ଉତ୍ତମ ମହାନ୍ତି କହିଲେ ପ୍ରଥମ ଦେଖାରେ ଭାବିଥିଲି Aparajita କୁ ବାହା ହେବି,ଆଉ ସେଇଥିପାଇଁ ମୁଁ ଅନେକ…

Spread the love

ଉତ୍ତମ ମହାନ୍ତି କହିଲେ କି, ଧାରଣା ନଥିଲା ଆମ ପରୀକ୍ଷା ଅଛି ବୋଲି ଆମେ ଭାବିଥିଲୁ ଆମେ ଗୋଟେ ଆଦିବାସୀ ଜାଗାରୁ ଆସିଛୁ ଆଦିବାସୀ ଲୋକ କାମ କରିବା ଖଟିବା ଖାଇବା ଆଉ। ସାର ଆପଣ ଯଦି ଅଭିନେତା ହେଇ ନଥାନ୍ତେ ତାହେଲେ କଣ କରିଥାନ୍ତେ?ଉତ୍ତମ ମହାନ୍ତି କହିଲେ ଅଭିନେତା ହେଇ ନଥିଲେ ଗୋଟେ ଚାଷୀ ହେଇଥାନ୍ତି

ଆଉ ଚାଷବାସ କରିଥାନ୍ତି ଆଉ।ସେତେବେଳେ ମୁଁ ନିଷ୍ପତି ନେଇଥିଲି ଯେ ତାକୁ ହିଁ ବାହା ହେବି।ପ୍ରେମ ହଉଛି ଶାଶ୍ଵତ ଏବଂ ଚିରନ୍ତନ୍ୟ,ସାର ଆପଣ ଯେତେବେଳେ ଅପରାଜିତା ମାଡ଼ମଙ୍କୁ ପ୍ରଥମ ଥର ପାଇଁ ଦେଖିଥିଲି ସେତେବେଳେ ତାଙ୍କୁ କଣ କହିଥିଲେ?ଉତ୍ତମ ମହାନ୍ତି କହିଲେ କି, ସେତେବେଳେ ମୁଁ ନିଷ୍ପତି ନେଇଥିଲି

ଯେ ମୁଁ ତାକୁ ହିଁ ବାହା ହେବି ଆଉ ବାହା ହେଲି ମଧ୍ୟ।ମିଡିଆ କହୁଛନ୍ତି ସାର କିନ୍ତୁ ମାଡ଼ମ ଆପଣଙ୍କୁ ୫ ବର୍ଷ ଅପେକ୍ଷା କରାଇଥିଲେ?ଉତ୍ତମ ମହାନ୍ତି କହିଲେ, ହଁ ସେତେବେଳେ ଆମର କୌଣସି ସୋର୍ସ ନଥିଲା,ପଇସା ବି ରୋଜଗାର ହଉ ନଥିଲା ମୁଁ ମଧ୍ୟ କୌଣସି ଚାକିରି କଲିନି, କୌଣସି ବ୍ୟାଙ୍କରେ ମଧ୍ୟ ଜବ

କଲିନି ତେଣୁକରି ମୁଁ ସେତେବେଳେ ତାକୁ ଆପ୍ରୋଚ କରିପାରୁ ନଥିଲି ବାହା ହେବା ପାଇଁ।ସାର ଯେତେବେଳେ ବାବୁଶାନ ଜନ୍ମ ହେଲେ ସେତେବେଳେ ଆପଣ ମଧ୍ୟ ଅଭିନୟ କରୁଥିଲେ ଆଉ ଅପରାଜିତା ମାଡ଼ମ ମଧ୍ୟ ଅଭିନୟ କରୁଥିଲେ,ତ ସେଇ ସମୟରେ ଆପଣ କେମିତି ଭାବରେ ସମୟ ମ୍ୟାନେଜ କରୁଥିଲେ?

ଉତ୍ତମ ମହାନ୍ତି କହିଲେ କି, ମୁଁ ସେତେବେଳେ ଅପରାଜିତାକୁ କହୁଥିଲି ତୁ ଟିକେ କମ ଫିଲ୍ମ କର ମୁଁ ଟିକେ ଅଧିକ ଫିଲ୍ମ କରୁଛି କାରଣ ମା ମାନେ ହିଁ ପିଲାର ଅଧିକ ଯତ୍ନ ନେଇପାରିବେ ବାପା ମାନେ ନେଇ ପାରିବେନି।ସାର ମାଡ଼ମ ଆଉ ଆପଣଙ୍କ ଭିତରେ କିଏ ଅଧିକ ରାଗି? ଉତ୍ତମ ମହାନ୍ତି କହିଲେ, ମୁଁ ଟିକେ ଅଧିକ ରାଗି।

ସାର ଯଦି ମାଡ଼ମ କେତେବେଳେ ରାଗି ଥାଆନ୍ତି ତାହେଲେ ଆପଣ ତାଙ୍କୁ କେମିତି ମନାନ୍ତି? ଉତ୍ତମ ମହାନ୍ତି କହିଲେ, ମୁଁ ଚୁପ ରହିଯାଏ, ଯଦି ନିଜେ ଭୁଲ କରିଥିବି ତାହେଲେ ଭୁଲ ମାନିଯାଏ ଆଉ।ସାର ଯେତେବେଳେ ଆପଣଙ୍କର ପୁଅ ବାବୁଶାନ ଧୀରେ ଧୀରେ ସିନେମା ଇଣ୍ଡଷ୍ଟ୍ରିକୁ ଆସିଲେ, ସେ ତାଙ୍କ ଗୀତ ପାଇଁ

ବୋଲି ଆସିଲେ ଆଉ ଧିରେ ଧିରେ ସେ ଆପଣଙ୍କ ପାଇଁ ବୋଲି ଗୋଟେ ପରିଚୟ ମଧ୍ୟ ପାଇଲେ ଆଉ ପରେ ବହୁତ ହିଟ ହିଟ ମୁଭି ମଧ୍ୟ ଦେଲେ, ଲୋକ ମଧ୍ୟ ତାଙ୍କୁ ବହୁତ ଭଲ ପାଇଲେ ହେଲେ ବାବୁଶାନ ଜଣେ ଷ୍ଟାର ହିସାବରେ ଆପଣଙ୍କୁ କେତେ ଗର୍ବ ଲାଗେ?ଉତ୍ତମ ମହାନ୍ତି କହିଲେ ମୁଁ ଗର୍ବ କରିନି କିନ୍ତୁ

ସେ ଭଲ ଗୀତ ଗାଏ ବୋଲି ମୁଁ ତାକୁ ନେଇକି ଗର୍ବ କରେ କାରଣ ପିଲା ବେଳୁ ଆମେ ତାକୁ ଗୀତ ହିଁ ଶିଖାଉଥିଲୁ।

Leave a Reply

Your email address will not be published. Required fields are marked *