ନିଜ ଶାଳୀକୁ ନେଇକରି ଘରୁ ପଳାଇଲା ଭିଣେଇ (Brotherinlaw), ତାପରେ ଗୋଟେ ଭୁଲ୍ ହିଁ ଖୋଲିଥିଲା ପର୍ଦା ପଛରୁ ରହସ୍ୟ ଆଉ ତାପରେ ଯାହା ହେଲା…ଦେଖନ୍ତୁ Video

Spread the love

ସେ କହନ୍ତି କି ପ୍ରେମ ଅନ୍ଧ ହୋଇଥାଏ, ଏକ ଏମିତି ହିଁ ପ୍ରେମର ମାମଲା ଏବେ ମଧ୍ୟପ୍ରଦେଶର ବିନା ଇଲାକାରେ ସାମ୍ନାକୁ ଆସିଛି, ଏଠାରେ ଏକ ଭିଣେଇର ହୃଦୟ ନିଜ ନାବାଳିକ ଶାଳି ଉପରେ ଆସିଗଲା । ଓ ସେ ନିଜ ଶାଳୀକୁ ନେଇ ଫେରାର୍ ହୋଇଗଲା , ୨ ବର୍ଷ ପରେ କିଛି ଏମିତି ହେଲା କି ସାଗର୍ ଇଲାକାରେ ରହୁଥିବା ଏକ ବ୍ୟକ୍ତି ବାହାଘର କିଛି ସମୟ ପୁର୍ବରୁ ବିଣାରେ ରହୁଥିବା ଏକ ଯୁବତୀ ସହ ହୋଇଥିଲା । ଏହି ଯୁବତୀର ଏକ ଛୋଟ ଭଊଣୀ ଥିଲା ଯାହାର ନିଜ ଭଉଣୀ ଘରକୁ ସବୁଦିନ ଆସୁଥିଲା

ଏହି ସମୟରେ ଭିଣେଇ ନିଜ ଶାଳୀକୁ ଭଲ ପାଇବସିଲା, ଓ ଭିଣେଇ ଶାଳୀର ଏହି ପ୍ରେମ ସଂମ୍ପର୍କ ଚାଲୁଥିଲା । ଓ ଶେଷରେ ସେମାନେ ଘରୁ ଫେରାର୍ ହୋଇଗଲେ ।  କିନ୍ତୁ ଏହି ପୁରା ମାମଲାରେ ଆଶ୍ଚର୍ଯ୍ୟ କରିଦେଲା ଭଳି କଥା ଏହା କି ଯୁବକ ବଡ ଚାଲାକୀରେ ନିଜ ପୁର୍ବ ସ୍ତ୍ରୀ ଛୁଆଙ୍କୁ ବାପଘର ପଠାଇକରି ଆସିଥିଲା

ଓ ତାପରେ ନିଜ ଶାଳୀ ସହ ଫେରାର୍ ହୋଇଥିଲା, ଯାହାପରେ ଯୁବକର ଶଶୁରଘର ତା ବିପକ୍ଷରେ ଥାନାରେ ଏଫଆଇଆର୍ ଦର୍ଜ କରିଥିଲେ, ଶାଳୀର ପ୍ରେମରେ ଏହି ଭିଣେଇ ଏତେ ପାଗଳ ହୋଇଥିଲା କି ସବୁଦିନ ନିଜ ଶାଳୀକୁ ଦେଖାକରିବାକୁ ନୁଆ ନୁଆ ବାହାନା ଖୋଜୁଥିଲା, କିନ୍ତୁ ଦିନେ ଏହି ଯୁବକ ଏକ ଯୋଜନା ବନାଇଲା

ଓ ସ୍ତ୍ରୀ ଛୁଆଙ୍କୁ ନିଜ ଶଶୁରଘରେ ଛାଡିଦେଇଆସିଲା, ଯାହାକୁ ନେଇ ତାର ସବୁଦିନ ଶଶୁରଘର ଯିବା ଆସିବା ଲାଗିରହୁଥିଲା, ଏହି ବାହାନାରେ ନିଜ ଶାଳୀ ସହ ଦେଖା କରୁଥିଲା ।କିଛି ଦିନ ପରେ ଏହି ଭିଣେଇକୁ ନିଜ ଶାଳୀ ସହ ଦେଖାକରିବାରେ ଅସୁବିଧା ଦେଖାଗଲା, ଯାହାପରେ ସେ ଏହି ଯୋଜନା ବନାଇଲା, ଓ ସେ ନିଜ ଶାଳୀକୁ ନେଇ ଫେରାର୍ ହୋଇଗଲା

ନିଜ ଛୋଟ ଝିଅ ଓ ଜ୍ୱାଇଁ ଏକା ସାଙ୍ଗେ ଫେରାର୍ ହେବା କାରଣରୁ ପରିବାର ଲୋକଙ୍କମଧ୍ୟରେ ହଇଚଇ ହୋଇଯାଇଥିଲା, ଯାହାପରେ ଝିଅର୍ ବାପା ଥାନାରେ ଯାଇକରି ନିଜ ଜ୍ୱାଇଁର ବିପକ୍ଷରେ କେସ୍ ଦର୍ଜ କରାଇଲେ ।ସୁଚନାପାଇଁ କହିଦେବୁ କି ଏହି ସମୟରେ ପୋଲିସ୍ ଆରୋପି ଓ ଝିଅକୁ ଅପହରଣ କରିବାର ମାମଲା ଦର୍ଜ କରିନେଲା

ଓ ଦୁହେଁଙ୍କୁ ସନ୍ଧାନ କରିବାରେ ଲାଗିଲା, ଏହି ମଧ୍ୟରେ ପୋଲିସ୍ କୁ ଖବର ମିଲିଲା କି ଆରୋପି ଇନ୍ଦୋରରେ ନିଜ ଶାଳୀ ସହ ଜୀବନ ଅତିବାହିତ କରୁଛି, ଏହି ସମୟରେ ଆରୋପି ଯୁବକ ହୋଲିର ଉତ୍ସବରେ ନିଜ ଘରକୁ ଆସିଲା ଓ ପୋଲିସ୍ କୁ ସୁଚନା ମିଳିବାପରେ ଯୁବକକୁ ହିରାସତରେ ନେଇଗଲେ, କୁହାଯାଉଛି କି ଏହି ଭିଣେଇ ଓ ଶାଳୀଙ୍କ ମଧ୍ୟରେ ୩ ମାସରୁ ସଂମ୍ପର୍କରେ ଥିଲେ ।

ଏହି ପୁରା ମାମଲାର କାର୍ଯ୍ୟନୁଷ୍ଠାନ କରି ପୋଲିସ୍ ନାବାଳିକ ଝିଅକୁ ପାଇଲେ ଓ ଯୁବକକୁ ଗିରଫ୍ କଲେ, ନାବାଳିକ ଝିଅ ମେଡିକାଲ୍ ପରିକ୍ଷଣ କରିଥିଲେ ଯାହାପରେ ଆରୋପିକୁ କୋର୍ଟରେ ପେଶ୍ କରି ଜେଲ୍ ପଠାଇଦିଆଗଲା, ସେମିତି ନାବାଳିକ ଝିଅକୁ ତାର ଘର ଲୋକଙ୍କୁ ଫେରାଇଦିଆଗଲା, ଏହି ପୁରା କାହାଣୀ ଶୁଣିବାପରେ ବୁଝାପଡୁଛି କି କଣ ପାଇଁ ପ୍ରେମ ଅନ୍ଧ ହୋଇଥାଏ, ଓ ପ୍ରେମରେ ମଣିଷ କଣପାଇଁ ପାଗଳ ହୋଇଥାଏ ।

Leave a Reply

Your email address will not be published. Required fields are marked *