ଯେବେ ଗୋଟେ Paribara Naga ନାଗୁଣୀ କି ମାରିଦେଲେ କିନ୍ତୁ ୪ ଘଣ୍ଟା ପରେ ଯାହା ହେଲା ଦେଖିକି ସମସ୍ତେ ଥରିବାକୁ ଲାଗିଲେ

Spread the love

ତେବେ ଆମେ ଅନେକ ସମୟରେ ନାଗ ଓ ନଗୁଣୀଙ୍କର ମୃତ୍ୟୁ ବିଷୟରେ ଅନେକ କଥା ଜାଣିଥିବା।ତେବେ ସୂଚନା ଅନୁସାରେ ନାଗର ମୃତ୍ୟୁର ପ୍ରତିଶୋଧ ନାଗୁଣୀ ସର୍ବଦା ନେଇଥାଏ।ତେବେ ଏହି ଭଳି ଏକ ଘଟଣା ଘଟିଥିଲା ଏକ ପରିବାରରେ।ତେବେ ଥରେ ଏକ ଘର ମଧ୍ୟକୁ ଏକ ନାଗ ଓ ନଗୁଣୀଙ୍କ ଯୋଡ଼ି ପଶି ଆସିଥିଲା।ଏହାପରେ ସେମାନେ ଭୟଭୀତ ହୋଇ ସେହି ଘରର ଲୋକମାନେ ସେମାନଙ୍କୁ ମାରିବା ପାଇଁ ପ୍ରୟାସ ଆରମ୍ଭ କଲେ।ଶେଷରେ ସେମାନେ କିଛି ରାସ୍ତା ପାଇଲେ ନାହିଁ।

ଏହାପରେ ସେମାନେ ବାଧ୍ୟ ହୋଇ ସେମାନଙ୍କୁ ମାରିବା ପାଇଁ ପ୍ରୟାସ ଆରମ୍ଭ କଲେ।ଯାହା ଫଳରେ ସେମାନେ ନାଗକୁ ପିଟି ପିଟି ମାରିବା ଆରମ୍ଭ କରିଦେଲେ।ଏହାପରେ ସେମାନେ ଦେଖିଲେ କି ନାଗ ସମ୍ପୂର୍ଣ୍ଣ ଭାବରେ ମରି ଯାଇଛି।ଯାହା ଫଳରେ ସେମାନେ ନାଗକୁ ନେଇ ଫୋପାଡ଼ି ଦେଲେ।ହେଲେ ନାଗୁଣୀ ନିଜର ନାଗର ମୃତ୍ୟୁକୁ ଭଲ ଭାବରେ ଦେଖିଥିଲା।

ଏହାପରେ ସେ ନିଶ୍ଚିତ କଲା ସେହି ପରିବାର ଠାରୁ ପ୍ରତିଶୋଧ ନେଵ।ଯାହା ଫଳରେ ନାଗୁଣୀ ସୁଯୋଗର ଅପେକ୍ଷାରେ ରହିଲା।ଶେଷରେ ନାଗୁଣୀ ଅନେକ ଦିନ ପରେ ଦିନେ ତାଙ୍କର ଘର ମଧ୍ୟକୁ ପ୍ରବେଶ କରିଗଲା।ଏହାପରେ ଅଚାନକ ଭାବରେ ଥରେ ସେହି ଘରର ପୁଅକୁ ମାରିବା ପାଇଁ ନିଜର ପ୍ରୟାସ କଲା ଏହାପରେ ସେ ନିଜର ପ୍ରୟାସରେ ସଫଳ ମଧ୍ୟ ହେଲା।

ତେବେ ନାଗୁଣୀ ସେହି ଘରର ପୁଅକୁ କାମୁଡିବା ଫଳରେ ସେହି ପୁଅର ମୃତ୍ୟୁ ହୋଇଗଲା।ଠିକ ଏହିପରି ଏକ ଘଟଣା ଘଟିଥିଲା ମୂଜାଫରବାଦ ଅଞ୍ଚଳରେ।ସେହି ଅଞ୍ଚଳରେ ସଲିମ ନାମକ ଜଣେ ବ୍ୟକ୍ତି ରହୁଥିଲେ।ଏହା ସହିତ ତାଙ୍କର ଏକ ପୁଅ ମଧ୍ୟ ଥିଲା ଜାଭେଦ।ତେବେ ତାଙ୍କର ଘରକୁ ଏକ ନାଗ ଓ ନାଗୁଣୀଙ୍କ ଯୋଡ଼ି ପଶି ଆସିଥିଲା।

ଯାହା ଫଳରେ ସେମାନେ ଭୟଭୀତ ହୋଇ ନାଗ ଉପରେ ଆକ୍ରମଣ କରି ଦେଇଥିଲେ।ସେମାନଙ୍କ ଆକ୍ରମଣରେ ନାଗର ମୃତ୍ୟୁ ହୋଇ ଯାଇଥିଲା।ଯାହା ଫଳରେ ନାଗୁଣୀ ନିଜର ନଗର ପ୍ରତିଶୋଧ ନେବା ପାଇଁ ନିଶ୍ଚିତ କଲା।ସମସ୍ତେ ନାଗକୁ ମାରିବା ପରେ ଏହା ଭାବିଲେ କି ନାଗୁଣୀ ମଧ୍ୟ ସେହି ଘର ଛାଡ଼ି ଚାଲି ଯାଇଛି।ଏହାପରେ ସେମାନେ ସୁନିଶ୍ଚିତ ହୋଇ ନିଜର କାମ କରିବା ଆରମ୍ଭ କଲେ।

ଏହାପରେ ସେମାନେ ରାତି ହେବା ପରେ ଶୋଇଗଲେ।ତେବେ ସେହି ଦିନ ରାତିରେ ନାଗୁଣୀ ନିଜର ପ୍ରତିଶୋଧ ନେଇଗଲା।ସେ ସଲିମଙ୍କ ପୁଅ ଜାଭେଦକୁ ଦଂଶନ କଲା।ଯାହା ଫଳରେ ଜାଭେଦ ଚିତ୍କାର କରିବା ଫଳରେ ତାର ପରିବାର ଲୋକ ତାଙ୍କୁ ତୁରନ୍ତ ଚିକିତ୍ସାଳୟ ନେଇ ଯାଇଥିଲେ।ଏହାପରେ ସେହିଠାରେ ଡକ୍ଟର କହିଥିଲେ କି ତାଙ୍କର ବଞ୍ଚିବାର ସମ୍ଭାବନା ବହୁତ କମ।

ତେବେ ଅନେକ ପ୍ରୟାସ ପରେ ମଧ୍ୟ ସେମାନେ ତାଙ୍କୁ ବଞ୍ଚାଇ ପାରି ନଥିଲେ ଓ ତାଙ୍କର ମୃତ୍ୟୁ ହୋଇଜାଇଥିଲା।ତେବେ ଏହାପରେ ତାଙ୍କର ପରିବାର ଲୋକ ସେହି ନାଗୁଣୀକୁ ଖୋଜି ପିଟି ପିଟି ମାରି ଦେଇଥିଲେ।ତେବେ ସେମାନେ ନାଗୁଣୀକୁ ମାରି ଦେଇଥିଲେ ଏହା ସତ କିନ୍ତୁ ନାଗୁଣୀ ନିଜର ପ୍ରତିଶୋଧ ନେବାରେ ସଫଳ ହୋଇ ଯାଇଥିଲା।ଏହାର ସତ୍ୟତା ନେଇ ଆମେ କୌଣସି ପ୍ରକାର ଗ୍ୟାରେଣ୍ଟି ଦେଉନାହୁଁ

Leave a Reply

Your email address will not be published. Required fields are marked *