Mathare Dei Pata Odhaani ଗୀତ ସ୍ୱର ରେ କଲେ ସଂକୀର୍ତନ ନାଚ,କଲାହାଣ୍ଡି ର ମହିଳା କୀର୍ତନ ମା ଲଷ୍ମୀ ସଂକୀର୍ତନ ମଣ୍ଡଳୀ ର ନାଚ ଦେଖିଲେ ଆପଣଙ୍କ ମନ ଖୁସି ହେଇଯିବ…

Spread the love

ତେବେ ବର୍ତ୍ତମାନ କଳାହାଣ୍ଡି ଅଞ୍ଚଳର ଏକ ଭିଡିଓ ବହୁତ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ କୀର୍ତ୍ତନ କରୁ ଥିବାର ଦେଖିବାକୁ ମିଳିଥିଲା।ତେବେ ସାଧାରଣ ଭାବରେ ଲୋକ ମାନେ କୀର୍ତ୍ତନ କରିବା ଏକ ସାଧାରଣ କଥା।କିନ୍ତୁ ଲୋକମାନେ ଆଧୁନିକ ଗୀତରେ କୀର୍ତ୍ତନ କରିବା ଅନେକ ଭାବରେ ଆଶ୍ଚର୍ଯ୍ୟ କଥା ଅଟେ।ତେବେ ସେହି ବ୍ୟକ୍ତି ଜଣଙ୍କ ସାଧାରଣ ଭାବରେ ଏପରି କିଛି ସେଠାରେ କରିଥିଲେ ଯାହା ସମସ୍ତଙ୍କ ପାଇଁ କିଛି ନୂଆ ଥିଲା

ଏହା ସହିତ ଏହା ଅନେକ ଲୋକଙ୍କୁ ପସନ୍ଦ ମଧ୍ୟ ଆସି ଥିଲା।ତେବେ ସେଠାରେ କିଛି ଲୋକ ମିଳିତ ଭାବରେ କୀର୍ତ୍ତନ କରୁଥିଲେ।ଏହା ସହିତ ସେମାନେ ଆଧୁନିକ ଗୀତରେ ସେଠାରେ କୀର୍ତ୍ତନ କରୁ ଥିବାର ଦେଖା ଯାଇ ଥିଲା।ଯାହା ସବୁଠାରୁ ଅଧିକ ଆକର୍ଷିତ ଥିଲା।ତେବେ ସେମାନେ ଆଧୁନିକ ଗୀତର ସ୍ବରରେ କୀର୍ତ୍ତନ କରି ଚାଲିଥିଲେ।

ତେବେ ଏହା ଲୋକମାନଙ୍କୁ ବହୁତ ଅଧିକ ପସନ୍ଦ ମଧ୍ୟ ଆସିଥିଲା।ଏହା ସହିତ ଏହି କାରଣ ପାଇଁ ଅନେକ ଲୋକ ତାଙ୍କର ଅନେକ ପ୍ରଶଂସା ମଧ୍ୟ କରିଥିଲେ।ଏହା ସହିତ ସେଠାରେ ଅନେକ ଲୋକ ଜମା ହେବା ସହିତ ତାଙ୍କର ଭଜନ ଦେଖି ଥିଲେ।ତେବେ ଆଧୁନିକ ଗୀତର ସ୍ବରରେ ବର୍ତ୍ତମାନ କୀର୍ତ୍ତନ କରିବା ଫଳରେ

ଏହା ଲୋକଙ୍କ ପାଇଁ ଅଧିକ ଭାବରେ ଆକର୍ଷିତ ହୋଇ ପାରୁଚି।ଏହା ସହିତ ଏହାକୁ ଦେଖିବା ପାଇଁ ଅନେକ ଭାବରେ ଲୋକ ମାନେ ମଧ୍ୟ ବହୁତ ଅଧିକ ପସନ୍ଦ କରୁଛନ୍ତି।ଏହା ସହିତ ସେଠାରେ ଆଧୁନିକ ଗୀତରେ ଭଜନ କୀର୍ତ୍ତନ ହୋଇଥିଲା ଯାହା ସବୁଠାରୁ ଅଧିକ ଆକର୍ଷିତ ଥିଲା।ଏହା ସହିତ ଅନେକ ଲୋକ ସେଠାରେ

ଭଜନ କୀର୍ତ୍ତନ ଦେଖିବା ପାଇଁ ଅନେକ ଭାବରେ ଅପେକ୍ଷା କରିଥିଲେ।ଏହା ସହିତ ସମ୍ପୂର୍ଣ୍ଣ ଭଜନ କୀର୍ତ୍ତନ ସରିବା ପରେ ସେଠାରୁ ଲୋକମାନେ ଯାଇ ଥାନ୍ତେ।ତେବେ ଲୋକଙ୍କ କହିବା ଅନୁସାରେ ଏପରି ଭାବରେ ନୂଆ ଢ଼ଙ୍ଗରେ କୀର୍ତ୍ତନ ହେଉ ଥିବାରୁ ଏହା ଲୋକଙ୍କୁ ବହୁତ ଅଧିକ ପସନ୍ଦ ଆସୁଛି।

ଏହା ସହିତ ଲୋକ ମାନେ ମଧ୍ୟ ବହୁତ ଅଧିକ ଭାବରେ ଏହାକୁ ଶୁଣିବା ପାଇଁ ଅନେକ ଦୂରକୁ ମଧ୍ୟ ଯିବା ପାଇଁ ପଛଉ ନାହାନ୍ତି।ତେବେ ଆଧୁନିକ ଭଜନର ନୂଆ ସ୍ରୋତ ଆରମ୍ଭ ହେବା ପରେ ବର୍ତ୍ତମାନ ଅଧିକରୁ ଅଧିକ ଲୋକ ଆଧୁନିକ ଭଜନ ଶୁଣିବା ପାଇଁ ଅନେକ ଭାବରେ ପସନ୍ଦ କରୁଛନ୍ତି।ଏହା ସହିତ ଅନେକ ଲୋକ ମଧ୍ୟ ସେହି ଭଜନ ହେଉଥିବା ସ୍ଥାନରେ ଛିଡା ହୋଇ ରହିଥିଲେ।

ଏହା ସହିତ ସେଠାରେ ହେଉଥିବା ଭଜନର ମଜା ନେଉ ଥିଲେ।ତେବେ ବର୍ତ୍ତମାନ ଅଧିକରୁ ଅଧିକ ଲୋକ ଆଧୁନିକ ଭଜନ ଶୁଣିବା ପାଇଁ ଅନେକ ଭାବରେ ପସନ୍ଦ କରୁଛନ୍ତି।ଏହା ସହିତ ଏହି କାରଣ ପାଇଁ ବର୍ତ୍ତମାନ ଆଧୁନିକ ଭଜନ ଶନିବାର ଚାହିଦା ବଢ଼ି ବଢ଼ି ଚାଲିଛି।ତେବେ କଳାହାଣ୍ଡି ଠାରେ ହେଉଥିବା ଏହି ଭଜନ କୀର୍ତ୍ତନର ଅନେକ ଲୋକ ଏହାକୁ ଉପଭୋଗ କରିଥିଲେ।

Leave a Reply

Your email address will not be published. Required fields are marked *