ଆରମ୍ଭ ହେଇଗଲା କି ସୃଷ୍ଟିର ବିନାଶ, କୋଣାର୍କ Suryamandir ଭିତରେ ପଶିଗଲା ପାଣି,ଦେଖିବା ଲୋକ ଭୟ ରେ ହେଲେ ଥରବର…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆପଣ ମାନେ ତ ପ୍ରାୟ ଜାଣିଥିବେ ଯେ ରାଜ୍ୟରେ କିପରି ଲଘୁଚାପ ଜନିତ ବର୍ଷାର ପ୍ରକୋପ ଜାରୀ ରହିଛି।କୋଣାର୍କ ଭଗବାନ ସୂର୍ଯ୍ୟଦେବଙ୍କ ମନ୍ଦିର ଭିତରେ ପାଣି।ହେବ କି ସୃଷ୍ଟିର ବିନାଶ? ହେବ କି ମାଳିକା ବଚନ ସତ? ଏପଟେ କୋଣାର୍କ ମନ୍ଦିର ଭିତରେ ପଶିଲା ପାଣି।ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ

କୋଣାର୍କ ମନ୍ଦିର ପରିସରରେ ବର୍ଷା ପାଣି ଜମି ରହିଛି।ଯାହା ଫଳରେ ମନ୍ଦିରର କାରୁ କାର୍ଯ୍ୟ ଦେଖିବା ପାଇଁ ଅସମର୍ଥ ହେଉଛନ୍ତି ପର୍ଯ୍ୟଟକ।ଭଗବାନ ସୂର୍ଯ୍ୟଦେବଙ୍କ ମନ୍ଦିରର ଦାୟିତ୍ବ ନେଇଥିବା ଭାରତୀୟ ବିଭାଗର ଅବହେଳା ହେତୁ ମନ୍ଦିର ପରିସରରେ ଜମି ରହୁଥିବା ବର୍ଷା ପାଣିର ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ

ହେଉ ନାହିଁ।ଫଳରେ ଟିକେ ବର୍ଷା ପାଇଁ ମନ୍ଦିର ପରିସରରେ ବର୍ଷା ପାଣି ଜମି ରହୁଚି।ଏହାକୁ ନେଇ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ମନ୍ଦିର ପରିସରରେ ବୁଲିବାରୁ ବଞ୍ଚିତ ହେବା ବେଳେ ଛୋଟ ଛୋଟ ପିଲା ମାନଙ୍କୁ ଧରି ବ୍ଲାକ ପାଗୋଡା କାରୁ କାର୍ଯ୍ୟ ଦେଖିବାରୁ ବଞ୍ଚିତ ହେଉଛନ୍ତି।ଗୋଟିଏ ୧୦ କିଲୋ ୱାଟ

ପାଣି ମୋଟର ଲାଗିଥିବା ସହ ୪ ଟି ୫ କିଲୋ ୱାଟ ଡିଜେଲ ମୋଟର ଲାଗିଥିଲେ ମଧ୍ୟ ବର୍ଷା ପାଣିକୁ ସୂର୍ଯ୍ୟ ମନ୍ଦିର ଭିତରକୁ ପ୍ରବେଶ କରିବାରୁ ଅଟକେଇ ପାରୁ ନାହାନ୍ତି।ବାରମ୍ବାର ଗଣ ମାଧ୍ୟମରେ ପ୍ରସାରଣ ପରେ ବି ନିଦ ଭାଙ୍ଗୁନି ଏଏସଆଇଙ୍କ।ଏହାର ତୁରନ୍ତ ପ୍ରତିକାର ନ ହେଲେ ମନ୍ଦିର ପାଇଁ ବିପଦ ବୋଲି

ସାଧାରଣରେ ଚର୍ଚ୍ଚା ହେଉଚି।ତେବେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ଅଟେ। ମରାମତି ଦିଗରେ କାମ ହେବା ଦରକାର।ତେବେ ଆମେ ନୂଆ ପୁରୁଣା ଖବର ,ଖେଳ ଖବର ଆଦି ନେଇକି ଆସୁ, ତେବେ ଖେଳ ଖବର ଆପଣଂକୁ କେମିତି ଲାଗେ ତାହା କମେଣ୍ଟ ରେ ଜଣେଇ ପାରିବେ ତାହା

ସହ ଭିନ୍ନ ଭିନ୍ନ ଧରଣର ପଜଲ ନେଇକି ଆସୁ, ପଜଲ କେମିତି ଲାଗେ ତାହା କମେଣ୍ଟ ରେ ଜଣେଇ ପାରିବେ। କିଛି ପ୍ରଶ୍ନ ଓ ଉତ୍ତର ସମ୍ବନ୍ଧୀୟ ବିଷୟ ବସ୍ତୁ ନେଇକି ଆସୁ ଏହି ପ୍ରଶ୍ନ ଓ ଉତ୍ତର କେମିତି ଲାଗେ ଏବଂ ଏହାକୁ ପଢ଼ିସାରିବା ପରେ ଆପଣଙ୍କ ଅନୁଭବ କଣ ତାହା କମେଣ୍ଟରେ ଜଣେଇ ପାରିବେ।

Leave a Reply

Your email address will not be published. Required fields are marked *