ଲୋକ କହିଲେ Nisa ରାନୀ ପଣ୍ଡା କୋଉଠିକି ସରି ନୁହେଁ.କାରଣ ସେ ଜଣେ…

Spread the love

ଜଣେ କହିଲେକି, ହଠାତ କଣ ମୁମ୍ୱାଇ ପଳେଇ ଗଲା ସେଠି ଯାଇ କଣ ବେଶ୍ୟା ବୃତ୍ତି କରୁଥିଲା ସେଠୁ ଚାଲି ଆସି ଏଇଠି ଯାତ୍ରାରେ ନାଚୁଛି।କହୁଛି ମୁଁ ଗୋଟିଏ ଆଇଟମ ଗାର୍ଲ ହୋଇ ଯାଇଛି।ମୁହଁକୁ ଏମିତି କରି ବାଳକୁ ଏମିତି କରି ସେ ଯେଉଁ ପ୍ରକାରର ହେଉଛି ଦେଖିଲେ ଆପଣଙ୍କୁ ଲଜ୍ୟା ଲାଗିବ।

ଆମେ ଯେତେବେଳେ ଆସି ଯାତ୍ରା କରୁଛୁ ଆମ ପରିବାର ପୋଷଣ କରିବା ପାଇଁ ଆମ ଜୀବିକା ନିର୍ବାହ କରିବା ପାଇଁ ଯେତେବେଳେ ଗୋଟିଏ ସଂସ୍ଥାରେ ଥିଲୁ ସରକାରଙ୍କ ଅନିଚ୍ଛା ସତ୍ତ୍ୱେ ଅନେକ ନଗ୍ନ ନୃତ୍ୟ ବାଲିକୁ ଡକାଉଛନ୍ତି।ସେମାନେ ଆଜି ଯାତ୍ରାରେ ପଶିକି ଯାତ୍ରାର ମାନ ହରାଇ ଦେଲେ।

ଯାହା ଫଳରେ ଆଜି କଳାକାର ମାନେ ଲଜ୍ୟାରେ ମୁଁହ ଦେଖାଇ ପାରୁ ନାହାନ୍ତି।ଆସ୍ତେ ଆସ୍ତେ ଲୁଚିକି ଚାଲି ଯାଉଛନ୍ତି।କାହିଁକି ନା ସରକାର ଚାହୁଁଛନ୍ତି ଏହା ବ୍ୟାନ କରାଯାଉ।ନଗ୍ନ ନୃତ୍ୟ ବ୍ୟାନ ହେଉ କୌଣସି ଅଶ୍ଳୀଳ ଅଙ୍ଗ ପ୍ରଦର୍ଶକ କରି ପାରିବେ ନାହିଁ। କୌଣସି ଅଶ୍ଳୀଳ କଥା କହିବେ ନାହିଁ।କିନ୍ତୁ ନିଶା ମହାରଣା ଆସୁଛି

ଆସିକି ଟୋଟାଲ ଖୋଲି ଦେଇଛି।ତାର ଶରୀର ସବୁ ଦେଖେଇ ଦେଉଛି ଆଉ ଯେଉଁ ଦର୍ଶକ ମାନେ ଦେଖିଛନ୍ତି ସେ ଜାଣି ପାରୁ ଥିବେ ସେ କେଉଁ ପ୍ରକାରର ପିଲା।ତାର ଏମିତି କୀର୍ତ୍ତି ତା ମାଆ ବାପା ବି ଘରେ ରହି ପାରିଲେ ନାହିଁ।ଏମିତି କାମ କଲା ଯେ ସେ ଗାଁ ଲୋକଙ୍କ କଥା ସହି ନ ପାରି ବାପା ମା ଦୁଇଟା

କୁଆଡେ ପଳେଇ ଗଲେ।ଏବେ ଯାଏ ବି ଦେଖା ଯାଉ ନାହାଁନ୍ତି।ମୋ ଘର ଠାରୁ ୭ କିଲୋ ମିଟର ଦୂର ତାଙ୍କ ଘର।ଏବେ ଯାଏ ବି ବାପା ମାଆଙ୍କ ଖବର ମିଳୁ ନାହିଁ।ଯାତ୍ରାକୁ ନେଇ ସେ ବହୁତ ମନ୍ତବ୍ୟ ଦେଇଛି କିନ୍ତୁ ସେ ଯାତ୍ରା ବିଷୟରେ କିଛି ଜାଣି ନାହିଁ। କଣ ସେ ମୁମ୍ବାଇ ପଳେଇ ଗଲା ସେଠି ଯାଇ ଲଙ୍ଗଳା ହୋଇ

ବେଶ୍ୟା ବୃତ୍ତି କରୁଥିଲା ସେଠୁ ଚାଲି ଆସି ଏଇଠି ଯାତ୍ରାରେ ନାଚିଛି।କହୁଛି ନା କଣ ମୁଁ ଗୋଟାଏ ଆଇଟମ ଗାର୍ଲ ହୋଇ ଯାଇଛି।ସେ ଯେଉଁ ପ୍ରକାରର ହେଉଛି ଆପଣଙ୍କୁ ଦେଖିଲେ ଲଜ୍ୟା ଲାଗିବ। ଆଇଟମ ଗାର୍ଲ ଦେଖିଛି ମୁଁ ରାନୀ ପଣ୍ଡା ଆସିଛି ରାନୀ ପ୍ରିୟଦର୍ଶିନୀ ଆସିଛି ଅବଶ୍ୟ ସିଏ ଯିଏ ଯେମିତି କରିଛି ସେମିତି ଫଳ ପାଇଛି।

ରାନୀ ପଣ୍ଡା ଯାହା କରିଥିଲା ସେ ଭୁଲ କରିଥିଲା କିନ୍ତୁ ସେ ତାର ଫଳ ମଧ୍ୟ ପାଇଛି।ସେ ଅନେକ ଲୋକଙ୍କୁ ମଧ୍ୟ ସାହାଯ୍ୟ କରୁଛି।ସେ ଆମ କଳାକାର ମାନଙ୍କ ଲର ଉନ୍ନତି କରାଉଛି ଆମ ଦେଶରେ ଉନ୍ନତି କରାଇଛି।ତାଙ୍କୁ ସମ୍ମାନ ଦେବା କଥା।

Leave a Reply

Your email address will not be published. Required fields are marked *