ଅଶ୍ରୁମୋଚନ ମହାନ୍ତି କହୁ କହୁ କହିଦେଲେ ବଡ Rahasya କଥା,କହିଲେ ଚଉଠି ରାତିରେ ସ୍ତ୍ରୀ ମୋର ବଡ ଦାନ୍ତ କୁ ଦେଖିକି…

Spread the love

ଶ୍ରୀରାମ ଭାଇ ମୋତେ ଟିକେ ଅଧିକ ଭଲ ପାଆନ୍ତି ଆଉ କୁହନ୍ତୁ ଆରେ ତୁ ଏତେ ପରିଶ୍ରମ କରୁଛୁ ତେଣୁ ନିଶ୍ଚିନ୍ତ ଭାବରେ ତୁ ତୋର ନା କମେଇବୁ ସେଥିପାଇଁ ତୁ ବ୍ୟସ୍ତ ହ ନା। ମୁଁ ବ୍ରାହ୍ମଣ ପିଲା ତତେ କହୁଛି ମାନେ ନିଶ୍ଚିତ ତୁ ନା କମେଇବୁ।ଭାଉଜ ମଧ୍ୟ ବହୁତ ଭଲ ସେ ମତେ ସବୁ ବେଳେ ପଚାରନ୍ତି ଆରେ ଖାଇଛୁ ନା ନାହିଁ,ସେ ପଚାରିଲେ

ମତେ ବହୁତ ବଢିଆ ଲାଗେ।ତାଙ୍କ କଥା ଏବେ କହିଲାବେଳେ ମୋ ଆଖିରୁ ଲୁହ ପଳେଇ ଆସୁଛି। ଏମିତି କିଛି ଅଶ୍ରୁମୋଚନ କହିଥିଲେ।ସାର ଶ୍ରୀରାମ ପଣ୍ଡା ଯେତେବେଳେ ଫିଲ୍ମ ଦୁନିଆକୁ ଛାଡ଼ିଲେ ସେତେବେଳେ ସେ ଆପଣଙ୍କ ସହିତ କିଛି କଥା ହେଇଥିଲେ?ଅଶ୍ରୁମୋଚନ କହିଲେ କି ହଁ ହଁ ସେ ବହୁତ ମୋ ସହିତ ମିଶନ୍ତି।

ଆଗରୁ ମୁଁ ଏକ ଚାଳଘରେ ରହୁଥିଲି ସେ ଶାସ୍ତ୍ରୀନଗରରେରେ ରହୁଥିଲେ ଆଉ ସକାଳ ହେବ ମାନେ ତାଙ୍କର ବୁଲେଟ ଆସି ଲାଗିବ ଶତାବ୍ଦୀର କଳାକାରରେ ତାପରେ ସେ କହିବେ ଆରେ ଚା ବନେଇବୁ?ମୁଁ କୁହେ ମତେ ବନେଇ ଆସେନା ଆଜ୍ଞା ତାପରେ ପୁଣି ସେ କହିବେ ଚା ପିଇବୁ? ମୁଁ କୁହେ ନା ମୁଁ ଚା

ପିଏନା ତାପରେ ସେ କହିବେ ଆରେ ତୁ ଗାଡ଼ିରେ ବସ।ତାପରେ ସେ ମତେ ସବୁଆଡେ ବୁଲେଇବେ। ସେ ଏମ ଏଲ ଏ କଲଣି ହଉ ଆଉ କଉ କଉ କଲଣି ସବୁ ଆଡେ ବୁଲାନ୍ତି ଆଉ କୁହନ୍ତି ଦେଖିଲୁ କେତେ ସାଙ୍ଗ ମୋର।ତାପରେ ମୁଁ ତାଙ୍କୁ କୁହେ ମତେ ଏସବୁ କଣ ପାଇଁ ଦେଖାଉଛ?ସେ କହିବେ ଆରେ

ତୁ ମୂର୍ଖଟା କିରେ ତୁ ମୋର ଆସିଷ୍ଟାଣ୍ଟ ହେବୁ ସବୁ ଜାଣିବା ଦରକାର ନା ନାହିଁ? ତାପରେ ମୁଁ କୁହେ ଆସିଷ୍ଟାଣ୍ଟ ଯେ ମୋର ପୁଣି ଅଲଗା କାମ ଅଛି ନା ନାହିଁ।ସେ ପଚାରିଲେ କେତେବେଳେ ତାହେଲେ ତୁ ଫ୍ରି ହେବୁ?ମୁଁ କହିଲି ମୋର ସବୁ କାମ ସରିଲେ ଯାଇକି ମୁଁ ଫ୍ରି ହେବି କାରଣ ମୋର ସେତେବେଳ

ଗୋଟେ ହଳଦୀ ବେପାର ଚାଲିଥିଲା, ଠୁଙ୍ଗା ବେପାର ଚାଲିଥିଲା ଆଉ ମୁଁ ପିଲାଙ୍କୁ ଟିଉସନ ମଧ୍ୟ କରୁଥିଲି, ଯେହେତୁ ମୁଁ ବେପାର ଟେପାର କରେ ତେଣୁକରି ମୋର ଲୋକଙ୍କ ସହିତ ବହୁତ ଚିହ୍ନା ପରିଚୟ ଥିଲା ଆଉ।ଥରେ ଚଉଠି ରାତିରେ ସେ ଗଳି ଗଳିକି ଅନାଉଥିଲେ ତାପରେ ମୁଁ କହିଲି ଏମିତି କଣ ଦେଖୁଛନ୍ତି?

ତାପରେ କହିଲି କଣ ହେଲା?ସେ କହିଲେ ଆରେ ଲୋକ କହୁଥିଲି ତୋର ଦାନ୍ତ ବଡ଼ ବଡ ବୋଲି, କାହିଁ ଦେଖେଇଲୁ କେତେ ବଡ଼ ବଡ଼?ମୁଁ କହିଲି ମୋର ଦାନ୍ତ ବଡ଼ ବଡ।ଏଇ ଦେଖ ମୋ ଦାନ୍ତ। ମୁଭିରେ ମୋର ଦାନ୍ତ ବଡ଼ ବଡ଼ କରାଯାଇଥିଲା ତେଣୁକରି ସେଇଟାକୁ ମନେ ରଖିକି ସେ କହୁଥିଲେ। ଏମିତି କିଛି ସେ କହିଥିଲେ।

Leave a Reply

Your email address will not be published. Required fields are marked *