Nisha ମହାରଣାଙ୍କୁ ଦୀପ୍ତିରେଖାଙ୍କ କଡା ଜବାବ,କହିଲେ ସନି ଏ କଥା ଜାଣିଲେ ଭଲ କିଳା ଗୋଟେ ଦେବେ…

ଦୀପ୍ତିରେଖା କହୁଛନ୍ତି ତମେ ଏଭଳିଆ ଝିଅ ପାଖକୁ ଯାଉଛ ଯେ ଯିଏକି ଫ୍ରି ପବ୍ଲିସ କରୁଛି ଯେ ମୁଁ କଲ ଗାର୍ଲ ମୁଁ ଶୋଇବି ମୁଁ ପ୍ରଷ୍ଟିଚ୍ୟୁଟ କରିବି ମୁଁ ବେଡ଼ ସେୟାର କରିବି ଏସବୁ କଣ? ସେ ଯଦି ଏହି ଜିନିଷଟା ମୁମ୍ବାଇରେ କରି ଥାନ୍ତେ ଆଉ ସନି ଲିଅନି ଯଦି ଏହି ଜିନିଷଟା ଜାଣି ପାରି ଥାଆନ୍ତେ ତାହେଲେ ସେ ଆଙ୍କ ନାରେ କେସ କରି ଥାଆନ୍ତେ କାରଣ ୟେ ସେଠାରେ ତାଙ୍କର ନାଆଁଟା ଉଠାଇଛନ୍ତି।

ପ୍ରଥମେ ତ ମୁଁ କହିବି ଜଉ ମିଡିଆ ଭାଇ ମାନେ ସେଠାକୁ ଯାଇଥିଲେ ଆଉ ତାଙ୍କୁ ଏସବୁ ପ୍ରଶ୍ନ କରିଥିଲେ ସେଇ ମିଡ଼ିଆର ଏଠାରେ ଟିକେ ଦୋଷ ରହୁଛି ଆଉ ତା ସହିତ ସେ ଜଉ ଝିଅ ଜଣଙ୍କ ଅଛନ୍ତି ନିଶା ମହାରଣା ସେ ଏଠାରେ ଫ୍ରି ଭାବରେ ପବ୍ଲିଶିଟି କରି ପାରିଲେ ଯେ ଆମେ କଲ ଗାର୍ଲ ଆମେ ଏଠାରେ

ଧନ୍ଦା କରୁଛୁ ତାଛଡା ଆଉ କିଛି ନୁହଁ।ସନିଲିଅନି ଯିଏ ସେ ହଉଛନ୍ତି ବହୁତ ଲୟାଲ ଆଉ ସେ ବହୁତ ପାଠ ମଧ୍ୟ ପଢ଼ିଛନ୍ତି, ସେ ଜଉ ଜାଗାକୁ ଯାଆନ୍ତି ସେଠାରେ ସେ ବହୁତ ସାବଧାନତା ଅବଲମ୍ବନ କରନ୍ତି ସେ ସବୁ ଜାଗାରେ କହି ବୁଲନ୍ତିନି ଯେ ମୁଁ ଏଇୟା, ମୁଁ ଏଇ ସବୁ କାମ କରେ ବୋଲି।ସେ ବହୁତ ଭଲ ଭାବରେ

ଜାଣିଛନ୍ତି ଯେ ମତେ କଉ ଜାଗାରେ କଣ କହିବାର ଅଛି ଆଉ କଉ ଜାଗାରେ କଣ କହିବାର ନାହିଁ।ମୋ ପାଖକୁ କଲ କର,ମୁଁ ଏଇୟା କରେ ବୋଲି ସେ କେବେ ହେଲେ କହି ନାହାନ୍ତି କିନ୍ତୁ ଏହି ଜାଗାରେ ସେ ନିଶା ମହାରଣା ଯାହା କରିଛନ୍ତି ସେଇଟା ମୁଁ ପୁରା ପୁରି ଭାବରେ କହିବି ଯେ ତାଙ୍କର ବିଜ୍ଞାପନ କରୁଛନ୍ତି।

ସେ ଯେମିତି ପୁରା କହି ଦେଉଛନ୍ତି ଯେ ମୁଁ ଏଇଟା ଗୋଟେ ଧନ୍ଦା ସେଣ୍ଟର ଖୋଲିଛି ମତେ ଆପଣ ଡାକନ୍ତୁ ମୁଁ ବ୍ଲୁ ଫିଲ୍ମ କରିବି ମୋତେ ଯାହା କହିବ ମୁଁ ସେଇୟା କରିବି। ଏସବୁ କଣ?ତମେ ଯାହା କରୁଛ କର କିନ୍ତୁ ଏସବୁ ମିଡିଆ ସାମ୍ନାରେ କହିବା କଣ ଦରକାର? ଆପଣ ମିଡିଆ ସାମ୍ନାରେ ଏସବୁ ପବ୍ଲିଶ କରିବା

କଣ ଦରକାର?ଆମେ ବହୁତ ଭଲ ଭାବରେ ଜାଣିଛନ୍ତି ଯେ ବର୍ତ୍ତମାନ ସମୟରେ ମିଡିଆକୁ ଆମେ ଆମର ଚତୁର୍ଥ ସ୍ତମ୍ଭ ଭାବରେ ଦେଖୁଛୁ।ଯଦି ମିଡିଆ ଏଭଳି ଝିଅ ମାନଙ୍କ ପାଖରୁ ବାଇଟ ନେବେ ତାହେଲେ ଏଠାରେ ମୁଁ ପ୍ରଥମେ ଦୋଷ ଦେବି ଯେଉଁମାନେ ସେଠାକୁ ବାଇଟ ନେବାକୁ ଯାଇଥିଲେ ତାଙ୍କର ହିଁ ପ୍ରଥମ ଦୋଷ।

ସେ ଏଠାରେ ଖରାପ ବାଇଟ ଦେଇଛନ୍ତି,ସେ ଯଦି କିଛି ଭଲ ବାଇଟ ଦେଇ ଥାନ୍ତେ ତାହେଲେ ମୋର ଏଠାରେ କିଛି ପ୍ରୋବ୍ଲେମ ହେଇ ନଥାନ୍ତା କିନ୍ତୁ ସେ ଜଉ ଖରାପ ଵାଇଟ ଦେଇଛନ୍ତି ସେଥିରେ ମୋର ପ୍ରୋବ୍ଲେମ ଅଛି।

Leave a Reply

Your email address will not be published.