ପୁଅର ବ୍ରତଘର (Bratopanayan) ବହୁ ଧୁମଧାମରେ ପାଳନ ହେବ,କିନ୍ତୁ ମା କୁ ପୁଅ ବ୍ରତ ରେ ଆସିବାକୁ ମନା,ଦୂରରୁ ଥାଇ ଏସବୁ ଦେଖି ଖୁସି ହେଉଛି ମା,ଦେଖିଲେ ଆଖିରେ ଲୁହ ଆସିଯିବ…ଦେଖନ୍ତୁ Video

Spread the love

କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ବେଲରପା ଗ୍ରାମରେ ଏକ ବହୁତ ଅଦ୍ଭୁତ ଘଟଣା ଦେଖିବାକୁ ମିଳୁଛି।ତେବେ ସୂଚନା ଅନୁସାରେ ଏହି ଗ୍ରାମରେ ଏପରି ଏକ ପରିବାର ରହିଛନ୍ତି ଯେଉଁମାନେ ଜଣେ ମାକୁ ନିଜର ପୁଅ ସହିତ ମିଶିବା ପାଇଁ ଦେଉ ନାହାନ୍ତି।ସୂଚନା ଅନୁସାରେ ସେହି ମହିଳାଙ୍କର ତାଙ୍କର ପତିଙ୍କ ସହିତ କୌଣସି କାରଣରୁ ଝଗଡ଼ା ହୋଇଥିଲା।ଏହା ସହିତ ଏହି ଝଗଡ଼ା ବହୁତ ଅଧିକ ବଢ଼ି ଯାଇଥିଲା।ଏହା ପରେ ସେହି ମହିଳା ଜଣକ ନିଜର ଶ୍ୱଶୁର ଘର ଛାଡ଼ି ନିଜର ବାପ ଘରକୁ ଚାଲି ଯାଇଥିଲେ।

ତେବେ ସୂଚନା ଅନୁସାରେ ସେହି ମହିଳା ଜଣକ ନିଜର ଶ୍ୱଶୁର ଘର ଲୋକଙ୍କ ନାମରେ ଅଭିଯୋଗ ମଧ୍ୟ ଆଣି ଥିଲେ।ତେବେ ଏହା କାରଣରୁ ତାଙ୍କର ଶ୍ୱଶୁର ଘର ଲୋକ ମଧ୍ୟ ତାଙ୍କୁ ପସନ୍ଦ କରୁ ନଥିଲେ ଏହା ସହିତ ଏହା ପରେ ତାଙ୍କର ଶ୍ୱଶୁର ଘର ଲୋକ ଏହି କଥାକୁ ନେଇ ତାଙ୍କ ଉପରେ ଅନେକ ଭାବରେ ଅସନ୍ତୁଷ୍ଟ ଥିଲେ।

ଏହା ସହିତ ତାଙ୍କର ପରିବାର ଲୋକ ମଧ୍ୟ ତାଙ୍କୁ ପସନ୍ଦ କରୁ ନଥିଲେ ତେବେ ଏହି ଘଟଣା ଏହି କିଛି ଦିନ ତଳର ଅଟେ।ତେବେ ତାଙ୍କର ଏକ ପୁଅ ଓ ଏକ ଝିଅ ମଧ୍ୟ ରହିଛି।ତାଙ୍କର ପୁଅଙ୍କ ବୟସ ହେଉଛି ୧୨ ବର୍ଷ।ତେବେ ବର୍ତ୍ତମାନ ତାଙ୍କର ବ୍ରତଘର ହେବାକୁ ଯାଉଚି।ଯାହା ଫଳରେ ସେହି ମହିଳା ଜଣକ ନିଜର ଶ୍ୱଶୁର ଘରକୁ ଯାଇ ନିଜର ପୁଅର ବ୍ରତଘର କରିବା ପାଇଁ ଚାହୁଁଛନ୍ତି।

କିନ୍ତୁ ତାଙ୍କର ଶ୍ୱଶୁର ଘର ଲୋକ ତାଙ୍କୁ ଘରକୁ ପୁରାଇ ଦେଇ ନଥିଲେ।ତେବେ ତାଙ୍କର ଶ୍ୱଶୁର ଘରକୁ ଯିବା ପାଇଁ ସେ ଯେତେବେଳେ ପ୍ରୟାସ କରିଥିଲେ ସେହି ସମୟରେ ତାଙ୍କର ଶ୍ୱଶୁର ଘର ଲୋକ ତାଙ୍କୁ ଧକ୍କା ଦେଇ ଘରୁ ବାହାର କରି ଦେଇଥିଲେ।ଏହା ସହିତ ତାଙ୍କୁ ମାଡ ମାରିବା ପାଇଁ ମଧ୍ୟ ପ୍ରୟାସ କରିଥିଲେ।

ଏହା ସହିତ ଏହା ପରେ ସେଠାରେ ମିଡ଼ିଆ ଯାଇ ପହଞ୍ଚି ଯାଇଥିଲା।ଏହା ପରେ ଏହାକୁ ନେଇ ତାଙ୍କର ପରିବାର ଲୋକଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିଲେ।ତେବେ ସେମାନେ କହିଥିଲେ କି ତାଙ୍କର ପରିବାର ଲୋକଙ୍କ ନାମରେ ସେ ଅଭିଯୋଗ ଆଣିଛନ୍ତି।ଏହା ବ୍ୟତୀତ ତାଙ୍କର ପୁଅଙ୍କ ବ୍ରତଘରକୁ ଆସିବା ପାଇଁ ସେ ପିଟିସନ ଦାଖଲ କରିଥିଲେ।

ତେବେ ଏହା ବର୍ତ୍ତମାନ ଯାଏ ମଧ୍ୟ ଶୁଣାଣି ହୋଇ ନାହିଁ।ଯାହା ଫଳରେ ସେ ନିଜର ପୁଅର ବ୍ରତଘରକୁ ଆସି ପାରିବେ ନାହିଁ ବୋଲି ଜଣା ପଡ଼ିଛି ଏହା ସହିତ ସେ କିନ୍ତୁ ନିଜର ପୁଅକୁ ବହୁତ ଭଲ ପାଇ ଥାଆନ୍ତି।ଏହା ସହିତ ତାଙ୍କ ପୁଅର ବ୍ରତଘରକୁ ସେ ଯାଇ ସେଠାରେ କର୍ମ କରିବା ପାଇଁ ଇଚ୍ଛା କରୁଥିବା ବେଳେ ସେ କିନ୍ତୁ ସେଠାକୁ ଯାଇ ପାରୁ ନଥିବାରୁ ସେ ଅନେକ ଦୁଃଖ ପ୍ରକାଶ କରିଛନ୍ତି।ଏହା ସହିତ ତାଙ୍କର ପଡୋଶୀ ମଧ୍ୟ ତାଙ୍କର ସପକ୍ଷରେ ଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *