ମାଆ ହିସାବରେ ମୁଁ କହୁଛି ମୋ ପୁଅ ଛୋଟ। ଏ ବିଷୟରେ ତାର ଅଭିଜ୍ଞତା ନାହିଁ।ଯେବେ ଶର୍ମିଷ୍ଠା ଦୋଷୀରେ ସାବ୍ୟସ୍ତ ହୋଇ ତାକୁ ଯାହା ଦଣ୍ଡବିଧାନ ଆପଣ କରନ୍ତୁ।ମୋ ପୁଅ ଯେମିତି ଦଣ୍ଡିତ ନ ହେବ।ଆମ ପରିବାର ଭାଷୀ ଯିବ।ମୋ ପୁଅ ଜାଣିନି କିଛି ଏ ବିଷୟରେ।ଯେତେବେଳ ସେ ଜଣେ ପଇସା ପଠାଏ। ନିରଞ୍ଜନ କହିବାରୁ ମୋ ପୁଅ ପଇସା ଦେଇଛି।ଶର୍ମିଷ୍ଠା ବି ମାଗି ନାହିଁ।ତେଣୁ ଯାହାର ଦୋଷ ତାକୁ ହିଁ ଦଣ୍ଡ ଦିଅନ୍ତୁ।
ମୋ ପୁଅକୁ ଦଣ୍ଡ ଦିଅନ୍ତୁ ନାହିଁ।ଆପଣଙ୍କ ଝିଅ ସଂପୃକ୍ତ ଅଛି ଜଣଙ୍କୁ ସେ ମାରି ଦେଇଛି।ବର୍ତ୍ତମାନ ପୋଲିସ ତାଙ୍କୁ ଖୋଜୁଛି।ମୁଁ କହିବା କଥା କି ସେ ସରେଣ୍ଡର ହେଇଯାଉ।ମୁଁ ସେଥି ପାଇଁ ଦୁଃଖିତ।ଆଉ ସେ ପୋଲିସକୁ ନିଜକୁ ସମର୍ପଣ କରି ମୋ ପୁଅକୁ ନିର୍ଦ୍ଦୋଷ କରି ଛାଡ଼ି ଦିଅନ୍ତୁ।ମୋ ପୁଅର କିଛି ଭୁଲ ଏଥିରେ ନାହିଁ।
ଭଉଣୀ ହିସାବରେ ସେ ତାକୁ ପଇସା ମାଗିଛି।ଆଉ ନିରଞ୍ଜନ କହିବାରୁ ମୋ ପୁଅ ପଇସା ଦେଇଛି। ନିରଞ୍ଜନ ଯେତେବେଳେ ମୋ ପୁଅକୁ ପଚାରିଲା ସେ କହିଲା କି ମୁଁ ତ ସେ ବିଷୟରେ କିଛି ଜାଣି ନାହିଁ।ନିରଞ୍ଜନ ମୋ ପାଖରେ ପଡ଼ିଲା।କହିଲା କି ତମ ଝିଅର ପଇସା ଦରକାର ଅଛି କିଛି ଦିଅ।କିନ୍ତୁ ଏବେ ସେ ପାଇସା ନେଇ କୁଆଡେ ପଳେଇଛନ୍ତି।
ସେ ମୋ ପୁଅର ଫୋନ ନମ୍ବର ରଖି ନାହିଁ।ସେ ମୋ ପୁଅକୁ ଚିହ୍ନି ନାହିଁ।ପୁଅ ଭୁବନେଶ୍ୱର ଆସିବାରୁ ତାର ଚିହ୍ନା ପରିଚୟ ହୋଇଥିଲା।ଏମିତି ହେବା ଦ୍ଵାରା ସେ କହିଲା କି ତମ ଭଉଣୀର କିଛି ଅସୁବିଧା ହୋଇଛି।ତାର ପଇସା ଆବଶ୍ୟକ ଅଛି।ତା ପରେ ମୋ ପୁଅ ଟଙ୍କା ୧୦ ହଜାର ଦେଲା।ପରେ ଶୁଣିବା ବେଳକୁ କହିଲା କି ତମ ଭଉଣୀ ଫେରାର ହୋଇ ଯାଇଛି।
ଆପଣଙ୍କ ଝିଅ ଯେଉଁ ପିଲାଟିକୁ ମାରି ଦେଇଛି ତା ପାଇଁ ଆଇନ କଣ କରିବା ଦରକାର।ମୁଁ ତ ମା ହିସାବରେ କିଛି କହିବି ନାହିଁ।ସେ ଆଇନ ହିସାବରେ ଯାହା ଦଣ୍ଡ ଦେବେ।ମୁଁ ଜନ୍ମ ଦେଇଛି ବୋଲି କଣ ଏମିତି ତାକୁ କହିଥିଲୁ।ତା ଭାଇକୁ ମଧ୍ୟ ଏ ସବୁ ଜିନିଷ ଭଲ ଲାଗେ ନାହିଁ।ଆମେ କେବେ ବି ଥାନାକୁ ଯାଇ ନାହୁଁ।ଯଦି ମୋ ଝିଅ ସେ କାମ କରିଥିବ ତାକୁ ଯାହା ଦଣ୍ଡ ମିଳିବ ଆଉ।ମୁ କହିବି ତାକୁ ଦଣ୍ଡ ଦିଅ ନାହିଁ ଛାଡ଼ି ଦିଅ।ସେ ଛାଡ଼ି ଦେବେ କି।ସେ ଯାହା ଦୋଷ କରିଛି ତାକୁ ସେହି ଅନୁସାରେ ତାକୁ ଦଣ୍ଡ ଦେବ।