ମହାନଦୀ Dhaba ସ୍ପେସିଆଲ ଦହି ପଖାଳ ମିଳେ ଏଠାରେ,ଘର ଖାଇବା ପରି ଲାଗିବ ଖାଇଲେ ଆପଣଙ୍କୁ,ସମସ୍ତଙ୍କ ପ୍ରିୟ ଅଟେ ଦହି ପଖାଳ ର ଖାଇବା ଏଠାରେ ମାତ୍ର ଏତିକି ତାଙ୍କ ରେ ମିଳେ…ଦେଖନ୍ତୁ Video

Spread the love

ଆମେ ବର୍ତ୍ତମାନ ଏପରି ଏକ ଢ଼ାବା ସମ୍ପର୍କରେ ଆଲୋଚନା କରିବା ଯେଉଁ ସ୍ଥାନରେ ଅଳ୍ପ ଦରରେ ବହୁତ ଭଲ ଖାଇବାକୁ ମିଳିଥାଏ।ଏହା ସହିତ ମହାନଦୀ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ଏହାକୁ ସାଧାରଣ ଭାବରେ ଆମର ଓଡ଼ିଶାର ଜୀବନ ରେଖା କୁହା ଯାଇଥାଏ ଏହା ସହିତ ଏହି ନଦୀ କୂଳରେ ଏକ ଢ଼ାବା ରହିଛି ଯାହାର ନାମ ରହିଛି କି ମହାନଦୀ ଢ଼ାବା।ଏହା ସହିତ ଏଠାରେ ବହୁତ ଭଲ ଖାଦ୍ୟ ତିଆରି କରା ଯାଇଥାଏ ବୋଲି ସମସ୍ତେ କହି ଥାଆନ୍ତି।

ଏହା ସହିତ ଏଠାକୁ ଖାଇବା ପାଇଁ ଅନେକ ଲୋକ ଅନେକ ଦୂରରୁ ମଧ୍ୟ ଆସି ଥାଆନ୍ତି।ଏହା ସହିତ ଏଠାରେ ଶସ୍ତାରେ ବହୁତ ଭଲ ଖାଇବାକୁ ମିଳିଥାଏ ବୋଲି ସମସ୍ତେ କହି ଥାଆନ୍ତି।ଯାହା ଫଳରେ ଏଠାକୁ ଅନେକ ଦୂରରୁ ଲୋକମାନେ ମଧ୍ୟ ଖାଇବାକୁ ଆସି ଥାଆନ୍ତି ଏହା ସହିତ ବିଶେଷ ଭାବରେ ଏଠାରେ ଦହି ପଖାଳ ବହୁତ ଭଲ ଲାଗିଥାଏ।

ଏହା ସହିତ ଏଠାରେ ସମ୍ପୂର୍ଣ୍ଣ ବିନା ପିଆଜ ରସୁଣରେ ଖାଦ୍ୟ ପ୍ରସ୍ତୁତ ଜରା ଯାଇଥାଏ।ଯାହା ଫଳରେ ଏଠାରେ ଅନେକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ।ଏହା ସହିତ ଏଠାରେ ଖାଉଥିବା ଲୋକମାନେ କହି ଥାଆନ୍ତି କି ସେମାନେ ଏଠାରେ ଖାଦ୍ୟ ଖାଇବା ସହିତ ଏଠାରେ ଯେଉଁ ଭଳି ଭାବରେ ବିନା ପିଆଜ ରସୁଣ ସାହାଯ୍ୟରେ ଖାଦ୍ୟ ପ୍ରସ୍ତୁତ କରା ଯାଇଥାଏ

ଏହାକୁ ଅନେକ ଭଲ ପାଇଥାଆନ୍ତି।ତେବେ ଏଠାରେ ଖାଦ୍ୟ ବହୁତ ଭଲ ଭାବରେ ପ୍ରସ୍ତୁତ କରା ଯାଇଥାଏ।ଏହା ସହିତ ଏଠାରେ ଯେଉଁ ଖାଦ୍ୟ ପ୍ରସ୍ତୁତ କରା ଯାଇଥାଏ ଏହାକୁ ଖାଇବା ପାଇଁ ଏକ ପତ୍ର ସାହାଯ୍ୟରେ ଦିଆ ଯାଇଥାଏ ଏହା ସହିତ ଏହା ସମ୍ପୂର୍ଣ୍ଣ ଭାବରେ ଏକ ଦେଶୀ ଢ଼ାବା ଅଟେ।ଯାହା ଫଳରେ ଏଠାକୁ ଅନେକ ଲୋକ ଖାଦ୍ୟ ଖାଇବା ପାଇଁ ଆସି ଥାଆନ୍ତି।

ଏହା ସହିତ ଏଠାରେ ଖାଦ୍ୟ ଖାଇବା ପରେ ଏହାକୁ ସହଜରେ କେହି ମଧ୍ୟ ଭୁଲି ପାରନ୍ତି ନାହିଁ।ଏହା ସହିତ ଏଠାରେ ବର୍ଷର ସବୁ ସମୟରେ ଭିଡ଼ ଦେଖିବାକୁ ମିଳିଥାଏ।ଯାହା ଫଳରେ ଏଠାକୁ ଅନେକ ଲୋକ ଅନେକ ଦୂରରୁ ମଧ୍ୟ ଖାଦ୍ୟ ଖାଇବା ପାଇଁ ଆସି ଥାଆନ୍ତି ଏହା ସହିତ ଏଠାରେ ଖାଦ୍ୟ ଖାଇବା ସହିତ ଏହି ଖାଦ୍ୟର ଅନେକ ପ୍ରଶଂସା ମଧ୍ୟ କରି ଥାଆନ୍ତି ତେବେ ବାସ୍ତବରେ ଏଠାରେ ଖାଦ୍ୟ ବହୁତ ସ୍ୱାଦିଷ୍ଠ ତିଆରି କରା ଯାଇଥାଏ।

ଏହା ସହିତ ଏଠି ଖାଦ୍ୟ ଖାଇବା ପାଇଁ ବହୁତ ଦୂରରୁ ଲୋକମାନେ ମଧ୍ୟ ଆସି ଥାଆନ୍ତି।ମାତ୍ର ୬୦ ଟଙ୍କାରେ ଏଠାରେ ବହୁତ ଭଲ ଖାଦ୍ୟ ମିଳିଥାଏ।ଏହା ସହିତ ଏଠାରେ ପ୍ରାୟ ୧୦ ପ୍ରକାରର ଖାଦ୍ୟ ଆପଣଙ୍କୁ ମାତ୍ର ୬୦ ଟଙ୍କାରେ ମିଳିଯିବ।ଯାହା ଫଳରେ ଏଠାରେ ଏତେ ଅଳ୍ପ ଦରରେ ଖାଦ୍ୟ ମିଳୁଥିବା କାରଣରୁ ଏଠାରେ ଅନେକ ଲୋକ ଖାଦ୍ୟ ଖାଇବା ପାଇଁ ପସନ୍ଦ କରି ଥାଆନ୍ତି।ଏହା ସହିତ ବର୍ଷର ସବୁ ସମୟରେ ଏଠାରେ ବହୁତ ଭିଡ଼ ଦେଖିବାକୁ ମଧ୍ୟ ମିଳି ଥାଏ।

Leave a Reply

Your email address will not be published. Required fields are marked *