ଆଜି ରୋଷେଇ ସମୟ ରେ ଅଟା (Atta) ରେ ଏହି ଗୋଟେ ଜିନିଷ ମିଶେଇଦିଅନ୍ତୁ,ଜୀବନରେ କେବେବି ଧନର ଅଭାବ ରହିବନାହିଁ ଆପଣଙ୍କର,ଅଭାବ କଣ ଜାଣିବେ ନାହିଁ ଆଉ କେବେ..

Spread the love

ସାଧାରଣ ଭାବରେ ମହିଳା ମାନେ ରୋସେଇ କରିବା ସମୟରେ କିଛି ନିୟମ ପ୍ରତି ଧ୍ୟାନ ଦେବା ନିହାତି ଭାବରେ ଆବଶ୍ୟକ।ତେବେ ରୋସେଇ କରିବା ସମୟରେ ଏପରି ଅନେକ ନିୟମ ରହିଛି ଯାହାକୁ ମାନିବା ଫଳରେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି।ନଚେତ ଆପଣଙ୍କୁ ଆନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ।ତେବେ ଆପଣ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ କିମ୍ବା ନିଜର ରୋସେଇ ଘରକୁ ଯିବା ସମୟରେ କିଛି ବିଶେଷ ଜିନିଷ ପ୍ରତି ଧ୍ୟାନ ରଖିବା ପାଇଁ ପ୍ରୟାସ କରନ୍ତୁ।

ଯେପରିକି ଆପଣ ଏହା ଚେଷ୍ଟା କରନ୍ତୁ କି ଆପଣ ନିଜର ରୋସେଇ ଘର ଅଗ୍ନି ଦିଗରେ କରିବେ ଯାହା ଫଳରେ ଆପଣଙ୍କ ଉପରେ ଅଗ୍ନି ଦେବତାଙ୍କ କୃପା ରହିବ।ଏହା ସହିତ ଆପଣ ଯେତେବେଳେ ରୋସେଇ କରୁଛନ୍ତି ସେହି ସମୟରେ ଏହା ଧ୍ୟାନ ରଖନ୍ତୁ ଯେପରି ଆପଣ କୌଣସି ଖରାପ ବସ୍ତ୍ର ପିନ୍ଧି ରୋଷେଇ ନ କରିବେ ଏହା ସହିତ ଆପଣ ଏହା ମଧ୍ୟ ଧ୍ୟାନ ରଖନ୍ତୁ

ଯେପରି ଆପଣ ନିଜର ରୋସେଇ ଘରେ ଝାଡ଼ୁ ରଖିବେ ନାହିଁ।ତେବେ ରୋସେଇ କରି ବାର ଏହି ସମସ୍ତ ନିୟମ ମାନି ରୋସେଇ କରିବା ଫଳରେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ରହିବ।ତେବେ ରୋସେଇ କରିବା ସମୟରେ କେବେ ମଧ୍ୟ ଖରାପ ଶବ୍ଦର ବ୍ୟବହାର କରନ୍ତୁ ନାହିଁ ଏହା ସହିତ ରୋସେଇ କରିବା ସମୟରେ କେବେ ମଧ୍ୟ କାହାକୁ କିଛି କଟୁ କଥା କହିବାକୁ ପ୍ରୟାସ କରନ୍ତୁ ନାହିଁ।

ନଚେତ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।ତେବେ ରୋସେଇ କରିବା ସମୟରେ ଏପରି ଆହୁରି ଅନେକ କଥା ରହିଛି ଯାହାକୁ ମାନିବା ନିହାତି ଭାବରେ ଆବଶ୍ୟକ।ନଚେତ ଆପଣ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଥାଏ।ଯେପରିକି ଆପଣ ରୋସେଇ କରିବା ସମୟରେ କେବେ ମଧ୍ୟ କୌଣସି ଚିରା ବସ୍ତ୍ର ପିନ୍ଧି ରୋଷେଇ କରନ୍ତୁ ନାହିଁ।

ଏହା ଆପଣଙ୍କ ପାଇଁ ଅନେକ ଅଶୁଭ ଫଳ ନେଇ ଆସିଥାଏ।ତେବେ ଏହି ସମସ୍ତ ବିଷୟ ପ୍ରତି ଧ୍ୟାନ ଦେବା ସହିତ ଆପଣ ଏହା ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ କି ଆପଣ ରୋସେଇ କରିବା ସମୟରେ ଯେପରି କାହା ସହିତ କଳହ କରିବେ ନାହିଁ।ଆପଣ ସମ୍ପୂର୍ଣ୍ଣ ଶୁଦ୍ଧ ମନରେ ରୋସେଇ କରିବା ଆବଶ୍ୟକ।

ଯାହା ଫଳରେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।ନଚେତ ଆପଣ ଅନେକ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।ଏହା ସହିତ ଅଟା ଚକଟିବା ସମୟରେ ଆମେ ସେଥିରେ ଲୁଣ ପକାଇ ଥାଉ।ତେବେ ଆମେ ଏହା ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ କି ଆମେ ଯଦି ସେଥିରେ କିଛି ଘିଅ ଓ ଆଉ କିଛି ଚିନି ପକାଇବା ତେବେ ଏହା ଆମ ପାଇଁ ବହୁତ ଭଲ ହୋଇଥାଏ।ଏହା ସହିତ ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ପଡ଼ି ଥାଏ।ଏହା ସହିତ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟାର ମଧ୍ୟ ସରଳ ସମାଧାନ ହୋଇ ଯାଇଥାଏ।

Leave a Reply

Your email address will not be published. Required fields are marked *