ପୋଲିସ କବଳରୁ ବଞ୍ଚିବା ପାଇଁ ନିଜର ପ୍ଲାଷ୍ଟିକ ସର୍ଜରୀ (Plastic surgery) କରି ବର୍ତ୍ତି ଯାଇ ଥାନ୍ତେ ଶର୍ମିଷ୍ଠା,କଲିକତାରେ ଏଭଳି ଭାବେ ଚେଷ୍ଟା ଜାରି ରଖିଥିଲା କିନ୍ତୁ ଠିକ ସମୟ ରେ…ଦେଖନ୍ତୁ Video

Spread the love

ଆମେ ସମସ୍ତେ ମାନସ ହତ୍ୟା କାଣ୍ଡ ସମ୍ପର୍କରେ ବହୁତ ଭଲ ଭାବରେ ଜାଣୁ।ତେବେ ଏହି ଘଟଣା ଅନେକ ମୋଡ଼ ନେଇ ସାରିଲାଣି।ଏହା ସହିତ ଏହି ଘଟଣାରେ ଜଡ଼ିତ ଥିବା ଲୋକମାନଙ୍କୁ ମଧ୍ୟ ପୋଲିସ ଧରି ସାରିଲାଣି।କିନ୍ତୁ ବର୍ତ୍ତମାନ ଏହି କଥାକୁ ନେଇ ଆଉ ଏକ କଥା ସାମ୍ନାକୁ ଆସିବାରେ ଲାଗିଛି।ଏହା ସହିତ ଏହି ଘଟଣାରେ ବର୍ତ୍ତମାନ ଏକ ଏପରି କଥା ଶୁଣିବାକୁ ମିଳୁଛି ଯାହା ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ କରିଦେବ।

ତେବେ ସୂଚନା ଅନୁସାରେ ଏହି ଘଟଣାରେ ଅଭିଯୁକ୍ତ ଥିବା ଶର୍ମିଷ୍ଠା ନିଜର ରୂପ ବଦଳାଇବା ପାଇଁ ମଧ୍ୟ ପ୍ରୟାସ କରୁ ଥିବାର ଶୁଣିବାକୁ ମିଳିଛି ଏହା ସହିତ ଏହି ଘଟଣା ଅନୁସାରେ ସେ ମାନସଙ୍କ ହତ୍ୟା କାଣ୍ଡ ପରେ ସମ୍ପୂର୍ଣ୍ଣ ଭାବରେ ଓଡ଼ିଶା ଛାଡ଼ି ଦେଇଥିଲେ।ଏହା ସହିତ ସେ ଓଡ଼ିଶା ଛାଡ଼ିବା ପରେ କଲିକତା ଚାଲି ଯାଇଥିଲେ।

ତେବେ ଏହି ଘଟଣା ପରେ କିଛି ଅଦ୍ଭୁତ ଘଟଣା ହୋଇଥିଲା।ତେବେ ହତ୍ୟାକାଣ୍ଡ ପରେ ପୋଲିସ ତାଙ୍କୁ ଅନେକ ଖୋଜିବା ପାଇଁ ପ୍ରୟାସ କରି ଥିଲା।କିନ୍ତୁ ତାଙ୍କର କୌଣସି ଖବର ମଧ୍ୟ ପୋଲିସ ପାଇ ନଥିଲା।ତେବେ ସେ ଓଡ଼ିଶା ଛାଡ଼ି କଲିକତା ଯିବା ପରେ ସେଠାରେ ତାଙ୍କର ଖର୍ଚ୍ଚ ପାଇଁ ତାଙ୍କର ଭାଇ ତାଙ୍କୁ ୧୦ ହଜାର ଟଙ୍କା ପଠାଇ ଥିଲେ।

ତେବେ ତାଙ୍କର ଭାଇ ତାଙ୍କୁ ଟଙ୍କା ପଠାଇବା ପରେ ସେ ସେଠାରେ ଟଙ୍କା ଉଠାଇ ଦେଇଥିଲେ।ତେବେ ଏହା ପରେ ପୋଲିସ ଏହା ଜାଣିବାକୁ ପାଇଥିଲା କି ସେ ଓଡ଼ିଶାରେ ନାହାନ୍ତି।ଏହା ସହିତ ସେ କଲିକତାରେ ଅଛନ୍ତି ବୋଲି ପୋଲିସ ଜାଣିବା ପରେ ସେଠାରେ ମଧ୍ୟ ତାଙ୍କୁ ଖୋଜିବା ପାଇଁ ପ୍ରୟାସ କରିଥିଲା।

କିନ୍ତୁ ସେ ସେଠାରେ ନିଜର ଠିକଣା ବାରମ୍ବାର ବଦଳାଇ ରହିଥିଲେ।ଯାହା ଫଳରେ ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇ ପାରି ନଥିଲା।ଏହା ସହିତ ତାଙ୍କ ପାଖରେ ଯେତେବେଳେ ଅର୍ଥ ଶେଷ ହୋଇଗଲା ସେହି ସମୟରେ ସେ ଓଡ଼ିଶା ଫେରିବା ପାଇଁ ନିଷ୍ପତି କରିଥିଲେ।ଏହା ସହିତ ଓଡ଼ିଶା ଫେରିବା ପାଇଁ ଏକ ବସ ମାଧ୍ୟମରେ ସେ ଓଡ଼ିଶା ଆସିଥିଲେ।

ତେବେ ଏହା ପରେ ଯେତେବେଳେ ସେ ଓଡ଼ିଶାରେ ପହଞ୍ଚି ଥିଲେ ସେହି ସମୟରେ ସେ ଏକ ଏଟିଏମରେ ଟଙ୍କା ଉଠାଇ ଥିଲେ।ତେବେ ତାଙ୍କ ଉପରେ ଏହା ପୂର୍ବରୁ କ୍ରାଇମବ୍ରାଞ୍ଚ ଦଳ ନଜର ରଖିଥିଲେ।ଏହା ସହିତ ତାଙ୍କୁ ସଙ୍ଗେ ସଙ୍ଗେ ସେମାନେ ଧରି ନେଇଥିଲେ।ତେବେ ଏହା ମଧ୍ୟ ଶୁଣିବାକୁ ମିଳିଥିଲା କି ସେ କଲିକତାରେ ଥିବା ସମୟରେ

ସେଠାରେ ନିଜର ରୂପ ବଦଳାଇବା ପାଇଁ ଅନେକ କ୍ଲିନିକ ବୁଲି ସେଠାରେ ପ୍ଲାଷ୍ଟିକ ସର୍ଜରୀ କରିବା ପାଇଁ ପ୍ରୟାସ କରିଥିଲେ।ଏହା ସହିତ ଏହା କରିବା ଫଳରେ ତାଙ୍କୁ ଆଉ କେହି ମଧ୍ୟ ଜାଣି ପାରି ନଥାନ୍ତେ।।ଏହା ସହିତ ସେ ସମ୍ପୂର୍ଣ୍ଣ ଭାବରେ ବର୍ତ୍ତି ଯାଇ ଥାନ୍ତେ ବୋଲି ସେ ଚିନ୍ତା କରିଥିଲେ।

Leave a Reply

Your email address will not be published. Required fields are marked *