିତ ସେମାନେ ସେଠାରେ ବିଭିନ୍ନ ପ୍ରକାରର କଥା ସମ୍ପର୍କରେ ଆଲୋଚନା କରି ଥାଆନ୍ତି।ଏହା ସହିତ ଏହା ଶୁଣିବାକୁ ଅନେକ ମଜାଦାର ହୋଇଥାଏ।
ଏହି କାରଣରୁ ଏହାକୁ ଶୁଣିବା ପାଇଁ ଅନେକ ଲୋକ ଅନେକ ଦୂରରୁ ମଧ୍ୟ ଏହା ହେଉଥିବା ସ୍ଥାନକୁ ଆସି ଥାଆନ୍ତି।ତେବେ ଏହା ବାସ୍ତବରେ ଶୁଣିବା ପାଇଁ ବହୁତ ଅଧିକ ଭଲ ଲାଗିଥାଏ।ଏହା ସହିତ ଏହା ଏକ ସାଙ୍ଗରେ ଅନେକ ଲୋକଙ୍କୁ ଏକାଠି କରି ନେଇ ଆସିଥାଏ।ଏହା ସହିତ ଏହାକୁ ପରିବେଷଣ କରିବା ପାଇଁ ଅନେକ ଲିକ ମିଳିତ ଭାବରେ ଏକାଠି ଆସି ଥାଆନ୍ତି।
ଏହା ସହିତ ଏହାକୁ ସେମାନେ ବହୁତ ଭଲ ଭାବରେ ପରିବେଷଣ କରି ଥାଆନ୍ତି।ଏହା ସହିତ ବର୍ତ୍ତମାନ ମଧ୍ୟ ଦାଣ୍ଡ ଯାତ୍ରା ଦେଖିବା ପାଇଁ ଅନେକ ଲୋକ ବହୁତ ଅଧିକ ପସନ୍ଦ କରିଥାଆନ୍ତି।ତେବେ ଏହା ଆଜି ମଧ୍ୟ ଅନେକ ଲୋକଙ୍କର ପ୍ରିୟ ଅଟେ।