ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ରାଶିଫଳ ବିଷୟରେ କିଛି ବିଶେଷ ତଥ୍ୟ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ବର୍ଷ ୨୦୨୨ର ଏପ୍ରିଲ ମାସଟି ମେଶ ରାଶିର ବ୍ୟକ୍ତିଙ୍କ ପାଇଁ କିପରି ରହିବ ତାହା ବିଷୟରେ ଜାଣିବା।ତେବେ ଏହା ମଧ୍ୟ ଜାଣିବା ତାଙ୍କ ଜୀବନରେ କଣ ପରିବର୍ତ୍ତନ ହେବାକୁ ଯାଉଛି।
ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ।ତେବେ ମେଶ ରାଶିର ବ୍ୟକ୍ତିଙ୍କ ପାଇଁ ବର୍ଷ ୨୦୨୨ର ଏପ୍ରିଲ ମାସଟି ଅନେକ ଖୁସି ନେଇ ଆସୁଛି।ପ୍ରତ୍ୟେକ ଗ୍ରହର ଶୁଭ ଦୃଷ୍ଟି ଆପଣଙ୍କ ଉପରେ ପଡୁଛି।ନୂତନ ବର୍ଷର ଦିତୀୟ ମାସ ଆପଣଙ୍କ ପାଇଁ ବହୁତ ଖାସ ରହିବ।ସବୁଦିନ ଆପଣ ନିଜ ଜୀବନରେ କିଛି ନା କିଛି ନୂଆ ଦେଖିବେ।
ସବୁ ଦିନ ଆପଣଙ୍କ ସାମ୍ନାରେ ନୂଆ ନୂଆ ରାସ୍ତା ଖୋଲିବ।ଏହି ମାସରେ ତିନୋଟି ଗ୍ରହ ମାନଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି।ଶୁକ୍ର ମଙ୍ଗଳ ଏବଂ ତିନୋଟି ଗ୍ରହ ଆପଣଙ୍କ ପାଇଁ ଶୁଭ ପରିଣାମ ନେଇ ଆସିବ।ଆପଣଙ୍କ ଜୀବନରେ ଯାହା ସବୁ କଷ୍ଟ ଆସୁଥିବ ତାହା ଦୂର ହେବ।ମଙ୍ଗଳଗ୍ରହର ରାଶି ପରିବର୍ତ୍ତନ ବହୁତ ମଙ୍ଗଳମୟ ହେବ ଆପଣଙ୍କ ପାଇଁ।
ଏହି ମାସ ଆପଣଙ୍କ ପାଇଁ ଭାଗ୍ୟଶାଳୀ ହେବ।ଆପଣଙ୍କ ଆତ୍ମବିଶ୍ୱାସ ଆପଣଙ୍କୁ ଆଗକୁ ନେଇଯିବ।ଯାହା ଆପଣ ଚିନ୍ତା କରିବେ ତାହା ନିଶ୍ଚିତ ରୂପରେ ପୁରା ହେବ।ଆପଣ ନିଜ ବଳରେହିଁ ଆଗକୁ ବଢ଼ିବେ।ଧାର୍ମିକ କାର୍ୟ୍ଯରେ ମଧ୍ୟ ଆପଣ ଅଧିକ ସମୟ ବ୍ୟତୀତ କରିବେ।ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି ଏବେ ତାହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଦାୟକ ରହିବ।
ଏହି ମାସରେ ପ୍ରମୋସନ ମଧ୍ୟ ହୋଇପାରେ ଆପଣଙ୍କର।ଆପଣଙ୍କ ଜୀବନରେ ଯାହାବି ସମସ୍ୟା ରହିବ ଏହି ମାସରେ ଦୂର ହୋଇଯିବ।ଆପଣଙ୍କ ପୁତ୍ର ଯୋଗ ମଧ୍ୟ ରହିପାରେ।ପାରିବାରିକ ଜୀବନରେ ସୁଖ ମିଳନ ମଧ୍ୟ ହେବ।ବିଦ୍ୟାର୍ଥୀ ମାନଙ୍କ ପାଇଁ ଶୁଭ ଯୋଗ ଅଛି ଏବଂ ଶାରୀରିକ ମାନସିକ ସ୍ତରରେ ଶୁଭ ଯୋଗ ରହିଛି।
ଗୁରୁଜନ ମାନଙ୍କ ସପୋର୍ଟ ମଧ୍ୟ ମିଳିବ।ଏହି ସମୟରେ ଆପଣ ସରକାରୀ କାମରେ ମଧ୍ୟ ସଫଳ ହେବେ।ଅଟକିଯାଇଥିବା ସରକାରୀ ଚାକିରୀରେ ଆପଣଙ୍କ ଉର୍ଣ୍ଣତି ହେବ।ଆପଣଙ୍କ ଯାହା ଫଳାଫଳ ବାହାରିବାର ଥିବ ତାହା ନିଶ୍ଚିତ ଭାବରେ ବାହାରିବ ଏବଂ ଆପଣଙ୍କ ସରକାରୀ ଚାକିରୀ ପାଇଁ ଯଦି ପ୍ରୟାସ କରୁଛନ୍ତି ତାହା ଆପଣଙ୍କୁ ମିଳିଯାଇପାରେ।ବୁଲାବୁଲି କରିବା ପାଇଁ ଆପଣ ଯୋଜନା କରିପାରନ୍ତି।ସାଙ୍ଗ ମାନଙ୍କ ସହିତ ଆପଣ ନୂଆ ନୂଆ ଯୋଜନା କରିପାରନ୍ତି।ନୂଆ ନୂଆ ମିତ୍ର ଲାଭ କରିବେ ଏବଂ ରିଲେସନସିପ ରେ ଥିବା ବ୍ୟକ୍ତିମାନେ ମଧ୍ୟ ଭଲ ରେଜଲ୍ଟ ପାଇବେ।