ପିଣ୍ଟୁଙ୍କ ପାଖକୁ ଆସିଥିବା ଟଙ୍କା କିଏ ରଖିବ,Accounts ସବୁ ପଇସା ନବ କିଏ,ନା ଗରିବ ଲୋକଙ୍କ ପାଇଁ…

Spread the love

ପିଣ୍ଟୁଙ୍କ ବଡ଼ ଭାଇଙ୍କ ଆକାଉଣ୍ଟକୁ ଯାଉଥିଲା ସବୁ ଟଙ୍କା। ଅଭିରାମ ନନ୍ଦଙ୍କ ଆକାଉଣ୍ଟକୁ ଆସୁଥିଲା ଟଙ୍କା। ସେହି ଟଙ୍କା ପିଣ୍ଟୁଙ୍କ ସ୍ତ୍ରୀ ପିଲାଙ୍କୁ ଦିଆଯିବ ନା ଅଭିରାମ ନିଜେ ରଖିବେ। ହେଲେ ପିଣ୍ଟୁ ନନ୍ଦ ଯେତେବେଳେ ଲିଭର ରୋଗରେ ଆକ୍ରାନ୍ତ ହେଲେ ଓ ଦିଲ୍ଲୀ ଗଲେ ସେତେବେଳେ ତାଙ୍କୁ ଆବଶ୍ୟକ ହେଲା ୫୦ ଲକ୍ଷରୁ ଅଧିକ ଟଙ୍କା।

କାରଣ ଦିଲ୍ଲୀରେ ତାଙ୍କର ନୂଆ ଲିଭର ଲାଗି ଥାଆନ୍ତା।ସେଥି ପାଇଁ ପୁରା ଓଡ଼ିଶା ଅର୍ଥ ଯୋଗାଡ଼ କରିବାରେ ଲାଗି ପଡିଥିଲା। ସମସ୍ତେ ପିଣ୍ଟୁ ନନ୍ଦଙ୍କ ବଡ଼ ଭାଇ ଅଭିରାମ ନନ୍ଦଙ୍କ ଆକାଉଣ୍ଟକୁ ଟଙ୍କା ଛାଡ଼ିବା ଆରମ୍ଭ କରି ଦେଇଥିଲେ। ଯାତ୍ରା କଳାକାର ମାନଙ୍କ ଠାରୁ ଆରମ୍ଭ କରି ଫିଲ୍ମ କଳାକାର ମାନେ ଏହା ସହିତ

ବଡ଼ ବଡ଼ ବ୍ୟବସାୟୀ ସମସ୍ତେ ପିଣ୍ଟୁଙ୍କୁ ଅର୍ଥ ଦେବାରେ ଲାଗି ପଡ଼ିଥିଲେ।ଅର୍ଧେନ୍ଦୁ ଏକା ଦେଇଥିଲେ ୧୦ ଲକ୍ଷ ଟଙ୍କା। ଆହୁରି ଦେବା ପାଇଁ ମଧ୍ୟ କହିଥିଲେ। ଏମିତି ଅନେକ ବଡ଼ ବଡ଼ ବ୍ୟବସାୟୀ ଟଙ୍କା ଦେଇଥିଲେ ଯେଉଁ ମାନେ ସେମାନଙ୍କ ପରିଚୟ ଲୁଚାଇ ରଖିଛନ୍ତି।ତେବେ ଅଭିରାମ ନନ୍ଦଙ୍କ ଆକାଉଣ୍ଟରେ

ରହିଛି ପିଣ୍ଟୁଙ୍କ ପାଇଁ ଆସିଥିବା ଲକ୍ଷ ଲକ୍ଷ ଟଙ୍କା।ଯେଉଁ ଟଙ୍କା ପିଣ୍ଟୁଙ୍କ ପାଇଁ ଖର୍ଚ୍ଚ ହୋଇ ପାରିଲା ନାହିଁ।ଯେଉଁ ଟଙ୍କା ଖର୍ଚ୍ଚ ହୋଇଥିଲେ ପିଣ୍ଟୁ ଅବଶ୍ୟ ସୁସ୍ଥ ହୋଇ ଯାଇଥାନ୍ତେ। କେବଳ ଟଙ୍କା ପାଇଁ ଆଜି ପିଣ୍ଟୁ ଚାଲି ଗଲେଣି ବୋଲି ଲୋକେ ଚର୍ଚ୍ଚା କଲେଣି। ଦଦିଲ୍ଲୀରେ ପିଣ୍ଟୁଙ୍କର ସବୁ କଥା ବୁଝିବେ ବୋଲି

କଥା ଦେଇଥିଲେ ସାଂସଦ ଅନୁଭଵ ମହାନ୍ତି। ସେ ବି ଅଭିରାମଙ୍କୁ ପିଣ୍ଟୁଙ୍କ ପାଇଁ ଟଙ୍କା ଦେଇଥିବା ନେଇ ଚର୍ଚ୍ଚା ହୋଇଥିଲା।ସେପଟେ ଅଭିନେତା ବବି ମିଶ୍ର କହିଛନ୍ତି କି ପିଣ୍ଟୁଙ୍କ ମୃ-ତ୍ୟୁ କାରଣ ବହୁତ ଜଲଦି ଜଣା ପଡ଼ିବ। ତେବେ ଏହି ଭଳି କଥା କଣ ପାଇଁ ଉଠୁଛି ତାହା ଏବେ ପ୍ରଶ୍ନ ଘେରରେ ରହିଛି।

ତେବେ ପିଣ୍ଟୁଙ୍କ ଆକାଉଣ୍ଟରେ ଏବେ କେତେ ଟଙ୍କା ଅଛି ତାହା କେବଳ ଅଭିରାମ ହିଁ ଜଣା।ତାଙ୍କ ପାଇଁ କେତେ ଟଙ୍କା ଆବଶ୍ୟକ ଥିଲା କେତେ ଟଙ୍କା ଆସିଥିଲା ଓ ସେଥିରୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ଏହାର ସବୁ ଖବର ରହିଛି ଅଭିରାମଙ୍କ ପାଖରେ। ପିଣ୍ଟୁଙ୍କର ଛାଡ଼ପତ୍ର ହୋଇ ସାରିଛି ହେଲେ ତଥାପି

ପିଣ୍ଟୁ ତାଙ୍କ ସ୍ତ୍ରୀ ଓ ପିଲାଙ୍କ ପାଇଁ ଟଙ୍କା ଖର୍ଚ୍ଚ କରୁଥିଲେ।ଯାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି ଏହି ଟଙ୍କା ପିଣ୍ଟୁଙ୍କ ପିଲା ଛୁଆଙ୍କୁ ଦିଆ ଯିବ ନା ସେହି ଟଙ୍କା ଅଭିରାମ ତାଙ୍କ ପାଖରେ ରଖିବେ। ରିପୋର୍ଟକୁ ନେଇ ପ୍ରସ୍ତୁତ।

Leave a Reply

Your email address will not be published. Required fields are marked *