କ୍ୟାମେରାମ୍ୟାନ ପୁଅର ନ୍ୟାୟ ପାଇଁ ଜମି (Plot) ବିକିଲା ବାପା,କହିଲେ ମୋ ପୁଅକୁ କଲ ବଲ କରି ଯାହା କରିଛନ୍ତି ସେମାନେ,ମୁଁ ତାଙ୍କୁ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣ ତ କ୍ୟାମେରା ମ୍ୟାନଙ୍କ ମୃତ୍ୟୁ ବିଷୟରେ ନିହାତି ଭାବରେ ଜାଣିଥିବେ।ଏହା ବାସ୍ତବରେ ଏକ ବହୁତ ବିଫ ଦୁଃଖର ବିଷୟ ଥିଲା।

ତେବେ ଆପଣମାନେ ତ ଏହି ଘଟଣା ସମ୍ପର୍କରେ ଶୁଣିଥିବେ।କ୍ୟାମରା ମ୍ୟାନଙ୍କୁ ପ୍ରଥମେ ଅପହରଣ କରାଯାଇଥିଲା ଏବଂ ଏହାପରେ ତାଙ୍କୁ ହ-ତ୍ୟା କରି ଏକ ପାହାଡ଼ରେ ପୋତି ଦିଆଯାଇଥିଲା।ତେବେ ଆମେ ଜାଣିବା ଏହା ସମ୍ପର୍କରେ ତାଙ୍କର ବାପା କଣ କହୁଛନ୍ତି।ତେବେ ସେ କହୁଛନ୍ତି ଯେ ମୋ ପୁଅକୁ ନ୍ୟାୟ ଦରକାର।

ମୋ ଦେହରେ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ମୁଁ ମୋ ପୁଅ ପାଇଁ ଲଢ଼ିବି।ସେହି ହତ୍ୟାକାରୀକୁ ଦଣ୍ଡ ଦେବାପାଇଁ ଆମ ପୁରା ପରିବାର ସଂଗ୍ରାମ କରିବ।ଏଥିପାଇଁ ଆମେ ତିନିମାଣ ଜମି ମଧ୍ୟ ବିକିବୁ।ଦରକାର ପଡ଼ିଲେ ପୁଅକୁ ନ୍ୟାୟ ଦେବାପାଇଁ ଆମର ସମସ୍ତ ସମ୍ପତ୍ତି ମଧ୍ୟ ବିକ୍ରି କରିବୁ।ତେବେ ପୁଅକୁ ନ୍ୟାୟ ଦେବାପାଇଁ ଏପରି କିଛି ନିଷ୍ପତ୍ତି ନେଇଛନ୍ତି

ମୃତ ମାନସଙ୍କ ବାପା ପଞ୍ଚାନନ ସ୍ୱାଇଁ।ପଞ୍ଚାନନଙ୍କ କହିବା ଅନୁସାରେ ମାନସଙ୍କ ହତ୍ୟା ଆମ ପରିବାରକୁ ଦୋହଲାଇ ଦେଇଛି।ଆମ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି ତା ମାଆ ଠାରୁ ତାର ରୋଜଗାରିଆ ପୁଅକୁ ଛଡାଇ ନେଇଛି ଏବଂ ତାର ଚାରି ବର୍ଷୀୟା ପୁଅକୁ ବାପ ଛେଉଣ୍ଡ କରିଦେଇଛି।ଆଉ ଯେଉଁ ଦୁଃଖକୁ ଆମ ପରିବାର କେବେ ହେଲେ ମଧ୍ୟ ଗ୍ରହଣ କରିପାରିବ ନାହିଁ।

ଆଉ ସବୁଠାରୁ ବଡ଼ କଥା ହେଉଛି ଏଥିରେ ବହୁତ ବଡ଼ ବଡ଼ିଆ ଲୋକ ସାମିଲ ଅଛନ୍ତି।ତେଣୁ ତାଙ୍କୁ ଚକ୍ରାନ୍ତ କାରୀମାରିଦେଇଛନ୍ତି।ହତ୍ୟା ପରେ ହତ୍ୟାକାରୀଙ୍କୁ ସୁରକ୍ଷା ଦେଇ ଏହି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରାଯାଇଛି।କିନ୍ତୁ ଏହି ଘଟଣା ସମ୍ନାକୁ ଆସିବା ପରେ ଆମେ ସହଜରେ ଏହାକୁ ଗ୍ରହଣ କରିପାରୁ ନାହୁଁ

ଆମ ପୁଅକୁ ମାରିବା ବେଳେ କେତେ କଷ୍ଟ ହୋଇନଥିବ ତାକୁ।ତା ଜୀବନ ଗଲା ବେଳେ ତା ପୁଅକୁ କେତେ ଖୋଜି ନଥିବ ସେ।ସେମାନେ ସମସ୍ତେ ମିଶି ମୋ ପୁଅକୁ ବହୁତ କଲବଲ କରି ମାରିଛନ୍ତି।ଅତି ନିଷ୍ଟୁର ଭାବରେ ହତ୍ୟା କରିଛନ୍ତି ଏବଂ ମାରି ମାଟିତଳେ ପୋତିଦେଇଥିଲେ।କିଭୁଲ କରିଥିଲା ପୁଅ ମୋର।

ଯଦି ସେମାନେ ଭୁଲ କରିନଥିଲେ ତେବେ କାହିଁକି ଏତେ ଡ଼ରୁଥିଲେ।ତାଙ୍କ ମୁଖା ଖୋଲିଯିବା ଭୟରେ ସେ ତାକୁ ମାରିଦେଇଛନ୍ତି।କିନ୍ତୁ ମୁଁ ତାଙ୍କୁ ଛାଡ଼ିବି ନାହିଁ।ମୁଁ ଜମି ବିକ୍ରି କରି ମକଦ୍ଦମା ଲଢ଼ିବୁ ଏମିତିକି ଜମି ପାଇଁ ଆଗୁଆ ଦେଢ଼ ଲକ୍ଷ ଟଙ୍କା ମଧ୍ୟ ଆଣି ସାରିଛି।

Leave a Reply

Your email address will not be published. Required fields are marked *