ରୁପା ଙ୍କ ପିଲାଦିନ (Childhood) କିପରି ଥିଲା,ନିଜେ କଲେ ଏହି ବଡ କଥା ର ଖୁଲାସା,କିଭଳି ପିଲାଦିନେ କାମ ସବୁ କରିଥିଲେ ଶୁଣିଲେ ହସି ହସି ଗଡିବେ…ଦେଖନ୍ତୁ Video

Spread the love

ଆମେ ସମସ୍ତେ ଅଭିନେତା ପିଣ୍ଟୁ ଓ ଅଭିନେତ୍ରୀ ରୂପାଙ୍କୁ ବହୁତ ଭଲ ଭାବରେ ଜାଣୁ।ସେମାନେ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଅନେକ ଭାବରେ ପ୍ରଭାବିତ କରିଥାଏ।ଏହା ସହିତ ସେମାନେ ବର୍ତ୍ତମାନ ଓଡ଼ିଆ ଅଭିନୟ ଜଗତରେ ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଭାବରେ ପରିଚିତ ହୋଇ ପାରିଛନ୍ତି।ତେବେ ସେମାନେ ଅନେକ ଆଲବମ ରେ ଅଭିନୟ କରି ସାରିଲାଣି।

ଏହା ସହିତ ଅଭିନୟ ଦୁନିଆରେ ନିଜକୁ ସେମାନେ ସ୍ବତ୍ତନ୍ତ୍ର ଭାବରେ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ଏହି ଦୁଇଜଣ ବିବାହ ପରେ ନିଜର ଛୋଟ ଛୋଟ ଭିଡିଓ କରି ପୋଷ୍ଟ କରିବା ଆରମ୍ଭ କରିଥିଲେ।ଏହା ସହିତ ଏହା ପରେ ସେମାନଙ୍କ ଲୋକପ୍ରିୟତା ବଢ଼ି ବଢ଼ି ଚାଲିଥିଲା।

ଏହା ସହିତ ସେମାନେ ଅନେକ ଲୋକପ୍ରିୟ ହୋଇ ଯାଇଥିଲେ।ଏହା ସହିତ ଅଭିନୟ ଦୁନିଆରେ ସେମାନେ ନିଜକୁ ଅନେକ ଭାବରେ ପରିଚିତ କରିବାରେ ସଫଳ ହୋଇ ପାରିଥିଲେ।ତେବେ ଅଭିନୟ ଦୁନିଆରେ ସେମାନେ ଅନେକ ସଫଳତା ପାଇ ସାରିଛନ୍ତି।ଏହା ସହିତ ସେମାନେ ଅଭିନୟ କରିବା ସହିତ

ଅନେକ ଲୋକଙ୍କ ମନରେ ନିଜ ପାଇଁ ସ୍ଵତ୍ତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।କାରଣ ସେମାନଙ୍କର ଅଭିନୟ ଅନେକ ଲୋକଙ୍କୁ ଅନେକ ଭାବରେ ଆକର୍ଷିତ କରି ଥାଏ।ତେବେ ବର୍ତ୍ତମାନ ତାଙ୍କର ଏକ ଭିଡିଓ ଭାଇରାଲହୋଇଥିଲା ତେବେ ଏହି ଭିଡିଓରେ ସେମାନେ ନିଜର ପରିବାର ସହିତ ସମୟ ଅତିବାହିତ କରୁ ଥିବାର ଦେଖା ଯାଇ ଥିଲା।

ଏହା ସହିତ ନିଜର ପରିବାର ସହିତ ଅନେକ ସମୟ ଅତିବାହିତ କରିବା ସହିତ ସେମାନେ ନିଜର ପରିବାର ସହିତ ଅନେକ ମଜା କରି ଥିଲେ।ଏହା ସହିତ ନିଜର ପରିବାର ସହିତ ବସି ସେମାନେ ପଖାଳ ଖାଇ ଥିଲେ।ଏହା ପରେ ସେ ନିଜର କିଛି ସାଙ୍ଗ ମାନଙ୍କ ସହିତ ମେଳା ବୁଲିବା ପାଇଁ ଯାଇଥିଲେ।

ତେବେ ନିଜର ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବା ସହିତ ସେମାନେ ସେଠାରେ ବୁଲିବା ସହିତ ସେଠାରୁ କିଛି ଜିନିଷ ମଧ୍ୟ କିଣିଥିଲେ।ଏହା ସହିତ ତାଙ୍କର ପରିବାର ଲୋକ ମଧ୍ୟ ସେଠାକୁ ବୁଲିବାକୁ ଆସିଥିଲେ।ଏହା ସହିତ ନିଜର ପରିବାର ସହିତ ସେମାନେ ଅନେକ ସମୟ ଅତିବାହିତ କରିଥିଲେ।

ତେବେ ସେ ସେଠାରେ ଅନେକ ସମୟ ଅତିବାହିତ କରିବା ସହିତ ନିଜର ପରିବାର ଲୋକଙ୍କ ସହିତ ସେମାନେ ବସି ଖାଦ୍ୟ ଖାଇ ଥିଲେ।ଏହା ସହିତ ଏହା ପରେ ସେ ନିଜର ଝିଅକୁ ନେଇ ମଧ୍ୟ ସେହି ମେଳାକୁ ଯାଇଥିଲେ।ଏହା ସହିତ ସେମାନେ ସେଠାରେ କିଛି ସମୟ ବୁଲିବା ପରେ ନିଜର ଘରକୁ ଫେରି ଆସିଥିଲେ।ଏହା ସହିତ ସେ କହିଥିଲେ କି ସେମାନେ ଯେଉଁ ପଖାଳ ଖାଇଥିଲେ ଏହାକୁ ଖାଇବା ପରେ ତାଙ୍କୁ ବହୁତ ଭଲ ନିଦ ଆସି ଥିଲା।ତେବେ ସେ ଅନେକ ଦିନ ପରେ ନିଜର ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରି ଥିବାରୁ ସେ ମଧ୍ୟ ଅନେକ ଖୁସି ଥିଲେ।

Leave a Reply

Your email address will not be published. Required fields are marked *