ପିଲାମାନଙ୍କ Confidence କେମିତି ବଢାଇବେ ସବୁ ମା ମାନଙ୍କୁ ଜାଣିବା ନିହାତି ଆବଶ୍ୟକ,ଏହି ଉପାୟ କଲେ ପିଲାଙ୍କ ଆତ୍ମବିଶ୍ୱାସ ଆପେ ଆପେ ବଢିବ…

Spread the love

ପ୍ରତ୍ୟେକ ପିଲା ପାଇଁ ମା ବାପାଙ୍କ ଆବଶ୍ୟକ ଜୀବନରେ ରହିଥାଏ। କାରଣ ବାପା ମା ବିନା ପିଲାର ଭବିଷ୍ୟତ କିଛି ମାନ୍ୟତା ରଖିନାହି।ଆମ ଦେଶରେ ଏମିତି କିଛି ମହିଳା ଅଛନ୍ତି ଯେଉଁମାନେ ପିଲା ଜନ୍ମ ହେଲାପରେ ତାଙ୍କ ଲାଳନ ପାଳନ ରୁ ଆରମ୍ଭ କରି ତାଙ୍କର ଭଲମନ୍ଦ ବୁଝିବା ସବୁ କିଛି କରିଥାନ୍ତି।ସେଥିପାଇଁ ମହିଳା ମାନେ ତାଙ୍କ ଚାକିରି ମଧ୍ୟ ଛାଡ଼ିଦେଇ ଥାନ୍ତି।ସ୍ତ୍ରୀ ହେଉଛନ୍ତି ମା ର ଅନ୍ୟରୁପ।

ସେହିପରି ସ୍ବାମୀ ବିବେକାନନ୍ଦ କହିଛନ୍ତି ଆମ ଦେଶରେ ମା ମାନେ ତାଙ୍କ ପିଲାଙ୍କ ଖୁସିପାଇଁ କିଛିଭି କରିଥାନ୍ତି। ଉଭୟ ମା ଏବଂ ବାପା ପିଲାଙ୍କୁ ପାଠପଢା ଠାରୁ ଆରମ୍ଭ କରି ଦରକାରୀ ଜିନିଷ ଯୋଗାଇବା ଏକମାତ୍ର କର୍ତ୍ତବ୍ୟ କରିଥାନ୍ତି।ପିଲା ଜୀବନରେ ବାପା ମା ର ବହୁତ ଆବଶ୍ୟକତା ରହିଛି। କାରଣ ଯଦି ବାପା ମା ଟଙ୍କା ରୋଜଗାର କରୁଛନ୍ତି

ତେବେ ଆମ ଘରେ ରହି ତାର ସବୁ ଜିଦ୍ କୁ ପୁରା କରୁଛନ୍ତି।ଯଦି ବାପା ମା ଉଭୟ କାମରେ ବ୍ୟସ୍ତ ରହିବେ ତେବେ ପିଲାର ଲାଳନ ପାଳନ ସମ୍ଭବ ହୋଇପାରିବନାହିଁ। ତେଣୁ ଉଭୟ ବାପା ମା ପିଲାଙ୍କ ପାଇଁ କିଛି ସମୟ ବାହାର କରିବା ଉଚିତ ।ଯଦି ଆପଣ ଗୃହିଣୀ ଅଛନ୍ତି ତେବେ ପିଲାଙ୍କ ଦାୟିତ୍ଵ ନେବା ନିଜକୁ ଛୋଟ ମାନେ କରନ୍ତୁ ନାହିଁ ।

ଆଗାମୀ ସମୟରେ ସେହି ପିଲା ସମାଜରେ ନିଜର ପରିଚୟ ସୃଷ୍ଟି କରିପାରିବ।ଏଥିପାଇଁ ଭବିଷ୍ୟତରେ ଆପଣଙ୍କୁ ଗର୍ବ ଅନୁଭବ କରିବାକୁ ପଡ଼ିବ।ଯଦି ଆପଣଙ୍କର କୌଣସି କାରଣରୁ ଟଙ୍କା ସମସ୍ୟା ରହିଛି ତେବେ ଘରର ମହିଳା ମାନେ କାମ କରିପାରିବେ ।ଏଥିରେ ପିଲାଙ୍କ ଉପରେ କିଛି ଖରାପ ପ୍ରଭାବ ପଡ଼ିବ ନାହିଁ କାରଣ ଆପଣ ଯାହାବି କରିବେ ନିଜ ପିଲାର ଭବିଷ୍ୟତ ପାଇଁ ହିଁ କରିବେ।

ତେଣୁ ଏଥିପାଇଁ ନିଜକୁ ଛୋଟ ମାନେ କରିବେ ନାହିଁ ।ଆପଣ ବାହାର କାମ ମଧ୍ୟ ପିଲାର ଯତ୍ନ ନେଇ ପାରିବେ ।ମା ମାନଙ୍କ ଆତ୍ମବିଶ୍ବାସ ବଢ଼ିଲେ ପିଲାମାନେ ମଧ୍ୟ ଶିକ୍ଷାଲାଭ କରିବେ।ମା ମାନେ ସାହାସର ସହ ଯଦି ଟଙ୍କା ରୋଜଗାର କରୁଛନ୍ତି ତେବେ ପିଲାମାନଙ୍କ ପସନ୍ଦ ଜିନିଷ ମଧ୍ୟ ସହଜ ଲାଭ ହୋଇପାରିବ ।କେବଳ ନିଜ ଉପରେ ଭରସା ରଖନ୍ତୁ । ମା ମାନେ ନିଜର ଚେଷ୍ଟା ଜରିରଖିବା ଉଚିତ ।ଏହା ଦ୍ବାରା ଆପଣ ଯାହା ଭଲକାମ କରିବେ ଆପଣଙ୍କ ପିଲା ତାହା ଶିଖିବେ ।

Leave a Reply

Your email address will not be published. Required fields are marked *