ଆଗାମୀ ୨୪ Hours ରେ ରାଜ୍ୟର ଏହି ଜିଲ୍ଲାରେ ଖରା ରୁ ଆସ୍ୱସ୍ଥି ମିଳିବ,ଏହି ଜିଲ୍ଲାରେ ହେବ ପ୍ରବଳ ରୁ ଅତି ପ୍ରବଳ ବର୍ଷା,ସତର୍କ କରେଇଲେ ପାଣିପାଗ ବିଭାଗ…

Spread the love

ଆଜି ଠାରୁ ପାଗରେ ପରିବର୍ତ୍ତନ ହେବା ସହ ବର୍ଷା ହେବ।ବର୍ତ୍ତମାନର ବଡ଼ ଖବର। ପାଣିପାଗକୁ ନେଇ ବଡ଼ ସୁଚନା।ମାଡ଼ି ଆସୁଛି କାଳ ବୈଶାଖୀ।ଆଜି ରାତିଠାରୁ ପ୍ରବଳ ଝଡ଼ ଓ ବର୍ଷା। ରାତିରେ ବ୍ରେକ ଲଗାଇବ ବର୍ଷା।ଆସନ୍ତା ୩ ଦିନ ହେବ ଏହି ସବୁ ରାଜ୍ୟରେ ବର୍ଷା ଓ ପବନ।ପାଣିପାଗ ବିଭାଗରୁ ହାଇ ଆଲର୍ଟ।ପ୍ରବଳ ବର୍ଷା ହେବ।ବିଜୁଳି ଘଡଘଡି ପବନ ସହ ଭିଯାଇବ ବର୍ଷା। ଦୁଇ ଦିନରେ ପ୍ରବଳ ବର୍ଷା ହେବ।

ରାତିରେ ବ୍ରେକ ଲଗାଇବ ବର୍ଷା।ତେବେ ବର୍ତମାନ ସମୟ ରେ ଯାହା ଖବର ଆସିଛି ଏହି ତାତି ରେ ବ୍ରେକ ଲଗେଇବ ବର୍ଷାଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଜିଲ୍ଲା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ରାୟଗଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁରର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।

ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା କରିଛି।ଆସନ୍ତା ୨୮ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।ତେବେ ଅନ୍ୟ ଜିଲ୍ଲା ମାନଙ୍କରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ପ୍ରବଳ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ତେବେ ରାଜ୍ୟ ଗୁଡିକରେ ବର୍ଷା ପାଇଁ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ।ଓଡିଶା ପାଇଁ ମଧ୍ୟ ଆଲର୍ଟ ଜାରୀ ରହିଛି।ଆସନ୍ତା କାଲି ଉତ୍ତର ଓଡିଶାର ୧୩ଟି ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଭାଗ।୨୯ ଓ ୩୦ ତାରିଖରେ ପାଗ ଶୁଖିଲା ରହିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ ପାରଦ ବଢିପାରେ।

ସାଧାରଣ ତାପମାତ୍ରାଠାରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ଅନେକ ଜାଗାରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିପାରେ।ରାଜଧାନୀ ଭୁବନେଶ୍ବରରେ ଆକାଶ ଆଂଶିକ ମେଘୁଆ ରହିବା ସମ୍ଭାବନା ରହିଛି। ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।ଗତ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧର ତାପମାତ୍ରା ୪୧ ଡିଗ୍ରୀ ଥିଲା।ସେହି ପରି ବଲାଙ୍ଗୀରରେ ୪୦.୫ ଓ ଟିଟଲାଗଡରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି

Leave a Reply

Your email address will not be published. Required fields are marked *