ଭୁବନେଶ୍ୱର Meteorological କେନ୍ଦ୍ର ଦେଲେ ସୂଚନା,ଏହି ୧୧ଟି ଜିଲ୍ଲାରେ ଆଜି ହେବ ପ୍ରବଳ ରୁ ଅତି ପ୍ରବଳ ବର୍ଷା,ଏହି ଜାଗାରେ ହେବ ଅଧିକ କ୍ଷତି…ଦେଖନ୍ତୁ Video

Spread the love

ଦେଶର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ମଧ୍ୟ ଆଶଙ୍କା ରହିଛି।ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଶ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।ଆଗାମୀ ୪ ଦିନ ଯାଏ ଓଡ଼ିଶାରେ କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା।ଦକ୍ଷିଣ ପୂର୍ବ ମଧ୍ଯ ପ୍ରଦେଶ ଉପରେ ସମୁଦ୍ର ପତନ ଠାରୁ ୩.୧ କିମି ଯାଏ ଏକ ଘୂର୍ଣି ବଳୟ।ଆଉ ଏକ ଘୁର୍ଣି ବଳୟ ଆଜି ଦକ୍ଷିଣ ପୂର୍ବ ଝାଡ଼ଖଣ୍ଡ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ୧.୫ କିମି ଉପରେ ସକ୍ରିୟ ରହିଛି।

ଏହି ଭଳି ପାଣିପାଗ ପାଇଁ ଜଳୀୟ ବାଷ୍ପ ପୁର୍ଣ୍ଣ ବାୟୁ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଏହି ଭଳି ପାଣିପାଗରେ ତାପମାତ୍ରା ଆଭ୍ୟନ୍ତରୀଣ ଓଡିଶାରେ କିଛି ଅଞ୍ଚଳରେ ୪୦ ଡ଼ିଗ୍ରୀରୁ ଅଧିକ ରହିବ।ଆଗାମୀ ୪ରୁ ୫ ଦିନ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଵାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଯାଏ ଅଧିକ ରହିବ

ଦିନ ତାପମାତ୍ରା।ଆଜି ଠାରୁ ପାଗରେ ପରିବର୍ତ୍ତନ ହେବା ସହ ବର୍ଷା ହେବ।ରାଜଧାନୀ ଦିଲ୍ଲୀ ସହ ଦେଷର କେତେକ ରାଜ୍ୟରେ କୋଲ୍ଡ ୱେବ ଜାରୀ ରହିଛି।ଏହା କିଛି ଦିନ ପର୍ଯ୍ୟନ୍ତ ଏଇଭଳି ଭାବେ ଜାରି ରହିବ।ତେବେ ଏହାର ପ୍ରଭାବରେ ବର୍ଷା ହେବା ସହ ସମସ୍ୟା ଦୁଇ ଗୁଣ କରିବ ଦୁଇ ଦିନିଆ ବର୍ଷା।ଏ ନେଇ ଆଲର୍ଟ ଜାରି କରିଛନ୍ତି ଭାରତୀୟ ପାଣିପାଗ ବିଭାଗ।

କେତେକ ସ୍ଥାନରେ କୁଆ ପଥର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାନେ ସ୍ଥାନେ ବିଜୁଳି ଘଡଘଡି ଓ ବର୍ଷା ହେବା ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣୀଙ୍ଗ ଆଲର୍ଟ କରାଯାଇଛି।ବର୍ଷା ଦ୍ଵାରା ପନିପରିବା ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି।

ଏଥି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦିଆ ଯାଇଛି।ପ୍ରବଳ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।ତେବେ ରାଜ୍ୟ ଗୁଡିକରେ ବର୍ଷା ପାଇଁ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ।ଓଡିଶା ପାଇଁ ମଧ୍ୟ ଆଲର୍ଟ ଜାରୀ ରହିଛି।

Leave a Reply

Your email address will not be published. Required fields are marked *