ପାଖରେ ରହିଛି ଏମିତି ଏକ ଟଙ୍କିଆ Notes ମିଳିବ ଏତେ ଟଙ୍କା,କେବଳ ଏହି ଜିନିଷ ରହିଥିବା ଦରକାର ସେହି ଟଙ୍କା ରେ….

Spread the love

ସାଙ୍ଗମାନେ ଯଦି ଆପଣଙ୍କ ପାଖରେ ଅଛି ଏମିତି ଏକ ଟଙ୍କିଆ ନୋଟ ତାହେଲେ ଆପଣ ବି ହୋଇଯିବେ ମାଲା ମାଲ।ମିଳିବ ଏତିକି ଟଙ୍କା। ଶୀଘ୍ର ଲାଭ ଉଠାନ୍ତୁ। ପ୍ରତିଦିନ ଆପଣଙ୍କ ପାଖକୁ ଅନେକ ନୋଟ ଆସିଥାଏ ଓ ଯାଇଥାଏ।ଦୋକାନ ବ୍ୟାଙ୍କ ଆଦିରେ ଆମେ ଅନେକ ଟଙ୍କା ଦେଇଥାଉ।ଏହି ନୋଟ ମଧ୍ୟରେ ଏଇଭଳି ଅନେକ ନମ୍ବର ରହିଥାଏ ଯାହା କି ଖୁବ ଦୁର୍ଲଭ ଅଟେ।

ଅନେକ ଏଇପରି ଲୋକ ଅଛନ୍ତି ଯେଉଁ ମାନେ ଏହି ନୋଟ ସଂଗ୍ରହ କରିବାରେ ସୋଉକ ରଖନ୍ତି।ଏହି ଦୁର୍ଲଭ ନୋଟ ପାଇଁ ଲୋକେ କୋଟି କୋଟି ଟଙ୍କା ଦେଇଥାନ୍ତି।ଯଦି ଆପଣଙ୍କ ପାଖରେ ଏହି ବିଶେଷ ନମ୍ୱର ନୋଟ ଅଛି ତେବେ ଆପଣ ଏହାକୁ ବିକ୍ରୟ କରି କୋଟି ପତି ହୋଇ ପାରିବେ।ତେବେ ଆଜି ଆମେ ଏହା ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା।

ତେବେ ଏହି ଭଳି ସୁବର୍ଣ୍ଣ ସୁଯୋଗ କିଛି ଇ କମର୍ସ ୱେବସାଇଟ ଦେଉଛନ୍ତି। ସେଠାରେ ୧ ଟଙ୍କାରୁ ନେଇ ୧୦୦୦ ଟଙ୍କାର ନୋଟ ବିକ୍ରୟ ହେଉଛି। ଆଜି କାଲି ୧ ଟଙ୍କାର ମୂଲ୍ୟ କିଛି ବି ନୁହେଁ।ଏହି ୧ ଟଙ୍କାର ନୋଟ ଆପଣଙ୍କୁ କୋଟି ପତି କରି ପାରିବ।ଏହି ଇ କମର୍ସ ୱେବସାଇଟରେ ମୋଟେକେ ସିଂହ ଅବଦୁଲ ବାଲିଆଙ୍କ ସାଇନ ଥିବା ଏକ ଟଙ୍କାର ନୋଟ ରହିଛି।

ତେବେ ଏହାକୁ ଆପଣ ୧୧ ଲକ୍ଷରେ ବିକ୍ରୟ କରି ପାରିବେ ଏବଂ ଯେଉଁ ବ୍ୟକ୍ତି ଅଧିକ ଟଙ୍କା ଦେବେ ସେହି ବ୍ୟକ୍ତି ଏହାକୁ ନେଇ ପାରିବେ।ସେହି ପରି ୧୦୦ ଟଙ୍କାର ଦୁଇଟି ନୋଟକୁ ଆପଣ ୫ ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରୟ କରି ପାରିବେ।ଯଦି ଏହାର ସିରିଏଲ ନମ୍ୱର ୭୮୬ କିମ୍ୱା ୬ଟି ଶୂନ୍ୟ ଅଛି।

କିମ୍ୱା ଏପରି କିଛି ଭୁଲ ପ୍ରିଣ୍ଟ ହୋଇଥିବା ନମ୍ବର ମଧ୍ୟ ହୋଇଥାଇ ପାରେ।ଏହି ନୋଟର ୭୮୬ ନମ୍ବର ମଧ୍ୟରେ ୫୦୦,୧୦୦୦ ଏବଂ ୧ର ଦୁର୍ଲଭ ନୋଟ ରହିଛି।ଯଦି ଆପଣଙ୍କ ପାଖରେ ଏମିତି ନୋଟ ଅଛି ଆପଣ ଏହାର ଫାଇଦା ଉଠାଇ ପାରିବେ ଏବଂ ମାଲା ମାଲ ହୋଇ ପାରିବେ।

 

Leave a Reply

Your email address will not be published. Required fields are marked *