Postal ର ଆସିଲା ନୂଆ ଦମଦାର ସ୍କିମ,ମାତ୍ର ଏତିକି ଟଙ୍କା ଦେଲେ ମାସକୁ ମିଳିବ ୧୦ ହଜାର ଟଙ୍କା,ଏବେ ହିଁ ଜାଣିରଖନ୍ତୁ ଏହି କଥା…

Spread the love

ସମସ୍ତ ପୋଷ୍ଟ ଅଫିସଧାରିଙ୍କ ପାଇଁ ଆସି ଯାଇଛି ବଡ଼ ଖୁସି ଖବର।ଯାହାକୁ ନା ଅଛି କୌଣସି ଚିନ୍ତା ନା ଅଛି ସମସ୍ୟା।ପୋଷ୍ଟ ଅଫିସର ଏହି ଡିପୋଜିଟ ସ୍କିମରେ ଡବଲ ହୋଇଯିବ ଆପଣଙ୍କ ଟଙ୍କା।ଆଜି ଆମେ ଏହାର ସମୂର୍ଣ୍ଣ ତଥ୍ୟ ଜାଣିବା।ତେବେ ଆପଣ ଯଦି ଆପଣଙ୍କ ଅର୍ଥ କେଉଁଠାରେ ବିନିଯୋଗ କରିବାକୁ ଭାବୁଛନ୍ତି ଏବଂ ସୁରକ୍ଷିତ ରିଟର୍ନ ପାଇବାକୁ ଚାହୁଁଛନ୍ତି ତାହେଲେ ଏହି ଖବର ଆପଣଙ୍କ ବହୁତ କାମରେ ଆସିବ।

ଆଜି ଆମେ ପୋଷ୍ଟ ଅଫିସର ଏମିତି ଏକ ସ୍କିମ ବିଷୟରେ ଜାଣିବା ଯେଉଁଥିରେ ଆପଣଙ୍କୁ ଭଲ ରିଟର୍ନ ତ ମିଳିବ ଏହା ସହ ଆହୁରି ଅନେକ ସୁବିଧା ମଧ୍ୟ ମିଳିବ।ଏହା ହେଉଛି ପୋଷ୍ଟ ଅଫିସର ଟାଇମ ଡିପୋଜିଟ ସ୍କିମ।ଏହା ଦ୍ଵାରା ଆପଣକୁ ବ୍ୟାଙ୍କରୁ ଅଧିକ ସୁଧ ମିଳିବ।ଏହି ସ୍କିମକୁ ଡାକଘରର ଏଫଡି ମଧ୍ୟ କୁହନ୍ତି।

ଆଜି ଏହି ସ୍କିମ ବିଷୟରେ ବିସ୍ତୃତ ଭାବେ ଜାଣିବା।ଏହି ସ୍କିମରେ ଆପଣ ୧ରୁ ୫ ବର୍ଷ ପାଇଁ ଟଙ୍କା ଜମା କରି ପାରିବେ। ଏଥିରେ ୧ ବର୍ଷର ଅବଧି ଥିବା ଏଫଡି ସମୟରେ ୫.୫ ପ୍ରତିଶତର ସୁଧ ହାର ରହିଛି।ଏହା ସହ ୧ ବର୍ଷ ଓ ୩ ବର୍ଷ ଏଫଡିରେ ସମାନ ହାରରେ ସୁଧ ମିଳୁଛି। ପୋଷ୍ଟ ଅଫିସ ଏହି ୫ ବର୍ଷ ଏଫଡିରେ ୬.୭ ପ୍ରତିଶତ ସୁଧ ଦେଉଛି।

ସୁଦ୍ଧା ବାର୍ଷିକ ଆଧାରରେ ଦିଆଯାଏ।କିନ୍ତୁ ଏହାକୁ ତ୍ରୈମାସିକ ଆଧାରରେ ହିସାବ କରାଯାଏ।ଯଦି କିଏ ୧ ଲକ୍ଷ ଟଙ୍କାର ୫ ବର୍ଷ ଆଧାରରେ ଟର୍ମ ମ୍ୟାଚୁରିଟି ଖୋଲେ ତେବେ ତାକୁ ୬.୫ ପ୍ରତିଶତ ବାର୍ଷିକ ସୁଦ୍ଧା ହର ହିସାବରେ ସେ ୧ ବର୍ଷ ପରେ ୧ ଲକ୍ଷ ୩୯ ହଜାର ୪୦୭ ଟଙ୍କାର ମାଲିକ ହୋଇଯିବେ।

ଯଦି ଆପଣ ଟାଇମ ଡିପୋଜିଟ ସ୍କିମରେ ଟଙ୍କା ଲଗାଉଛନ୍ତି ଆପଣଙ୍କୁ ୬.୭ ପ୍ରତିଶତ ହାର ଦରରେ ସୁଧ ମିଳିଥାଏ।ତେବେ ଆପଣଙ୍କ ଟଙ୍କା ଡବଲ ହେବାର ପାଖା ପାଖି ୧୦.୮ ବର୍ଷ ଅର୍ଥାତ ୧୨୯ ମାସ ଲାଗିବ।ଆପଣ ଏହି ଟାଇମ ଡିପୋଜିଟ ସ୍କିମ ପାଇଁ ଆପ୍ଲାଏ କରି ପାରିବେ। ଏଥିରେ କେହି ବି ସିଙ୍ଗଲ ଲୋକ ନିଜର ଆକାଉଣ୍ଟ ଖୋଲି ପାରିବେ।ଏହା ସହ ତିନି ଜଣ ମିଶି ଜଏଣ୍ଟ ଆକାଉଣ୍ଟ ଖୋଲି ପାରିବେ।୧୦ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ ପାଇଁ ପ୍ୟାରେଣ୍ଟ ଆକାଉଣ୍ଟ ଖୋଲି ପାରିବେ।

Leave a Reply

Your email address will not be published. Required fields are marked *