କ୍ୟାମେରାମ୍ୟାନ ମାନସନଙ୍କ ଫୋନ ଫସାଇଦେଲା Niranjana ସେଠୀଙ୍କୁ,ବାରମ୍ବାର କଲ କରି ଏପରି ନିଜ ଜଳରେ ନିଜେ ଫସିଲେ ସେ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଏକ ବିଶେଷ ଖବର ସାମ୍ନାକୁ ଆସିଛି।କଲ ଫସାଇଦେଲା ନିରଞ୍ଜନଙ୍କୁ।ମୋବାଇଲ ବାନ୍ଧିଦେଲା ନିରଞ୍ଜନଙ୍କୁ।ମୋବାଇଲ ବାନ୍ଧିଦେଲା ନିରଞ୍ଜନଙ୍କୁ।ତେବେ ମିଳିଥିବା ଖବର ଅନୁସାରେ ଯାହା ଜଣା ପଡ଼ିଛି କଲ ପାଇଁ କାରାଦଣ୍ଡ।

କଲ ପାଇଁ ଜେଲ ଦଣ୍ଡ।ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ।ଏକ ମାସରେ ଏକ ସହରୁ ଉର୍ଦ୍ଧ୍ବ କଲ ହେଲା ତାଙ୍କ ପାଇଁ କାଳ।କ୍ୟାମେରା ମ୍ୟାନ ମାନସ ହତ୍ୟା ମାମଲାରେ ଗତ କାଲି ଗିରଫ ହୋଇଛନ୍ତି ନିରଞ୍ଜନ ସେଠି।ପ୍ରଥମ ଦିନରୁ ନିରଞ୍ଜନଙ୍କୁ ପୋଲିସ ସନ୍ଦେହ କରିଥିବା ବେଳେ ସେ ସେବେଠାରୁ ସଫେଇ ଦେବାରେ ଲାଗିପଡିଥିଲେ।

ଏପରିକି ଗଣମାଧ୍ୟମ କାର୍ଯ୍ୟାଳୟକୁ ଫୋନ ମାଧ୍ୟମରେ ଧମକ ମଧ୍ୟ ଦେଉଥିଲେ ନିରଞ୍ଜନ।ହେଲେ ମାତ୍ର କ୍ୟାମେରା ମ୍ୟାନ ମାନସର ମୋବାଇଲ ସମ୍ପୂର୍ଣ୍ଣ ସତ ସାମ୍ନାକୁ ବାହାର କରିଦେଲା।ତେବେ ମୋବାଇଲ ତଥ୍ୟ ମୁତାବକ ମାନସକୁ ନିରଞ୍ଜନ ବାବୁ ବାରମ୍ବାର ଫୋନ କରୁଥିଲେ।ଏପରିକି ଏକ ମାସ ମଧ୍ୟରେ ଶହେରୁ ଉର୍ଦ୍ଧ୍ବ ଥର ଫୋନ କରିଥିଲେ ନିରଞ୍ଜନଙ୍କୁ।

ଯାହା ତାଙ୍କ ପାଇଁ ଏକ ବହୁତ ବଡ଼ ବିପଦ ହୋଇ ଛିଡା ହେଲା।ଫୋନରୁ ମିଳିଥିବା ଡାଟା ଅନୁସାରେ ନିରଞ୍ଜନଙ୍କ ଉପରେ ସନ୍ଦେହ ବଢିଥିଲା ଏବଂ ଏହାର ପରେ ତାହା ସତରେ ପରିଣତ ହୋଇଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।ଏହା ମଧ୍ୟରେ ନିରଞ୍ଜନ ନିଜ ମୋବାଇଲକୁ ଲୁଚେଇବାକୁ ଅନେକ ବାର ଚେଷ୍ଟା କରିବା ସହିତ ତାଙ୍କ ଫୋନରେ ଥିବା ସମସ୍ତ ହିଷ୍ଟ୍ରି ମଧ୍ୟ କ୍ଲିଅର କରିଥିଲେ।

ହେଲେ ନିଜେ ନଜିତିବା ପ୍ଲାନରୁ ନିଜେ ବାହାରିବାର ରାସ୍ତା କାଢ଼ିପାରି ନଥିଲେ ନିରଞ୍ଜନ।ତେବେ ଲୋକଙ୍କ ମନରେ ଏବେ ଏହା ପ୍ରଶ୍ନ ଯେ ବାବୁଙ୍କ ପରେ ବାବୁଆଣି ଶର୍ମିଷ୍ଠାଙ୍କ ପାଳି କେବେ ପଡୁଛି ଆଉ ସେ କେଉଁ ସତ୍ୟ ଓଗାଳୁଛନ୍ତି ତାହା ଉପରେ ରହିଛି ସଭିଙ୍କ ନଜର।ତେବେ ଏହି ଘଟଣାର ତଦନ୍ତ ଯେଉଁ ଅନୁସାରେ ଆଗକୁ ବଢି ବଢି ଯିବ ଏହି ଖବରର ଉତ୍ତର ବାହାରିବାର ଲାଗିବ।

Leave a Reply

Your email address will not be published. Required fields are marked *