ଆପଣଙ୍କ ଘରେ ପାରା (Columbidae) ବସା ବାନ୍ଧିଛନ୍ତି କି,ଏହା କଣ ସଂକେତ ଦେଉଛି,ଶୁଭ ସଂକେତ ନ କିଛି ବିପଦ ଆସିପାରେ ଜାଣିରଖନ୍ତୁ ଏବେ..

Spread the love

ସାଧାରଣ ଭାବରେ ଆମେ ପାରାକୁ ଶାନ୍ତିର ପ୍ରତୀକ ବୋଲି କହି ଥାଉ।ଏହା ସହିତ ପାରା ଯେଉଁ ଘରେ ରହି ଥାଏ ସେହି ଘରେ ସେ ରହିବା ଫଳରେ କଣ କଣ ହୋଇଥାଏ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।ତେବେ ଏହି ପାରା ଏକ ବହୁତ ଭଲ ପ୍ରାଣୀ ଅଟେ।ଏହା ସହିତ ସେ କେବେ କାହାରି ମଧ୍ୟ କୌଣସି କ୍ଷତି କରି ନଥାଏ।ତେବେ ସେ ଯେଉଁ ଘରେ ରହି ଥାଏ ସେହି ଘରେ କଣ କଣ ଲାଭ କିମ୍ବା କ୍ଷତି ହୋଇଥାଏ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।

ତେବେ ଏହି ପାରା ଯେଉଁ ଘରେ ରହିଥାଏ ସେହି ଘରେ ଅନେକ ସୁଖ ଶାନ୍ତି ଲାଗି ରହିଥାଏ।ଏହା ସହିତ କେବେ ମଧ୍ୟ କୌଣସି ଅସୁବିଧା ସେହି ଘରେ ଦେଖା ଯାଇ ନଥାଏ ବୋଲି ଲୋକମାନେ କହି ଥାଆନ୍ତି।ତେବେ ପାରା ଏକ ଶାନ୍ତିର ଦୁତ ଅଟେ ଏହା ସହିତ ଏହା ଯଦି ଆପଣଙ୍କ ଘରେ ଆସି ରହିଥାଏ ତେବେ ଆପଣଙ୍କ ଘରେ କୌଣସି ପ୍ରକାରର ସମସ୍ୟା ଦେଖା ଯାଇ ନଥାଏ।

ଏହା ସହିତ ଆପଣ ସମସ୍ତ ସମସ୍ୟାରୁ ମୁକ୍ତି ପାଇ ଯାଇ ଥାଆନ୍ତି।ତେଣୁ ଆପଣଙ୍କ ଘରେ ଯଦି ପାରା ଆସି ରହିଥାଏ ତେବେ ଆପଣ ତାକୁ ଘରୁ ବାହାର କରନ୍ତୁନାହିଁ।ଏହା ସହିତ ପ୍ରତିଦିନ ଆପଣ ତାକୁ ଖାଦ୍ୟ ଖାଇବାକୁ ଦେବା ପାଇଁ ପ୍ରୟାସ କରନ୍ତୁ।ଏହା ସହିତ ଆପଣ ଏହା କରିବା ଫଳରେ ଆପଣଙ୍କ ଜୀବନରେ ଥିବା ସମସ୍ୟା ମାନଙ୍କର ସମାଧାନ ହୋଇ ଯାଇଥାଏ।

ଏହା ସହିତ ଆପଣ ଏକ ବହୁତ ଭଲ ସମୟ ମଧ୍ୟ ଅତିବାହିତ କରି ଥାଆନ୍ତି।ତେବେ ଆପଣ କେବେ ମଧ୍ୟ ସେମାନଙ୍କୁ ନିଜର ଘରୁ ବାହାର କରନ୍ତୁ ନାହିଁ।ନଚେତ ଆପଣ ଅନେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାର ସମ୍ଭାବନା ରହିଛି।ଏହା ସହିତ ସେମାନେ ଆପଣଙ୍କ ଘରେ ରହିବା ଫଳରେ ଆପଣଙ୍କ ଜୀବନରେ ଥିବା ସମସ୍ୟା ମାନଙ୍କର ସହଜ ସମାଧାନ ହୋଇ ଯାଇଥାଏ।

ଏହା ସହିତ ଆପଣ ଏକ ବହୁତ ଭଲ ଜୀବନ ଅତିବାହିତ କରିବା ଆରମ୍ଭ କରନ୍ତି।ଏହା ସହିତ ସେମାନଙ୍କୁ ଖାଦ୍ୟ ଦେବା ଫଳରେ ଆପଣଙ୍କ ଘର ଛାଡ଼ି ସେମାନେ କେବେ ମଧ୍ୟ ଯିବେ ନାହିଁ ଯାହା ଫଳରେ ଆପଣଙ୍କ ଘରେ କେବେ ମଧ୍ୟ ଅଶାନ୍ତି ହେବ ନାହିଁ।ଏହା ସହିତ ଆପଣ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ କରିବେ

ଏହା ସହିତ ପାରା ଆପଣଙ୍କ ଘରେ ରହିବା ଫଳରେ ଆପଣ କେବେ ମଧ୍ୟ କୌଣସି ପ୍ରକାରର ଅସୁବିଧାର ସମ୍ମୁଖିନ ହେବେ ନାହିଁ।ତେଣୁ କେବେ ମଧ୍ୟ ନିଜର ଘରୁ ପାରାଙ୍କୁ ବାହାର କରନ୍ତୁ ନାହିଁ।ଏହା ସହିତ ସେମାନଙ୍କୁ ଖାଦ୍ୟ ଦେଇ ନିଜର ଘରେ ରଖିବାକୁ ପ୍ରୟାସ କରନ୍ତୁ।ଯାହା ଫଳରେ ଆପଣ ଅନେକ ପ୍ରକାରର ସୁଖ ସୁବିଧା ପାଇ ପାରିବେ।ଏହା ସହିତ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟାର ମଧ୍ୟ ସମାଧାନ ହୋଇ ଯିବ।

Leave a Reply

Your email address will not be published. Required fields are marked *