ପୁଣି Monsoon ରେ ହେଲା ବଡ ପରିବର୍ତନ,ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା,ପ୍ରଥମ କାଳବୈଶାଖୀ ବର୍ଷା ଆଜି ହେବ ଜୋରଦାର…ଦେଖନ୍ତୁ Video

Spread the love

ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, କନ୍ଧମାଳ, କୋରାପୁଟ ଏହି ସବୁ ଜିଲ୍ଲାରେ ଅଳ୍ପ ଧରଣର ବର୍ଷା ହୋଇଛି।କନ୍ଧମାଳ ଓ ଫୁଲବାଣୀରେ ଅଧିକ ବର୍ଷା ହୋଇଛି ଯାହା ୪୭.୮ କିମି।ଏହା ସହ ଫୁଲବାଣୀରେ ଅଳ୍ପ ଧରଣର ଝଡ଼ ମେଘ ହୋଇଛି।ସର୍ବାଧିକ ତାପମାତ୍ରା ଥିଲା ବୌଦ୍ଧରେ ଯାହା ୪୧.୦ ଡିଗ୍ରୀ ଥିଲା।୪୦ ଡିଗ୍ରୀ ଥିଲା ଅନୁଗୁଳ।୪୦.୭ ଥିଲା ସୋନପୁର।୪୦.୪ ବାରିପଦା।

ଏହା ସହ ଭୁବନେଶ୍ୱରରେ ଥିଲା ୩୭.୨ ଡିଗ୍ରୀ ଥିଲା। ତାପମାତ୍ରା ସ୍ଵାଭାବିକ ଭାବେ ବୃଦ୍ଧି ପାଉଛି।କେତେ ଜିଲ୍ଲାରେ ତାପମାତ୍ରା ୨ ଡିଗ୍ରୀ ବଢ଼ିଛି ଓ ଅନ୍ୟ ସବୁ ଜିଲ୍ଲାରେ ୪ ଡିଗ୍ରୀ ଭଳି ବୃଦ୍ଧି ପାଇଛି।ଆଗାମୀ ୫ ଦିନ ପାଣିପାଗ ହିସାବରେ ଗୋଟିଏ କିମ୍ବା ଦୁଇଟି ଜାଗାରେ କିଛି ଜିଲ୍ଲାରେ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୨୪ ଘଣ୍ଟାରେ ଆମର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି,କନ୍ଧମାଳ, ନବରଙ୍ଗପୁର ,ଗଞ୍ଜାମ, କେନ୍ଦୁଝର,ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ ଏହି ସବୁ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।ବର୍ଷା ଝଡ଼ ହେବାର ସମ୍ଭାବନା ଅଧିକ ରହିଛି ମାଲକାନଗିରି, କୋରାପୁଟ , ନବରଙ୍ଗପୁର, ରାୟଗଡ଼ା, ଗଜପତି , କନ୍ଧମାଳ, କେଉଁଝର, ମୟୂରଭଞ୍ଜ ଏହି ସବୁ ରାଜ୍ୟ ଗୁଡ଼ିକରେ।

ଏହା ସହ କାଲି ମଧ୍ୟ ଝଡ଼ ବର୍ଷା ସହ ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଅଛି।କିଛି କିଛି ରାଜ୍ୟରେ ହୋଇପାରେ।ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ ଆଦି ଜିଲ୍ଲାରେ ହେବ।ଏହା ସହ ଆସନ୍ତା ୧୧,୧୨ ଓ ୧୩ ତାରିଖରେ ସାଉଥ ଜିଲ୍ଲା ଓ କୋଷ୍ଟେଲ ଜିଲ୍ଲା ଗୁଡ଼ିକରେ ଗୋଟିଏ ଦୁଇଟି ଜାଗାରେ

ବର୍ଷା ହେବାର ସମ୍ଭାବନା ରହିଛି।ସର୍ବାଧିକ ତାପମାତ୍ରାରେ ଆସନ୍ତା ୫ ଦିନରେ କୌଣସି ପରିବର୍ତ୍ତନ ହେବ ନାହିଁ।ସର୍ବାଧିକ ତାପମାତ୍ରା ୪୦ରୁ ଅଧିକ ଏବେ କିଛି କିଛି ଜାଗାରେ ଆସନ୍ତା ୪ରୁ ୫ ଦିନ ଯାଏ ରହିବ।ଏହା ସହ କିଛି ଜାଗାରେ ସ୍ଵାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରୀ ମଧ୍ୟରେ ରହିବାର ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *