ପବିତ୍ର ରାମ ନବମୀ (Ram Nabami) ଅବସରରେ ଚମକିଉଠିବ ଏହି ରାଶିର ଭାଗ୍ୟ,ଭଗବାନ ରାମଚନ୍ଦ୍ର ଏମାନଙ୍କ ଉପରେ କୃପା ବର୍ଷା କରିବେ,ହେଇଯିବେ ଏମାନେ ମାଲାମାଲ…

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆଗକୁ ପବିତ୍ର ଏମନବମୀ ଆସିବାକୁ ଯାଉଛି।ଏହି ପବିତ୍ର ଅବସରରେ ଘଟିବାକୁ ଯାଉଛି ମହା ସଂଯୋଗ।ଵିଜୁଳି ପରି ଚମକି ଉଠିବ ଏହି ଆଠଟି ରାଶି।ବ୍ୟକ୍ତି ଗୁଡିକର ଜୀବନରେ ରାଶି ମାନଙ୍କ ଅନେକ ମହତ୍ୱ ରହିଛି।

ଗ୍ରହ ମାନଙ୍କ ଗତି ବିଧିକୁ ଆଧାର କରି କୌଣସି ବ୍ୟକ୍ତି ବିଷୟରେ ଜାଣି ହୋଇପାରିବ।ପ୍ରତିଦିନ ଗ୍ରହ ମାନଙ୍କ ଚଲନରେ ଅନେକ ପରିବର୍ତ୍ତନ ହୋଇଥାଏ।ତେବେ ଏହି ପରିବର୍ତ୍ତନ ଏହି ୧୨ଟି ରାଶି ମାନଙ୍କ ଉପରେ ପଡିବ ଏବଂ ସେମାନଙ୍କ ଭାଗ୍ୟ ଚମକି ଉଠିବ।ଭଗବାନ ରାମଙ୍କ ଆଶ୍ରିବାଦ ମଧ୍ୟ ମିଳିବ।ପ୍ରଥମ ରାଶି ହେଉଛି ସିଂହ ରାଶି।

ଏହି ରାଶିର ଭାଗ୍ୟ ଚମକି ଉଠିବ।ମାତା ଲକ୍ଷ୍ମୀଙ୍କ କାରଣରୁ ଉର୍ଣତି କରିବେ।ଜୀବନରେ ଆଗେଇ ଚାଲିବେ।ଚାକିରୀ କ୍ଷେତ୍ରରେ ମଧ୍ୟ ପ୍ରଗତି ହେବ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ।ଦିତୀୟ ରାଶି ହେଉଛି ମେଶ ରାଶି।ଏମାନେ ଜୀବନରେ ଥିବା ସମସ୍ୟାରୁ ମୁକ୍ତି ପାଇବେ।ବିଦ୍ୟାର୍ଥୀ ଓ ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରେରେ ଉର୍ଣତି କରିବେ।

ଦଂମ୍ପତ୍ୟ ଜୀବନ ସୁଖ ମୟ ହେବ ଓ ଆର୍ଥିକ ଜୀବନ ସୁଖମୟ ହେବ।ଏହାପରେ ହେଉଛି ତୁଳାରାଶି।ଏହି ରାଶିଙ୍କ ଜୀବନରେ ଥିବା ସମସ୍ୟା ସବୁ ଦୂର ହେବାକୁ ଲାଗିବ।ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବା ସହିତ ଆକସ୍ମିକ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି।ବୈବାହିକ ଦାମ୍ପତ୍ୟ ଜୀବନ ସୁଖମୟ ହେବ ଓ ହସଖୁସିର ବାଟ ଖୋଲିଯିବ।

ମିନ ରାଶିର ବ୍ୟକ୍ତିଙ୍କ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଲାଗି ରହିବ।ଏମାନେ ମଧ୍ୟ ଧନ ପ୍ରାପ୍ତି କରିବେ।ଏହାପରେ ରାଶି ହେଉଛି ବୃଷ ରାଶି।ଏମାନେ ମାତାଙ୍କ କୃପାରୁ ଧନ ପ୍ରାପ୍ତ କରିବାରେ ସକ୍ଷମ ହେବେ।ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମ କରିବାରେ ସକ୍ଷମ ହେବେ।ଆର୍ଥିକ ସ୍ଥିତି ମଜବୁତ ରହିବ।ଷଷ୍ଠ ରାଶି ହେଉଛି କନ୍ୟା ରାଶି।

ଏମାନଙ୍କ ମଧ୍ୟ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି।ଶିକ୍ଷା କ୍ଷେତ୍ରରେ ମଧ୍ୟ ସଫଳତା ଦେଖାଯିବ।ବୈବାହିକ ଦାମ୍ପତ୍ୟ ଜୀବନ ସୁଖମୟ ହେବ।ଚାକିରୀରେ ଥିବା ବ୍ୟକ୍ତିଙ୍କ ବେତନ ବୃଦ୍ଧିର ସମ୍ଭାବନା ରହିଛି।ସେୟାର ମାର୍କେଟରେ ନିବେଶ ଆପଣଙ୍କ ପାଇଁ ଲାଭପ୍ରଦ ହେବ।ଏହାପରେ ରାଶି ହେଉଛି ମିଥୁନ ରାଶି ଏହି ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ ଶ୍ରୀରାମଙ୍କ ଆଶ୍ରିବାଦ ରହିଛି।

ଧନ ପ୍ରାପ୍ତି ସହିତ ବାଣିଜ୍ୟ ବ୍ୟବସାୟରେ ଆପଣଙ୍କୁ ସାହାଯ୍ୟ ମିଳିବ।ଜୀବନର ସବୁ ସମସ୍ୟା ଦୂର ହେବାକୁ ଲାଗିବ।ବେରୋଜଗାର ବ୍ୟକ୍ତିଙ୍କୁ ନୂତନ ରୋଜଗାର ମିଳିବ।ଦାମ୍ପତ୍ୟ ଜୀବନରେ ମଧୁରତାର ସଞ୍ଚାର ହେବ।

Leave a Reply

Your email address will not be published. Required fields are marked *