ଦ୍ଵିତୀୟ ଥର ପାଇଁ ବିବାହ କରିବେ Pupinder,ଦେଖନ୍ତୁ କେଉଁ ଓଡ଼ିଆ ହିରୋଇନ ଙ୍କ ହାତ ଧରିବେ ସେ ଓ କେବେ କରିବେ ବିବାହ

Spread the love

ସାଙ୍ଗମାନେ ଆପଣ ମାନେ ତ ଓଲିଉଡ ଅଭିନେତା ପୁପିନ୍ଦରଙ୍କୁ ନିହାତି ଭାବରେ ଚିହ୍ନିଥିବେ।ସେ ତାଙ୍କ ଜୀବନରେ ବହୁତ ଗୁଡ଼ିଏ ଓଡ଼ିଆ ଚଳଚିତ୍ର ମାନଙ୍କରେ ଅଭିନୟ କରିଛନ୍ତି।ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ ଅପ୍ରତିଦ୍ଵନ୍ଦୀ କଳାକାର କହିଲେ ମଧ୍ୟ ଭୁଲ ହେବ ନାହିଁ। ପୁପିନ୍ଦର ଆଙ୍କରିଂ ହେଉ କି ଓଡ଼ିଆ ଆଲବମ ହେଉ କି ଓଡ଼ିଆ ଚଳଚ୍ଚିତ୍ର ସବୁଥିରେ ପାରଙ୍ଗମ ଅଟନ୍ତି।ସେ ଦିନ ଥିଲା ଆଲବମ ଜଗତରେ ରାଜ କରୁଥିଲେ।

ତେବେ ସାଙ୍ଗମାନେ ବିବାହ କରିବାକୁ ଯାଉଛନ୍ତି ପୁପିନ୍ଦର।ରିଅଲ ଲାଇଫରେ ନୁହେଁ ବରଂ ରିଲ ଲାଇଫରେ ବିବାହ କରିବେ ପୁପିନ୍ଦର।ଆଖି ବୁଜିଦେଲେ ତୁ ଚଳଚିତ୍ରରେ ବିବାହ କରିବାକୁ ଯାଉଛନ୍ତି ପୁପିନ୍ଦର।ତେବେ ଏଥିରେ ଲିଡ ଅଭିନେତ୍ରୀ ଭାବରେ ଦୁଇ ନବାଗତା ଅଭିନେତ୍ରୀ ମାନଙ୍କୁ ନିଆଯାଇଛି।ତେବେ ଫିଲ୍ମର ସୁଟିଂ କାମ ଆରମ୍ଭ ହୋଇ ଯାଇଥିବା ଜଣା ପଡ଼ିଛି।

ପ୍ରଥମ ନାୟିକା ହେଉଛନ୍ତି ଦୀପିକା ତ୍ରିପାଠୀ।ତେବେ ଦିପିକାଙ୍କୁ ତ ଆପଣ ମାନେ ଚିହ୍ନିଥିବେ।ଦୀପିକା ଜି ସାର୍ଥକରେ ପ୍ରସାରିତ ହେଉଥିବା ଫେମସ ସର୍ଗମ ଧାରାବାହିକରେ ଲିଡ଼ ଅଭିନେତ୍ରୀ ଭାବରେ ଅଭିନୟ କରୁଛନ୍ତି।ତାଙ୍କ ଅଭିନୟ ଯେତିକି ସୁନ୍ଦର ସେ ମଧ୍ୟ ଦେଖିବାକୁ ସେତିକି ସୁନ୍ଦର।ଏହି ନାୟିକା ଆଗରୁ ଅନେକ ଚଳଚ୍ଚିତ୍ର କରିଥିଲେ ମଧ୍ୟ ଲିଡ ନାୟିକା ଭାବରେ କୌଣସି ଚଳଚିତ୍ରରେ ଦେଖା ଦେଇ ନଥିଲେ।

ତେବେ ଆଉ ଜଣେ ହିରୋଇନଙ୍କୁ ଆପଣ ମାନେ ଜମା ଜାଣି ନଥିବେ।ତେବେ ସାଙ୍ଗମାନେ ତାଙ୍କ ନାମ ହେଉଛି ମିଲି।ମିଲି ମଡେଲ ଦୁନିଆରେ ଜଣେ ଅପ୍ରତିଦ୍ଵନ୍ଦୀ ନ ହେଲେ ମଧ୍ୟ ଚିରସ୍ମରଣୀୟ ଓ ଆକର୍ଷଣୀୟ ନାମ ଟିଏ।ତେବେ ସେ ଜଣେ ଯୁବ କଳାକାର ଅଟନ୍ତି।ସେ ଦେଖିବାକୁ ମଧ୍ୟ ବେଶ ସୁନ୍ଦର ଅଟନ୍ତି।ମିଲି ମଡେଲ ଦୁନିଆରେ ବେଶ ପରିଚିତ ଅଟନ୍ତି।

ସେ ମଡେଲକୁ ତାଙ୍କର ପେଶା କରି ନେଇଛନ୍ତି।ସେ ଅଭିନୟ ଦୁନିଆରେ ନୂଆ କରି ପାଦ ଦେଇଛନ୍ତି।ସେ ଅଭିନୟରେ ତାଙ୍କର କ୍ୟାରିଅର କରିବେ ବୋଲି ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ମିଲିଙ୍କର ଏହି ଅନ୍ଦାଜ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଚି।ତେବେ ମିଲି ଆଗରୁ ମଧ୍ୟ ଇନ୍ଷ୍ଟାଗ୍ରାମରେ ଫେମସ ହୋଇ ସାରିଛନ୍ତି।ବାସ ଏହି ଚଳଚିତ୍ରରେ ସେ କିପରି ଭାବେ ଦର୍ଶକ ମାନଙ୍କୁ ତାଙ୍କ ଅଭିନୟର ଯାଦୁ ଦେଖାଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ତେବେ ସାଙ୍ଗମାନେ ଆପଣ ମାନଙ୍କୁ ଆଖି ବୁଜିଦେଲେ ତୁ ଚଳଚ୍ଚିତ୍ର ସମସ୍ତ ଚରିତ୍ର କିପରି ଲାଗନ୍ତି ତାହା ମୋତେ ଜଣାଇବେ।ତେବେ ସାଙ୍ଗମାନେ ଏହି ଚଳଚିତ୍ରଟି ସମ୍ପୂର୍ଣ ନୂଆ ଧରଣର ଚଳଚ୍ଚିତ୍ର ହୋଇଥିବା ବେଳେ ଏଥିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ମଧ୍ୟ ପାରଙ୍ଗମ ଅଟନ୍ତି।ତେବେ ଓଲିଉଡ ଚଳଚ୍ଚିତ୍ର ଜଗତରେ ଆଗରୁ ଏଭଳି ଭିନ୍ନ ଧରଣର ଫିଲ୍ମ ହୋଇ ନଥିବା ବେଳେ ଏହା ପ୍ରଥମ ଅଟେ।

Leave a Reply

Your email address will not be published. Required fields are marked *