ମାନସକୁ ଭିଲିଆନ Role ଦେଇଥାନ୍ତେ ଶର୍ମିଷ୍ଠା,ନିରଞ୍ଜନଙ୍କ ସ୍ଵପ୍ନର ରାସ୍ତାରେ ଵାଧକ ସାଜିଥିଲେ ମାନସ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ଜାଣିଥିବେ କ୍ୟାମେରାମ୍ୟାନ ମାନସଙ୍କ ହତ୍ୟା ବିଷୟରେ।ତେବେ ଏହି ଘଟଣା ବର୍ତ୍ତମାନ ସମୟରେ ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି।ଯେଉଁଠାରେ ଦେଖିବେ ଏହି କଥାର ଚର୍ଚ୍ଚା।ତେବେ ବାସ୍ତବରେ କ୍ୟାମେରାମ୍ୟାନଙ୍କ ମାନସ ମୃତ୍ୟୁ ଏକ ବହୁତ ବଡ଼ ଦୁଃଖର ଘଟଣା ଅଟେ।

ଆମେ ଏହି ଘଟଣା ସମ୍ପର୍କରେ କିଛି ବିଶେଷ ତଥ୍ୟ ଜାଣିବା।ନିରଞ୍ଜନ ଯେଉଁ ସ୍ୱପ୍ନ ଦେଖିଥିଲେ ସେହି ରାସ୍ତାରେ କୁଆଡେ ବାଧକ ସାଜିଥିଲେ ମାନସ।କାହିଁକି ନା ମାନସକୁ କୁଆଡେ ଭିଲିଆନ ରୋଲ ଦେବାକୁ ନିଷ୍ପତ୍ତି ନେଇଥିଲେ ଶର୍ମିଷ୍ଠା।ଯେଉଁ କଥାକୁ ସହଜରେ ଗ୍ରହଣ କରିପାରୁ ନଥିଲେ ବାବୁ ନିରଞ୍ଜନ।

ମାନସ କୁଆଡେ ନିରଞ୍ଜନ ବାଟର କଣ୍ଟା ସାଜିଥିଲା।ସବୁ ଖଳନାୟକ ରୋଲକୁ ମାନସ କହୁଥିଲା ମୁଁ କରିବି।ଯେଉଁ କଥାକୁ ସମର୍ଥନ କରୁଥିଲା ଶର୍ମିଷ୍ଠା।କାରଣ ମାନସ ବିଭିନ୍ନ କାରଣ ନେଇ ଶର୍ମିଷ୍ଠାକୁ ବ୍ଲାକମେଲ କରୁଥିଲା।ଶର୍ମିଷ୍ଠାର ଇଚ୍ଛା ନଥିଲେ ମଧ୍ୟ ମାନସକୁ ବାଧ୍ୟ ବାଧକତାରେ ଭିଲିଆନ ରୋଲ ଦେବାକୁ ଇଛା କରୁଥିଲା ଶର୍ମିଷ୍ଠା।

ଯେଉଁ କଥାକୁ ସହଜରେ ଗ୍ରହଣ କରିପାରୁନଥିଲା ନିରଞ୍ଜନ।ନିରଞ୍ଜନ ଚାହୁଁଥିଲା ସବୁ ସିନେମାରେ ରେପ ସିନ ଗୁଡାକ ନିରଞ୍ଜନ କରିବ।ମାତ୍ର ସେଥିରେ ଭାଗ ବସାଇଥିଲା ମାନସ।ମାନସ ଶର୍ମିଷ୍ଠାର ଗୁମର ଜାଣିଥିଲା କି?ଯେଉଁ ଗୁମର ପାଇଁ ସେ ଶର୍ମିଷ୍ଠାକୁ ବ୍ଲାକମେଲ କରୁଥିଲା ଆଉ ଶର୍ମିଷ୍ଠା ମଧ୍ୟ ରାଜି ହୋଇଯାଇଥିଲା

ମାନସକୁ ଖଳନାୟକ ଚରିତ୍ର ଦେବାପାଇଁ।ଆଉ ସେଥିରେ ମାନସହିଁ କରିଥାନ୍ତା ସବୁ ରେପ ସିନ।ଯାହାକୁ ନିରଞ୍ଜନ ସହିପାରିଲା ନାହିଁ।ଆଉ ନିରଞ୍ଜନ ସ୍ୱପ୍ନର ରାସ୍ତାରେ କଣ୍ଟା ହୋଇ ଛିଡା ହୋଇଥିଲା ମାନସ।ଏପଟେ କିନ୍ତୁ ଶର୍ମିଷ୍ଠାର ଗୂଡ଼ ବୁକରେ ମାନସର ନାଁ ନଥିଲା।ଖାଲି ବାଧ୍ୟ ବଧକତାରେ ମାନସ ସହିତ ଶର୍ମିଷ୍ଠା କଥା ହେଉଥିଲେ।

ଆଉ ଅନ୍ୟପଟେ ନିରଞ୍ଜନର ମଧ୍ୟ ରାଗ ଚରମସୀମାରେ ପହଞ୍ଚିଯାଇଥିଲା।ଯାହାଫଳରେ ନିରଞ୍ଜନ ଆଉ ଶର୍ମିଷ୍ଠା ମିଶିଯାଇଥିଲା।ମାନସକୁ ସବୁ ଦିନପାଈଁ ରାସ୍ତାରୁ ହଟାଇବାପାଇଁ ଚକ୍ରବ୍ୟୁହ ରଚାଯାଇଥିଲା।ଏହି ଚକ୍ରବ୍ୟୁହର ସାରଥୀ ଥିଲେ ରଞ୍ଜନ ଆଉ ଝୁନା।ଅପହରଣ ପରେ ଭୁବନେଶ୍ୱରର ଦୟାଲ ଆଶ୍ରମକୁ ନିଆଯାଇଥିଲା।ଏହାପରେ ସେଠାରେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ମଦ ପିଇ ନିଶାସକ୍ତ ଅବସ୍ଥାରେ ମାନସକୁ ମାଡ଼ ମାରିଥିଲେ।ଏହା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା କଥା ଶର୍ମିଷ୍ଠା କହିଛନ୍ତି।

Leave a Reply

Your email address will not be published. Required fields are marked *