October ମାସରେ ଖୋଲିଲା ଏହି ରାଶିର ଭାଗ୍ୟ,ଆଗାମୀ ୫ ବର୍ଷ ଯାଏ ସବୁ ଇଚ୍ଛା ହେବ ପୁରଣ ଏହି ରାଶିର..

Spread the love

ଆଖିରୁ ଲୁହ ପୋଛି ଦିଅ କାରଣ ଆପଣଙ୍କ ସବୁ କଷ୍ଟ ଦୂର କରିଦେବେ ଭଗବାନ ଶ୍ରୀରାମଙ୍କ ସେବକ ସଙ୍କଟ ମୋଚନ ହନୁମାନ।ସବୁବେଳେ ଭଗବାନ ଶ୍ରୀରାମଙ୍କ ନାମ ଜପ କର,ସତ କର୍ମ କର,ନିଜକୁ ସତ ପଥରେ ପ୍ରେରିତ କର,ଅନ୍ୟଙ୍କୁ ସାହାଯ୍ୟ କର ଭଗବାନଙ୍କ ଦୟା ପ୍ରାପ୍ତି ହେବ।ଜୀବନରେ ଉନ୍ନତି କରିବା ପାଇଁ ହେଲେ ଭଗବାନଙ୍କ କୃପା ନିତ୍ୟାନ୍ତ ଆବଶ୍ୟକ ଅଟେ।

ତାଙ୍କ କୃପା ବିନା କେହିବି ସଫଳ ହୋଇପାରିବେ ନାହିଁ, ତେଣୁକରି ସତ କର୍ମ କରନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ,ଭଜନ କୀର୍ତ୍ତନରେ ମନ ରଖନ୍ତୁ ଜୀବନରେ ଉନ୍ନତି କରିବେ ଓ ସବୁ ଦୁଃଖ କଷ୍ଟ ହୋଇଯିବ ଆପେ ଆପେ ଦୂର।ଭଗବାନ ହିଁ ସତ୍ୟ,ସତ୍ୟ ହିଁ ଭଗବାନ।ପ୍ରଥମ ରାଶି ହେଉଛି ମେଷ ରାଶି।ଭଗବାନଙ୍କ ନାମ ଜପ କର,

ଭଗବାନଙ୍କ ଦୟାରୁ ଏହି ରାଶିର ଭାଗ୍ୟ ଚମକିବା ପାଇଁ ଯାଉଛି।ଏହି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟରେ ଅନେକ ଖୁସି ଆସିପାରେ।ଏହି ରାଶିର ଲୋକ ଏବେ ଖୁସିର ଜୀବନ ଅତିବାହିତ କରିବେ।ଧନ ବୃଦ୍ଧି ହେବ।ଦ୍ଵିତୀୟ ରାଶି ହେଉଛି ମିଥୁନ ରାଶି।ବହୁ ଦିନ ପରେ ଏମାନଙ୍କ ଜୀବନରେ ସବୁ ଅସୁବିଧା ସମାପ୍ତ ହେବାକୁ ଯାଉଛି।

ଯାହା ଫଳରେ ଏମାନେ ସଫଳତା ପାଇବେ।ପାଠ ପଢୁଥିବା ପିଲା ମାନଙ୍କ ରେଜଲ୍ଟ ବହୁତ ଭଲ ହେବ।ତୃତୀୟ ରାଶି ହେଉଛି ସିଂହ ରାଶି।ସମୟରେ ହେବାକୁ ଥିବା ପରିବର୍ତ୍ତନ ଆପଣ ମାନଙ୍କ ପାଇଁ ଅନେକ ଖୁସି ନେଇ ଆସିବ।ଆପଣଙ୍କ ଦ୍ଵାରା କରାଯାଇଥିବା ଆର୍ଥିକ ଯୋଜନା ଏବେ ସଫଳ ହେବ।

ବ୍ୟାପାରରେ ଆପଣ ମାନଙ୍କୁ ଶୁଭ ଫଳ ମିଳିବାର ଯୋଗ ଵନୁଅଛି।ଚତୁର୍ଥ ରାଶି ହେଉଛି ଧନୁ ରାଶି।ଘରକୁ କୁଣିଆ ମାନଙ୍କ ଆଗମନ ହେବ।ଦାମ୍ପତ୍ୟ ଜୀବନ ଆପଣଙ୍କର ଅନୁକୂଳ ରହିବ।ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ା ପ୍ରତି ଧ୍ୟାନ ବଢିବ।ଧନ କମେଇବାର ଆପଣ ମାନଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ।

ପଞ୍ଚମ ରାଶି ହେଉଛି ତୁଳା ରାଶି।ଆପଣଙ୍କ ଜୀବନରେ ଏବେ ସଫଳତା ହାସଲ କରିବାରୁ କେହି ବି ଅଟକାଇ ପାରିବେ ନାହିଁ।ଆପଣଙ୍କ ଉପରେ ପ୍ରଭୁ ଶ୍ରୀରାମଙ୍କ ସେବକ ସଙ୍କଟ ମୋଚନ ହନୁମାନଙ୍କ କୃପା ରହିବ।ଲଗାତାର କରାଯାଇଥିବା ଚେଷ୍ଟା ଆପଣଙ୍କ ଭାଗ୍ୟ ବଦଳାଇ ଦେବ।ଷଷ୍ଠ ରାଶି ହେଉଛି

କୁମ୍ଭ ରାଶି।ଆପଣଙ୍କୁ ବିଦେଶରୁ ବିବାହର ପ୍ରସ୍ତାବ ଆସିପାରେ।କ୍ୟାରିୟରରେ ଆଗକୁ ବଢିବା ପାଇଁ ଆପଣଙ୍କୁ ଅନେକ ମୌକା ମିଳିବ।ତେବେ ଆପଣଙ୍କର ରାଶି ଏହି ଆର୍ଟିକିଲରେ ଥାଉ କି ନଥାଉ ସତ କର୍ମ କର,ଭଗବାନଙ୍କ ନାମ ଜପ କର,ଭଜନ କୀର୍ତ୍ତନ କର,ସବୁ ଦୁଃଖ କଷ୍ଟ ହୋଇଯିବ ଦୂର,ପାଇବେ ସୁଖ ଓ ଶାନ୍ତି।

Leave a Reply

Your email address will not be published. Required fields are marked *