ନୂଆ ସ୍ୱର ସୋ ରୁ ବିଦାୟ ନେଲେ Littel ଷ୍ଟାର ସାନ୍ତନୁ,ସମସ୍ତଙ୍କ ଆଖିରେ ଆସିଗଲା ଲୁହ ଆଉ ଗଲାବେଳେ ଏପରି କହିଲେ ଆପଣ ମଧ୍ୟ କାନ୍ଦି ପକେଇବେ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ଭାଇରାଲ ବଏ ସାନ୍ତନୁଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।ସେ ବର୍ତ୍ତମାନ ସମୟରେ ସାରା ଓଡିଶାରେ ଅନେକ ଭାଇରାଲ ହୋଇପାରିଛନ୍ତି।

ବର୍ତ୍ତମାନ ସବୁଆଡ଼େ ତାଙ୍କ ବିଷୟରେ ଚର୍ଚ୍ଚା।ତେବେ ସାନ୍ତନୁ ନିଜ ଗୀତ ବୋଲିବା ଏବଂ ତାହାର ଶୈଳୀ ମାଧ୍ୟମରେ ଲୋକ ମାନଙ୍କ ହୃଦୟ ଜିତିପାରିଥିଲେ।ତାଙ୍କୁ ଅନେକ ଲୋକ ପସନ୍ଦ କରିଥାନ୍ତି।ତାଙ୍କର ଗୀତ ମଧ୍ୟ ସମସ୍ତ ଦର୍ଶକ ମାନଙ୍କୁ ପସନ୍ଦ ଆସିଥାଏ।ତେବେ ସାନ୍ତନୁ ବୋଲିଥିବା ଗୀତକୁ ଦର୍ଶକ ମାନେ ଓଡ଼ିଶାର ବିଶିଷ୍ଟ ସିଙ୍ଗର ହ୍ୟୁମାନ ସାଗରଙ୍କ ସହିତ ତୁଳନା କରିଥାନ୍ତି।

ତେବେ ସେ ଓଡିଶାର ନୂଆସୁର ନାମର ଏକ ମଞ୍ଚରେ ନିଜର ସଙ୍ଗୀତ ପ୍ରଦର୍ଶନ କରୁଥିଲେ।ଏହା ମାଧ୍ୟମରେ ହିଁ ସେ ଭାଇରାଲ ହୋଇପାରିଥିଲେ।ଏହା ପୂର୍ବରୁ ଏ ଏକ ହିନ୍ଦୀ ରିୟାଲିଟି ସୋରେ ମଧ୍ୟ ଗୀତ ଗାଇଥିଲେ।ତେବେ ବର୍ତ୍ତମାନ ସମୟରେ ସାନ୍ତନୁଙ୍କୁ ନେଇ କିଛି ବିଶେଷ ତଥ୍ୟ ସାମ୍ନାକୁ ଆସିଛି।

ତେବେ ସେହି ଅନୁସାରେ ଆପଣ ଓଡ଼ିଶାର ନୂଆସୁର ମଞ୍ଚରେ ଆପଣ ଆଉ ଦେଖିବାକୁ ପାଇବେ ନାହିଁ ସାନ୍ତନୁ କୁମାରଙ୍କୁ।ଏହା ତାଙ୍କର ଫ୍ୟାନ ମାନଙ୍କ ପାଇଁ ଏକ ବହୁତ ବଡ଼ ଦୁଃଖର ଖବର ହୋଇଛି।ତେବେ ସାନ୍ତନୁ ଓଡ଼ିଶାର ଭାଇରାଲ ବଏ ନାମରେ ପରିଚିତ ଥିଲେ।ତେବେ ଗଲା ରାଉଣ୍ଡରୁ ସେ ରିଜେକ୍ଟ ହୋଇଛନ୍ତି

ଏବଂ ତାଙ୍କୁ ଜଜ ମାନେ ସେମି ଫାଇନାଲକୁ ସିଲେକ୍ଟ କରିନାହାନ୍ତି।ତେବେ ସାନ୍ତନୁ କୁମାର ମହାନ୍ତିଙ୍କ ଗୀତ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।ତାଙ୍କର କମେଡି ସାଙ୍ଗକୁ ତାଙ୍କର ଆକ୍ସନ ମଧ୍ୟ ସଭିଙ୍କ ପସନ୍ଦ ଥିଲା।ତେବେ ସାନ୍ତନୁ ଗଲା ରାଉଣ୍ଡରେ ଏକ ମାୟାବିନୀ ଗୀତ ଗାଇଥିଲେ।

ଯାହା ଜଜ ମାନଙ୍କୁ ଏତେ ପସନ୍ଦ ଆସି ନଥିଲା ଏହା ଫଳରେ ସେ ସେମି ଫାଇନାଲକୁ ସିଲେକ୍ଟ ହୋଇ ନଥିଲେ।ତେବେ ଆପଣମାନେ ଜାଣିଥିବେ ସାନ୍ତନୁଙ୍କ ପାଞ୍ଚ ଛଅଟି ଆଲବମ ଗୀତ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।ଯାହାକୁ ଦର୍ଶକମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି।ଏହାଫଳରେ ସେ ସଭିଙ୍କ ପାଖରେ ପରିଚିତ ହୋଇପାରିଥିଲେ।

ତାଙ୍କ ଆକ୍ସନ ଏବଂ କଥା କହିବର ଷ୍ଟାଇଲ ଲୋକମାନେ ବେଶ ପସନ୍ଦ କରୁଥିଲେ।ତେବେ ଲୋକମାନେ ଚାହିଁ ବସିଥାନ୍ତି ସାନ୍ତନୁଙ୍କ ଗୀତ ଶୁଣିବା ପାଇଁ।ତାଙ୍କୁ ଜଜ କହିଥିଲେ ତୁମ ଗୀତ ଅପେକ୍ଷା ଆକ୍ଟିଙ୍ଗ ବହୁତ ଭଲ ହେଉଛି।ତୁମେ ଯାହା କରିବ ଗୋଟେ ଲାଇନରେ କର।ସାନ୍ତନୁ କହିଥିଲେ ମୁଁ ଗୀତ ଗାଇବି ଏବଂ ଏହା ସହିତ ହିରୋ ହେବି।

Leave a Reply

Your email address will not be published. Required fields are marked *