କେନ୍ଦ୍ରାପଡା Marshaghai ରେ ଉଦ୍ଧାର ହେଲେ ନାଗ ଓ ନାଗୁଣୀ,ସାପ ଠିଆ ହେଇଗଲେ ଲାଞ୍ଜ ରେ,Saapa ଦେଖିକି ଗାଁ ଲୋକଙ୍କ ଝାଳ ବାହାରିଗଲା

Spread the love

ହମଜାପୂର ଗ୍ରାମରେ ଏକ ନାଗ ନାଗୁଣୀଙ୍କ ଯୋଡ଼ିଙ୍କୁ ଉଦ୍ଧାର କରା ଯାଇଥିଲା।ତେବେ ସୂଚନା ଅନୁସାରେ ଏହି ନାଗ ନାଗୁଣୀ ଏକାଠି ଏକ ବ୍ୟକ୍ତିର ଶୋଇବା ସ୍ଥାନରେ ଲୁଚି ରହିଥିଲେ।ତେବେ ଏହି କଥା ଜାଣିବା ପରେ ସେହି ବ୍ୟକ୍ତି ଜଣକ ସେହି ସାପକୁ ଘଉଡ଼ାଇବା ପାଇଁ ପ୍ରୟାସ କରିଥିଲେ।ତେବେ ସେହି ସାପ ଅଧିକ ବିଷଧର ହୋଇ ଥିବାରୁ ଏହି ସାପ ପାଖକୁ ଯିବା ପାଇଁ କେହି ମଧ୍ୟ ସାହାସ କରି ପାରିଲେ ନାହିଁ।

ଏହା ସହିତ ସେହି ସାପ ବାସ୍ତବରେ ବହୁତ କ୍ରୋଧିତ ମଧ୍ୟ ଥିଲା ଏହି କାରଣରୁ କେହି ମଧ୍ୟ ତା ପାଖକୁ ଗଲେ ନାହିଁ।ତେବେ ଶେଷରେ ଏହି ଘଟଣା ସଂପର୍କରେ ଶେଷରେ ବନ ବିଭାଗର ଲୋକଙ୍କୁ ଜଣା ଯାଇଥିଲା।ତେବେ ସେହି ସାପ କୌଣସି ମଧ୍ୟ ପରିସ୍ଥିତିରେ ସେହି ସ୍ଥାନ ଛାଡି ଯାଉ ନଥିଲା।ଏହା ସହିତ ବନ ବିଭାଗର ଲୋକଙ୍କୁ ଏହି ଘଟଣା ସମ୍ପର୍କରେ ଖବର ଦେବା ପରେ ସେମାନେ ତୁରନ୍ତ ଆସି ସେହି ସ୍ଥାନରେ ପହଞ୍ଚି ସେହି ସାପକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ।

ତେବେ ସେହି ସାପ ଅନେକ ସମୟ ପର୍ଯ୍ୟନ୍ତ କାହାକୁ ମଧ୍ୟ ନିଜର ପାଖକୁ ଆସିବା ପାଇଁ ଦେଇ ନଥିଲା।ଏହା ସହିତ ସେହି ସାପ ଅଧିକ କ୍ରୋଧିତ ମଧ୍ୟ ଥିଲା।ତେବେ ଶେଷରେ ଅନେକ ସମୟ ପରେ ବନ ବିଭାଗର କର୍ମଚାରୀ ପ୍ରଥମେ ନାଗକୁ ଧରିବାରେ ସଫଳ ହୋଇ ପାରିଥିଲେ।ଏହାପରେ ସେହି ନାଗକୁ ପ୍ରଥମେ ଏକ ମୁଣି ଭିତରେ ନେଇ ରଖା ଯାଇଥିଲା।

ଏହାପରେ ସେହି ନାଗୁଣୀ ସେଠାରେ ଥିବା ଏକ ଗାତ ମଧ୍ୟରେ ପଶି ରହିଥିଲା।ଏହାପରେ ସେହି ନାଗୁଣୀକୁ ସେହି ଗାତରୁ ବାହାର କରିବା ପାଇଁ ସେହି ଗାତ ଭିତରେ ପାଣି ପୁରା ଯାଇଥିଲା।ଏହାପରେ ସେହି ନାଗୁଣୀ ଶେଷରେ ସେହି ଗାତ ଭିତରୁ ବାହାରିବାକୁ ବାଧ୍ୟ ହୋଇଥିଲା।ତେବେ ଏହାପରେ ସେହି ନାଗୁଣୀ ଶେଷରେ ସେହି ଗାତରୁ ବାହାରି ଥିଲା।

ଏହାପରେ ବନ ବିଭାଗର କର୍ମଚାରୀ ସେହି ନାଗୁଣୀକୁ ଧରିବା ପାଇଁ ସଫଳ ହୋଇଥିଲେ।ତେବେ ସେହି ନାଗୁଣୀ ଅଧିକ କ୍ରୋଧିତ ଥିବା ଜଣା ପଡୁଥିଲା ଏହି କାରଣରୁ କେହି ମଧ୍ୟ ତା ପାଖକୁ ଯିବା ପାଇଁ ପ୍ରୟାସ କରି ନଥିଲେ।ତେବେ ସେହି ନାଗ ଓ ନାଗୁଣୀଙ୍କୁ ନେଇ ଏକ ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇଥିଲେ ବନ ବିଭାଗର କର୍ମଚାରୀ।

ଏହା ସହିତ ସେମାନେ ସେହି ସାପକୁ ନ ମାରି ଥିବାରୁ ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ।ଏହା ସହିତ ସେ କହିଥିଲେ କି ଏପରି ପରିସ୍ଥିତିରେ ସାପ ମାନଙ୍କୁ ନ ମାରି ସେମାନଙ୍କ ବିଷୟରେ ବନ ବିଭାଗକୁ ଖବର ଦେବା ଫଳରେ ସେମାନେ ଆସି ସେମାନଙ୍କୁ ଧରି ନେଇଯିବେ।ଏହା ସହିତ ଯଦି କୌଣସି ପରିସ୍ଥିତିରେ ଏହିଭଳି ସାପ କାମୁଡି ଥାଏ ତେବେ ପ୍ରଥମେ ଚିକିତ୍ସାଳୟରେ ଯାଇ ଏହାର ଚିକିତ୍ସା କରିବା ଆବଶ୍ୟକ।କିନ୍ତୁ କିଛି ଲୋକ ଅନ୍ଧବିଶ୍ୱାସର ଶିକାର ହୋଇ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇ ଥାଆନ୍ତି।ସେମାନେ ନିଜର ଅନ୍ଧବିଶ୍ୱାସ କାରଣରୁ ମୃତ୍ୟୁ ମୁଖରେ ମଧ୍ୟ ପଡନ୍ତି।

Leave a Reply

Your email address will not be published. Required fields are marked *