ନିଜ ଆଈ (Grandmother) ଙ୍କ ସହିତ ଅଭିନେତା ବାବୁଶାନ ମହାନ୍ତି କରିଲେ ଏପରି ମଜା,ଦେଖିଲେ ଆପଣ ମଧ୍ୟ ହସି ହସି ବେଦମ ହେଇଯିବେ…ଦେଖନ୍ତୁ Video

Spread the love

ଆମେ ସମସ୍ତେ ଅଭିନେତା ବାବୁଶାନ ମହାନ୍ତିଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଅନେକ ଭାବରେ ପ୍ରଭାବିତ କରିଥାଏ।ଏହା ସହିତ ନିଜର ଅଭିନୟ ମାଧ୍ୟମରେ ସେ ଅନେକ ଲୋକଙ୍କ ପାଖରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ସେ ଜଣେ ବହୁତ ଭଲ ଅଭିନେତା ଅଟନ୍ତି।ଏହା ସହିତ ଓଡ଼ିଆ ଅଭିନୟ ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସେ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।

ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ଅନେକ ଭାବରେ ପସନ୍ଦ କରି ଥାଆନ୍ତି।ତେବେ ସେ। ଜଣେ ବହୁତ ଭଲ ଅଭିନେତା ଅଟନ୍ତି ଏହା ସହିତ ସେ ଓଡ଼ିଆ ଅଭିନୟ ଜଗତରେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ତେବେ ସେ ଜଣେ ବହୁତ ଭଲ କଳାକାର ଅଟନ୍ତି।ଏହା ବ୍ୟତୀତ ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଅନେକ ଭାବରେ ପ୍ରଭାବିତ କରିଥାଏ।

ତେବେ ସେ ଜଣେ ବହୁତ ଭଲ ମଣିଷ ମଧ୍ୟ।ତାଙ୍କର ବ୍ୟବହାର ସମସ୍ତଙ୍କୁ ବହୁତ ଅଧିକ ଭଲ ଲାଗିଥାଏ ଏହା ସହିତ ସମାଜର ଉନ୍ନତି ପାଇଁ ମଧ୍ୟ ସେ ଅନେକ କାର୍ଯ୍ୟ କରି ଥାଆନ୍ତି।ତେବେ ବର୍ତ୍ତମାନ ତାଙ୍କର ଏକ ଭିଡିଓ ବର୍ତ୍ତମାନ ବହୁତ ଅଧିକ ଭାଇରାଲ ହେଉଛି ଯେଉଁଥିରେ ସେ ନିଜର ବୁଢ଼ୀ ମାଆଙ୍କ ସହିତ ମଜା କରୁଥିବାର ଦେଖା ଯାଇଥିଲା।ଏହା ସହିତ ସେ ନିଜର ମାଆଙ୍କ ସହିତ ଅନେକ ସମୟ ଅତିବାହିତ କରିଥିଲେ।ଏହା ସହିତ ତାଙ୍କ ପାଇଁ ସେ ସେଠାରେ ଅନେକ ମଜା କରିଥିଲେ।

ଏହା ସହିତ ତାଙ୍କର ବୁଢ଼ୀ ମାଆ ମଧ୍ୟ ଏଥିରେ ବହୁତ ଅଧିକ ଖୁସି ହୋଇଥିଲେ।ତେବେ ଏହି ଭିଡିଓକୁ ବର୍ତ୍ତମାନ ଅନେକ ଲୋକ ପସନ୍ଦ କରିଛନ୍ତି।ତେବେ ଏହି ଅଭିନେତା ନିଜର ମାଆଙ୍କ ସହିତ ଏପରି ସମୟ ବିତାଉ ଥିବାର ଦେଖି ଅନେକ ଲୋକ ଏହାକୁ ଅନେକ ଭାବରେ ପସନ୍ଦ କରିଛନ୍ତି।ଏହା ସହିତ ସେ ଜଣେ ବହୁତ ଭଲ କଳାକାର ମଧ୍ୟ।ଏହା ସହିତ ତାଙ୍କର ସମସ୍ତ ଅନୁଗତ ଏହାକୁ ବହୁତ ଅଧିକ ପସନ୍ଦ କରିଛନ୍ତି।ଏହା ସହିତ ଏହାକୁ ନେଇ ଅନେକ ଲୋକ ବହୁତ ଖୁସି ମଧ୍ୟ ହୋଇଛନ୍ତି।

କାରଣ ସେ ନିଜର ମାଆଙ୍କ ସହିତ ସମୟ ବିତାଇବା ସହିତ ଏହା ସମସ୍ତଙ୍କୁ ଏକ ସୂଚନା ଦେଇଛନ୍ତି କି ନିଜର ଘରେ ଥିବା ବୃଦ୍ଧ ଓ ବୃଦ୍ଧାଙ୍କ ସହିତ ସମୟ ବିତାଇବା ସହିତ ସେମାନଙ୍କ ସହିତ କିଛି କଥା ହେବା ଫଳରେ ସେମାନଙ୍କୁ ମଧ୍ୟ ବହୁତ ଭଲ ଲାଗିଥାଏ।ଏହା ସହିତ ଏପରି କରି ସମସ୍ତ ସମାଜକୁ ସେ ଏକ ଉଦାହରଣ ଦେଇ ଏକ ସୂଚନା ଦେବା ପାଇଁ ପ୍ରୟାସ କରିଥିଲେ।ଏହା ସହିତ ଏହାକୁ ଅନେକ ଲୋକ ମଧ୍ୟ ବହୁତ ପସନ୍ଦ କରୁ ଥିବାର ଦେଖାଯାଇଛି।

Leave a Reply

Your email address will not be published. Required fields are marked *