ପ୍ରଥମଥର ସାମ୍ନାକୁ ଆସିଲେ ମାତା,ଯାହା କାହଁଚୁଛନ୍ତି ସେଇୟା ହେଉଛି Mahabatya ସମୟ ରେ କହିଥିଲେ ଏହି କଥା ଆଉ ଏବେ ଯାହା କହିଲେ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ…ଦେଖନ୍ତୁ Video

Spread the love

ସାଧାରଣ ଭାବରେ ଆମେ ସମସ୍ତେ ୧୯୯୯ ମସିହାରେ ହୋଇଥିବା ମହାବାତ୍ୟା ସଂପର୍କରେ ଭଲ ଭାବରେ ଜାଣୁ।ତେବେ ଏହି ବାତ୍ୟା ଅନେକ ଲୋକଙ୍କ ପାଇଁ ଅନେକ ଅସୁବିଧା ଆଣି ଆସିଥିଲା।ଏହା ଫଳରେ ଅନେକ ଲୋକ ଅନେକ ପ୍ରକାରର ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଥିଲେ।ତେବେ ଏହି ବାତ୍ୟା ଫଳରେ ବହୁତ ଲୋକଙ୍କର ବହୁତ କ୍ଷତି ହୋଇଥିଲା।ତେବେ ଆମେ ବର୍ତ୍ତମାନ ଏପରି ଜଣେ ମହିଳାଙ୍କ ସମ୍ପର୍କରେ ଆଲୋଚନା କରିବା ଯିଏ ସାଧାରଣ ଭାବରେ ସେହି ବାତ୍ୟା ସମୟରେ ସ୍ଵୟଂ ମାଆଙ୍କ ଦର୍ଶନ ପାଇଥିଲେ ବୋଲି ଅନେକ ଲୋକ ବିଶ୍ୱାସ କରି ଥାଆନ୍ତି।

ତେବେ ତାଙ୍କର ଜଣେ ଘରର ଲୋକ ଏହା ସମ୍ପର୍କରେ ବର୍ତ୍ତମାନ ଲୋକଙ୍କ ସମ୍ମୁଖରେ ମୁହଁ ଖୋଲିଛନ୍ତି।ତେବେ ତାଙ୍କର କହିବା ଅନୁସାରେ ସେହି ମହିଳା ଜଣଙ୍କୁ ଜଣେ ପୂର୍ବରୁ ଜଣେ ବ୍ୟକ୍ତି ଦେଖା କରିଥିଲେ।ତେବେ ଏହି ଘଟଣା ହେଉଛି ମହାବାତ୍ୟା ପୂର୍ବରୁ।ତେବେ ସେହି ବ୍ୟକ୍ତି ଜଣଙ୍କ ତାଙ୍କୁ ଦେଖା କରିବା ସହିତ ତାଙ୍କୁ କହିଥିଲେ

କି ଆଗାମୀ ସମୟରେ ଅନେକ ପ୍ରକାରର ବିପଦ ଆସିବାକୁ ଯାଉଚି ଏହା ସହିତ ଏହା ସମ୍ପର୍କରେ ସେ ପୂର୍ବ ସୂଚନା ଦେଇ ଦେଇ ଥିଲେ।ତେବେ ଏହା ପରେ ସତକୁ ସତ ମହାବାତ୍ୟା ଆସିଥିଲେ।ଏହା ସହିତ ଏହା ଅନେକ କ୍ଷତି କରି ଥିଲା।ତେବେ ସେହି ମହିଳା ଜଣଙ୍କ ଏହା ଜାଣି ପାରିଥିଲେ କି ସ୍ଵୟଂ ଭଗବାନ ଥିଲେ।

ଏହା ସହିତ ସେ ନିଜେ ଆସି ତାଙ୍କୁ ଏହା ସମ୍ପର୍କରେ ସୂଚନା ଦେଇ ଯାଇଥିଲେ।ଏହା ସହିତ ସେ ଯାହା ଯାହା କହିଥିଲେ ଏହା ସତ୍ୟ ହୋଇଥିଲା।ତେବେ ତାଙ୍କର ପାଖରେ ଥିବା ଜଣେ ମହିଳା ସେହି ମହାବାତ୍ୟା ସଂପର୍କରେ ବର୍ଣ୍ଣନା କରିଥିଲେ।ଏହା ସହିତ ତାଙ୍କର କହିବା ଅନୁସାରେ ସେହି ସ୍ଥାନରେ ଏପରି ଅନେକ ଜିନିଷ ହୋଇଥିଲା

ଯାହାକୁ ସେମାନେ ବିଶ୍ୱାସ କରି ପାରୁ ନଥିଲେ।ତେବେ ଅଚାନକ ଭାବରେ ଯେତେବେଳେ ବାତ୍ୟା ଆରମ୍ଭ ହୋଇ ଯାଇଥିଲା ସେହି ସମୟରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହା ସହିତ ଅଚାନକ ଭାବରେ ସମୁଦ୍ର ପାଣି ତାଙ୍କର ଘର ପାଖକୁ ଚାଲି ଆସିଥିଲା ବୋଲି ମଧ୍ୟ ସେ କହିଥିଲେ।

ଏହା ସହିତ ଏହା ପରେ ଜଣେ ବ୍ୟକ୍ତି ପାଣିରେ ଭାସି ଯାଉ ଥିବାର ଦେଖିବା ପରେ ସେମାନେ ତାଙ୍କୁ ଧରିବାରେ ମଧ୍ୟ ସଫଳ ହୋଇଥିଲେ।ଏହା ସହିତ ଏହା ପରେ ସେମାନେ ସ୍ଵୟଂ ମାତାଙ୍କ ସଂସ୍ପର୍ଶରେ ଆସି ଥିବାରୁ ଏହା ଜାଣି ପାରିଥିଲେ କି ସେମାନେ ବହୁତ ଭାଗ୍ୟବାନ ଅଟନ୍ତି ଏହା ସହିତ ମାତାଙ୍କ ସମ୍ପର୍କରେ ଜାଣିବା ପରେ

ସେହି ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ତେବେ ସେ ବର୍ତ୍ତମାନ ନିଜର ଘରେ ବସି ରହୁଛନ୍ତି ଏହା ସହିତ କାହା ସହିତ କଥା ହେବା ପାଇଁ ମଧ୍ୟ ସେ ଚାହୁଁ ନାହାନ୍ତି।ତେବେ ଏପରି ଭାବରେ ଭାବରେ ଅନେକ କଥା ସେହିଦିନ ହୋଇଥିଲା ବୋଲି ତାଙ୍କର ପରିବାର ଲୋକ କହି ଥାଆନ୍ତି।ଏହା ସହିତ ସେ କିନ୍ତୁ କାହା ସହିତ କଥା ହେବା ପାଇଁ ଅଧିକ ପସନ୍ଦ କରନ୍ତି ନାହିଁ

Leave a Reply

Your email address will not be published. Required fields are marked *