ଆସିଲା ସବୁଠୁ ବଡ ଖୁଲାସା,ମାନସ ଲେଖିନଥିଲା ଅଣ୍ଡରଟେକିଙ୍ଗ,ସବୁକିଛି ଲେଖିଥିଲା Jhuna ଭୋଇ ଆଉ ଲେଖିବା ପରେ ଯାହା ହେଇଥିଲା…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ କ୍ୟାମେରାମ୍ୟାନ ମାନସ ରଞ୍ଜନଙ୍କ ହତ୍ୟା ମାମଲା ବିଷୟରେ ନିହାତି ଭାବରେ ଜାଣିଥିବେ।ଏହି ଘଟଣା ବର୍ତ୍ତମାନ ସମୟରେ ଅନେକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ତେବେ ଏହାକୁ ନେଇ ଯେଉଁଠାରେ ଦେଖିବେ ଖାଲି ଚର୍ଚ୍ଚା।ତେବେ ବାସ୍ତବରେ କ୍ୟାମେରା ମ୍ୟାନ ମାନସ ରଞ୍ଜନଙ୍କ ହତ୍ୟା ମାମଲା ଏକ ବହୁତ ବଡ଼ ଦୁଃଖର ବିଷୟ ଅଟେ।ଆମେ ଆଜି ଏହା ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା।ଖୋଲୁଛି କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା କାଣ୍ଡର ଗୁମର।ଗୋଟିଏ ପରେ ଗୋଟିଏ ସତ ଓଗାଳିବା ଆରମ୍ଭ କରିଛନ୍ତି ଅଭିଯୁକ୍ତ।

ଶର୍ମିଷ୍ଠାଙ୍କ ସମେତ ଚାରି ଅଭିଯୁକ୍ତଙ୍କୁ ଜେରା କରିବା ପାଇଁ ୧୬ ଜଣଙ୍କୁ ନେଇ ଗଠିତ ହୋଇଥିଲା ଚାରୋଟି ଟିମ।ଫେବୃଆରୀ ସାତ ତାରିଖ ଦିନ ମାନସଙ୍କୁ ଅପହରଣ କରାଯାଇଥିବା ବେଳେ ଘଟଣାର ତିନି ଦିନ ପୂର୍ବରୁ ରଚାଯାଇଥିଲା ଷଡଯନ୍ତ୍ର।ସବୁଠାରୁ ବଡ଼ କଥା ହେଉଛି ଶର୍ମିଷ୍ଠା ନିଜେ ଖସିବା ପାଇଁ ଖସଡ଼ା ମଧ୍ୟ ତିଆରି କରିଥିଲେ।

ମାନସ ଠାରୁ ଯେଉଁ ଅଣ୍ଡର ଟେକିଙ୍ଗ ଲେଖି ଚିଟ ନେବା କଥା କୁହାଯାଉଛି ସେହି ଅଣ୍ଡର ଟେକିଙ୍ଗ ଲେଖି ନଥିଲା ମାନସ।ଆଜି ଜେରା ବେଳେ ଏଭଳି କିଛି ସାଙ୍ଘାତିକ ସତ୍ୟ ସାମ୍ନାକୁ ଆସିଛି।ଯେଉଁ କଥା କୁହାଯାଉଥିଲା ମାନସ ନିଜେ ଅଣ୍ଡର ଟେକିଙ୍ଗ ଲେଖିଛି ସେହି ଅଣ୍ଡର ଟେକିଙ୍ଗ ଲେଖିଥିଲା ଶର୍ମିଷ୍ଠା ଆଉ ନିରଞ୍ଜନ।

ବାବୁ ନିରଞ୍ଜନ ସେଠି ଏବଂ ମାଡ଼ମ ଶର୍ମିଷ୍ଠାଙ୍କ ଇଙ୍ଗିତରେ ଝୁନା ଭୋଇ ଲେଖିଥିଲେ ଅଣ୍ଡର ଟେକିଙ୍ଗ।ଏହି ଅଣ୍ଡର ଟେକିଙ୍ଗରେ ଥିବା ଦସ୍ତଖତକୁ ସାଧା କାଗଜରେ ମାନସ ଠାରୁ ନିଆଯାଇଥିଲା।ଯାହାର କାରଣ ଥିଲା ବାବୁ ନିରଞ୍ଜନ ଆଉ ମାଡ଼ମ ଶର୍ମିଷ୍ଠା।ଯାହାକୁ ଆଜି କ୍ରାଇମବ୍ରାଞ୍ଚ ଆଗରେ ମାନିଲା ଶର୍ମିଷ୍ଠା।

ଆଉ ଏହା ପରେ ସେହି ଅଣ୍ଡରଟେକିଙ୍ଗର ହେବ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ।ଏହାପରେ ସେହି ଅଣ୍ଡରଟେକିଙ୍ଗକୁ ହ୍ୟାଣ୍ଡରାଇଟିଙ୍ଗ ବ୍ୟୁରୋକୁ ପଠାଇଛି କ୍ରାଇମବ୍ରାଞ୍ଚ।ସବୁଠାରୁ ବଡ଼ କଥା ହେଉଛି ମାନସର ମୃତ୍ୟୁ ପରେ ଶର୍ମିଷ୍ଠାର ଯେଉଁ ଭିଡିଓ ଭାଇରାଲ ହେଉଥିଲା ସେହି ଭିଡିଓକୁ ଶର୍ମିଷ୍ଠା ନିଜେ ହିଁ ପଠାଇଥିଲା।

ଜଣେ ସହଯୋଗୀଙ୍କ ଜରିଆରେ ଏହି ଭିଡିଓ ତିଆରି କରିଥିଲେ ମାଡ଼ମ ଶର୍ମିଷ୍ଠା।ଜଣେ ସଯଯୋଗୀଙ୍କ ଜରିଆରେ ଏହି ଭିଡିଓ ତିଆରି କରିଥିଲେ ମାଡ଼ମ ଶର୍ମିଷ୍ଠା ଯାହା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।ଶର୍ମିଷ୍ଠା ଭାବିଥିଲା ଯେ ଆଉ ମୃତଦେହ କେବେହେଲେ ମିଳିବ ନାହିଁ ସେଥିପାଇଁ ସେ ଏହି ଭିଡ଼ିଓରେ ଅଣ୍ଡରଟେକିଙ୍ଗ କଥା କହିଥିଲ।

Leave a Reply

Your email address will not be published. Required fields are marked *