କଟକର Mundali ମୁଣ୍ଡୁଳି ବ୍ୟାରେଜ ପ୍ରବଳ ବନ୍ୟା ର ଦୃଶ୍ୟ ଆକାଶ ମାର୍ଗରୁ ପ୍ରଥମଥର ପାଇଁ ଦେଖନ୍ତୁ,ଏତେ ପାଣି ଯେ ଦେଖିଲେ ହେବେ ଆଶ୍ଚର୍ଯ୍ୟ…

Spread the love

କଟକର ମୁଣ୍ଡୁଳି ଵ୍ୟାରେଜ ସମ୍ପର୍କରେ ଆମେ ଭଲ।ଭାବରେ ଜାଣୁ।ଏହା ମହାନଦୀ ଉପରେ ନିର୍ମିତ ହୋଇଛି।ତେବେ ବିଶେଷ ଭାବରେ ଏହାକୁ ମହାନଦୀରେ ଆସିଥିବା ବନ୍ୟାଜଳକୁ ନିୟନ୍ତ୍ରିତ କରିବା ପାଇଁ ତିଆରି କରା ଯାଇଛି ଏହା ବ୍ୟତୀତ ଏହାକୁ ତିଆରି କରିବା ସହିତ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟରତ ମଧ୍ୟ ରହିଛି।

ତେବେ ବର୍ତ୍ତମାନ ମହାନଦୀ ମଧ୍ୟରେ ଆସୁଥିବା ବନ୍ୟାଜଳ ବଢ଼ି ବଢ଼ି ଚାଲିଛି।ତେବେ ଏହି ବ୍ୟାରେଜ ଦେଇ ବର୍ତ୍ତମାନ ପ୍ରତି ଘଣ୍ଟାରେ ପ୍ରାୟ ୧୦-୧୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି ବୋଲି ଜଣା ପଡିଛି।ଏଥିରେ ଏତେ ଅଧିକ ମାତ୍ରାରେ ଜଳ ପ୍ରବାହିତ ହେଉଛି।ତେବେ ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ

ମିଡିଆରେ ଦେଖା ଯାଉଚି ଯେଉଁଥିରେ ଏହାର ଭିଡିଓ ଆକାଶ ମାର୍ଗରୁ ହୋଇ ଥିବାର ଦେଖିବାକୁ ମିଳିଛି।ତେବେ ଏହି ଭିଡିଓ ବର୍ତ୍ତମାନ ବହୁତ ଅଧିକ ଚର୍ଚ୍ଚିତ ହୋଇ ସାରିଛି।ଏହାକୁ ଅନେକ ଲୋକ ଦେଖିବା ସହିତ ଏହାକୁ ଅନେକ ଭାବରେ ପସନ୍ଦ ମଧ୍ୟ କରିଛନ୍ତି।ତେବେ ଏହି ଭିଡିଓ ବର୍ତ୍ତମାନ ବହୁତ ଅଧିକ ଲୋକଙ୍କୁ

ଅନେକ ଭାବରେ ପସନ୍ଦ ଆସିଛି।ଏହି ଭିଡିଓରେ ଦେଖା ଯାଉଚି କି କିପରି ଭାବରେ ବନ୍ୟାଜଳ ଏହି ବ୍ୟାରେଜ ଦେଇ ଗତି କରୁଛି ତେବେ ଏହା ଦେଖିବା ପାଇଁ ଯେତେ ସୁନ୍ଦର ହୋଇ ପାରୁଚି ଏହା ସହିତ ଏହା ଅନେକ ଲୋକଙ୍କ ମଧ୍ୟରେ ଭୟ ମଧ୍ୟ ସୃଷ୍ଟି କରୁଛି।କାରଣ ଏଥିରେ ପ୍ରବାହିତ ହେଉଥିବା ଜଳ ଅନେକ

ଅଞ୍ଚଳରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି କରିବାର ସମ୍ଭାବନା ରହିଛି ତେଣୁ ଏହା ଅନେକ ଲୋକଙ୍କୁ ଭୟଭୀତ କରୁଛି।ତେବେ ଅନେକ ଲୋକ ମଧ୍ୟ ଏହି ଜଳକୁ ଦେଖି ଭୟ ପ୍ରକାଶ କରିଛନ୍ତି ବୋଲି ଜଣା ପଡ଼ୁଛି।ଏହା ଦେଖିବା ପାଇଁ ଅନେକ ସୁନ୍ଦର ହୋଇଛି କିନ୍ତୁ ଏଥିରେ ଯେପରି ଭାବରେ ଜଳ ପ୍ରବାହିତ ହେଉଛି ଏହା କାହା ମନରେ

ମଧ୍ୟ ଭୟ ସୃଷ୍ଟି କରିବ।ତେବେ ଆଗାମୀ ସମୟରେ ଅଧିକ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ଯାହା ଫଳରେ ଏହା ମଧ୍ୟ ଦେଇ ଆଗାମୀ ସମୟରେ ଅଧିକ ଜଳ ପ୍ରବାହିତ ହୋଇ ପାରେ ବୋଲି ମଧ୍ୟ ଅନୁମାନ କରା ଯାଉଛି।ତେବେ ଏପରି ଭାବରେ ଜଳ ପ୍ରବାହିତ ହେବା ଫଳରେ ବର୍ତ୍ତମାନ ଏହାକୁ ଦେଖିବା ପାଇଁ ସେଠାରେ ଅନେକ ଭାବରେ ଭିଡ଼ ମଧ୍ୟ ହେଉ ଥିବାର ଦେଖିବାକୁ ମିଳିଚି।

Leave a Reply

Your email address will not be published. Required fields are marked *