ଆଜି Pabitra ରାମନବମୀ ଠାରୁ ଏହି ରାଶିରେ ଆସିବ ଖୁସିର ସମୟ,ଭଗବାନ ରାମଚନ୍ଦ୍ର ଏମାନଙ୍କ ପାଇଁ ଆଣିଦେବେ ଖୁସି ର ସମୟ,ଏମାନଙ୍କ ସବୁ କାର୍ଯ୍ୟରେ ମିଳିବ ସଫଳତା…

Spread the love

୨୦୨୨ ମସିହା ଅପ୍ରେଲ ୧୦ ତାରିଖରେ ପାଳିତ ହେବାକୁ ଯାଉଛି ପବିତ୍ର ରାମନବମୀ। ଏହି ରାମ ନବମୀ ଅବସରରେ ଗ୍ରହରେ ଏପରି କିଛି ଶୁଭ ସମୟ ଘଟିବାକୁ ଯାଉଛି। କିଛି ରାଶିମାନଙ୍କ ପାଇଁ ବହୁତ ଶୁଭ ମୁହୂର୍ତ୍ତ ଦେଖା ଦେଵ। ଭଗବାନଙ୍କ କୃପା ସର୍ବଦା ସମସ୍ତ ରାଶିମାନଙ୍କ ଉପରେ ରହିଥାଏ। କିନ୍ତୁ ଗ୍ରହମାନଙ୍କର ଚଳନ ରାଶିମାନଙ୍କ ଉପରେ ନିର୍ଭର କରେ। ସେଥିପାଇଁ ରାଶିମାନଙ୍କ ସମୟ ଏବଂ ଅବସ୍ଥା ଗ୍ରହମାନଙ୍କର ଚଳନ ଉପରେ ନିର୍ଭର କରେ।

ଆଜିଠାରୁ କିଛି ରାଶିମାନଙ୍କର ବହୁତ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ଏମାନଙ୍କ ଜୀବନରେ ଅନେକ ଖୁସି, ଅନେକ ସୁସମୟ ଏବଂ ସଫଳତା ଆସିବ। ତେଣୁ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ଶୁଭମୟ ରହିବ। ଏମାନଙ୍କ ଜୀବନରେ କର୍ମକ୍ଷେତ୍ରରେ ସମସ୍ତ ବାଧାବିଘ୍ନ ଦୂର ହୋଇଯିବ।

ଦୈନିକ ରୋଜଗାରରେ ସେତେ କୌଣସି ଅସୁବିଧା ରହିବ ନାହିଁ। ଯଦି କୌଣସି ବାଦ ବିବାଦ ରହିଥାଏ, ତେବେ ତାହା ଦୁରୀଭୂତ ହେବ। ଶାରୀରିକ ଅସୁସ୍ଥତା ଦୂର ହେବ। ବିଭିନ୍ନ ସମସ୍ୟା ମାନଙ୍କର ସମାଧାନ ହୋଇଯିବ ଏବଂ ଅବରୋଧ ହୋଇଥିବା ଧନ ଆପଣଙ୍କୁ ପ୍ରାପ୍ତି ହେବ। ନୂତନ ବାହନ କ୍ରୟ କରିପାରନ୍ତି।

ଚାକିରୀ କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀମନେ ବହୁତ ଲାଭବାନ ହେବେ। ବିଶେଷ କରି ଜମିବାଡି କରୁଥିବା ବ୍ୟବସାୟୀମାନେ ଅଧିକ ଲାଭବାନ ହେବେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ପରିବାରରେ ଯାହା ବି କିଛି ସମସ୍ୟାମାନ ରହିଛି, ତାହା ସମାଧାନ ହେବ। ବିଶେଷ କରି ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଏହି ରାଶୀମାନଙ୍କର ପାରିବାରିକ ସମସ୍ୟା ଏବଂ ଦାମ୍ପତ୍ୟ ଜୀବନର ସମସ୍ୟା ଦୂର ହୋଇଯିବ। ଭାଇ- ଭାଇଙ୍କ ମଧ୍ୟରେ ଥିବା କଳହର ସମାପ୍ତ ହେବ। ପିତା- ପୁତ୍ରଙ୍କ ସମ୍ପର୍କ ସୁଦୃଢ ହେବ। ସୂର୍ଯ୍ୟଙ୍କ କୃପା ଏହି ରାଶିମାନଙ୍କ ଉପରେ ପ୍ରାପ୍ତ ହେଉଅଛି। ତେଣୁ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରାହିବ। ପ୍ରଭୁ ରାମଚନ୍ଦ୍ରଙ୍କ କୃପା କାରଣରୁ ଆପଣ ଉର୍ଜାବାନ ରହିବେ।

ଏହାସହିତ ପିତାଙ୍କ ସହିତ ଆପଣଙ୍କ ସମ୍ପର୍କ ସୁଦୃଢ ହେବ। ମାତା ପିତାଙ୍କ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହେବ। ତେଣୁ ଏହିପରି ଭାବରେ ଏହି ରାଶିମାନଙ୍କରେ ବଡ ବଡ କିଛି ପରିବର୍ତ୍ତନ ଆସିବାକୁ ଯାଉଛି ଯାହା ସେମାନଙ୍କ ପାଇଁ ଶୁଭମୟ ରହିବ। ଗ୍ରହମାନଙ୍କର ସ୍ଥିତି ସର୍ବଦା ଆପଣଙ୍କ ପକ୍ଷରେ ରହିଥିବା କାରଣରୁ ଆପଣଙ୍କ ପ୍ରତ୍ୟେକ କ୍ଷେତ୍ରରେ ଶୁଭ ପରିଣାମ ପ୍ରାପ୍ତ ହେବ।

ଶରୀର ସୁସ୍ଥ ରହିବ।ତେବେ ଏହି ସବୁ ରାଶି ଗୁଡିକ ହେଉଛନ୍ତି- ମେଷ ରାଶି, ମିଥୁନ ରାଶି, ସିଂହ ରାଶି , ବିଛା ରାଶି ଏବଂ କୁମ୍ଭ ରାଶି। ଏମାନଙ୍କ ଜୀବନ ଆଜିଠାରୁ ବଦଳିବାକୁ ଯାଉଅଛି। ଗ୍ରହମାନଙ୍କର ସ୍ଥିତି ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ନେଇ ଆସୁଛି। ପ୍ରତ୍ୟେକ ଗ୍ରହମାନଙ୍କର ସ୍ଥିତି ଆପଣଙ୍କ ଜୀବନରେ ଖୁସି ନେଇ ଆସିବ। ଅନ୍ୟ ଯେ କୌଣସି ବାଧା ଆସିଲେ ମଧ୍ୟ ତାହା କିଛି ଅସୁବିଧା କରିପାରିବ ନାହିଁ।ଆପଣଙ୍କ ଜୀବନରେ ଆପଣ ସର୍ବଦା ସଫଳତା ପ୍ରାପ୍ତି କରିବେ।

Leave a Reply

Your email address will not be published. Required fields are marked *