ଶର୍ମିଷ୍ଠା ଙ୍କ କଳା କାହାଣୀ ଆସୁଛି ବାହାରକୁ,ସାମ୍ନାକୁ ଆସିଲେ ତାଙ୍କ ଫିଲ୍ମ ର ହିରୋଇନ,କହିଲେ ମୁଁ Niranjaan ଙ୍କ ହିରୋଇନ ସାଜି ସମୁଦ୍ରରେ ବୁଡି ଯାଉଥିବା ପିଲାଙ୍କୁ ଉଠେଇ ଆଣିଥିଲି ଆଉ ତାପରେ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଏକ ବିଶେଷ ଖବର ସମ୍ନାକୁ ଆସିଛି।ଏଥିରେ ଜଣେ ମହିଳା ପ୍ରଥମେ କହୁଛନ୍ତି ଠାକୁରଙ୍କ ରାଣ ଖାଇ କହୁଛି ଏବଂ ପ୍ରଭୁ ଜଗନ୍ନାଥଙ୍କ ରାଣ ଖାଇ କହୁଛି ସେହି ଛୁଆଟି ବୁଡିଯାଉଥିଲା ଏବଂ ତାକୁ ଉଠେଇକି ଖାଲି ଆଣିଲୁ ସେତିକି।

ଆମେ ସାଧାରଣ ଲୋକ ବୋଲି କାହା ମୁହଁରେ କଣ ଲେଖାଥାଏ ଆମେ ଜାଣିନାହୁଁ।୨୦୦ ଲୋକଙ୍କ ସହିତ ମିସିଛୁ କିନ୍ତୁ ଏହା ଜାଣିନୁ ଯେ କିଏ ଅପରାଧୀ ଏବଂ କିଏ ଭଲ ଲୋକ।ଏହାପରେ ତାଙ୍କୁ ପଚରାଯାଇଥିଲା ଆପଣ ଶର୍ମିଷ୍ଠାଙ୍କୁ କିପରି ଜାଣିଥିଲେ।ଏଥିରେ ସେ କହିଥିଲେ ତାଙ୍କ ବୃଦ୍ଧାଆଶ୍ରମକୁ ଆମେ ଦାନ କରିବାକୁ ଯାଇଥିଲୁ।

ତାହା ପରେ ଆମେ କିଛି ଜାଣିନାହୁଁ।ସେହି କାରଣରୁ ସେ ଫେସବୁକରେ ମୋର ଫଟୋ ଛାଡିଥିଲା।ଏହାପରେ ସେହି ମହିଳା ଜଣଙ୍କ କହିଥିଲେ ମୁଁ ଏବେ ବ୍ୟସ୍ତ ଅଛି ମୁଁ ଆପଣଙ୍କ ସାଙ୍ଗରେ ଫୋନରେ କଥା ହୋଇପାରିବି ନାହିଁ ଏହାପରେ ସେ ପଚାରିଥିଲେ ଶର୍ମିଷ୍ଠା ମାଡ଼ମ ଯେଉଁ ଛୋଟ ମୁଭି କରନ୍ତି ଆପଣ କଣ ସେଥିରେ ଅଭିନୟ କରିଛନ୍ତି

ସେ କହିଥିଲେ ନାଁ ମୁଁ କରିନାହିଁ।ସେ ଯେତେବେଳେ ଡାକିଲେ ଯେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଇଛୁ କରୋନା ପାଇଁ ଖୋଲାଥିଲା।ସେତେବେଳେ ଆମେ ତାଙ୍କ ସହିତ ଯାଇଥିଲୁ ଏହାର ଅର୍ଥ ନୁହଁ ଯେ ମୁଁ ନିରଞ୍ଜନ ସେଠୀଙ୍କୁ ଜାଣିଥିଲି କିମ୍ବା ଶର୍ମିଷ୍ଠାଙ୍କ ବିଷୟରେ ଜାଣିଛି।ମୋର ତାଙ୍କ ସାଙ୍ଗରେ ସେଇଟା ଦିତୀୟ ଭେଟ ହୋଇଥିଲା

ଏବଂ ପ୍ରଥମ ଭେଟ ହୋଇଥିଲା ବୃଦ୍ଧାଆଶ୍ରମରେ ଦାନ କରିବା ବେଳେ।ସେ ସେହି ଫଟୋ ଫେସବୁକରେ ଅପଲୋଡ଼ କରିଛନ୍ତି।ସେ ମୋର ଫେସବୁକର ଫ୍ରେଣ୍ଡ ମଧ୍ୟ ନୁହଁ।ସେ ଏତେ ସବୁ କଥା ଲେଖିକି କଣ ପାଇଁ ଛାଡିଛନ୍ତି ସେ ଜାଣିଥିବେ।ଆପଣ ତାଙ୍କୁ ଧରି ପଚାରନ୍ତୁ।ଏହାପରେ ମିଡ଼ିଆ ଭାଇ ଜଣଙ୍କ କହିଥିଲେ ସେ ତ ବର୍ତ୍ତମାନ ଫେରାର ଅଛନ୍ତି।

ଏହାପରେ ମିଡ଼ିଆ ଭାଇ କହିଥିଲେ ମୁଁ ଯେତିକି ଜାଣିଛି କହୁଛି ମୁଁ ଜାଣିଛି ଯେ ଆପଣ ଅଭିନୟ କରନ୍ତି।ଏହାପରେ ମହିଳା ଜଣଙ୍କ କହିଥିଲେ ଶର୍ମିଷ୍ଠା ମତେ କହୁଥିଲେ ଯେ ଯେହେତୁ ତୁମେ ମୋର ଜଣେ ସାଙ୍ଗ ହୋଇଛ ତେବେ ମତେ ଟିକେ ସାହାଯ୍ୟ କର।ମୁଁ ପଚାରିବାରୁ ସେ କହିଥିଲେ

ଆମେ ଯାହାକୁ ଭଜନ ପାଇଁ ଠିକ କରିଥିଲୁ ସେହି ଝିଅର ହଠାତ କିଛି ଅସୁବିଧା ଆସିଗଲା ତୁମେ ତ ଆସିଛ ସାଙ୍ଗରେ ଖାଲି ସେହି ଛୁଆଟି ଯାହା ବୁଡୁଛି ତାକୁ ଉଠେଇକି ନେବ।ଠାକୁରଙ୍କ ରାଣ ଖାଇ ଏବଂ ପ୍ରଭୁ ଜଗନ୍ନାଥଙ୍କ ରାଣ ଖାଇ କହୁଚି ଖାଲି ସେହି ଛୁଆକୁ ଉଠେଇକି ଆଣିଥିଲି ସେତିକି।

Leave a Reply

Your email address will not be published. Required fields are marked *