ରୂପା ଓ ପିଣ୍ଟୁଙ୍କ Monthly ରୋଜଗାର କେତେ,କଣ ସତରେ ଲକ୍ଷ ଲକ୍ଷ ଟଙ୍କା କମେଇଥାନ୍ତି ଏହି ଉପାୟ ଦ୍ୱାରା,ଏହାର ଅସଲ ସତ କଣ..ଦେଖନ୍ତୁ Video

Spread the love

ଅଭିନେତ୍ରୀ ରୂପା ଓ ଅଭିନେତା ପିଣ୍ଟୁଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେମାନେ ନିଜର ଅଭିନୟ ପାଇଁ ବର୍ତ୍ତମାନ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଅନେକ ଭାବରେ ଆକର୍ଷିତ କରି ଥାଏ।ଏହା ସହିତ ନିଜର ଅଭିନୟ ପାଇଁ ସେ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ଚାଲି ଅଛନ୍ତି।ଏହା ସହିତ ଅନେକ ଲୋକ ତାଙ୍କର ଭିଡିଓ ଦେଖିବା ପାଇଁ ଅନେକ ପସନ୍ଦ ମଧ୍ୟ କରୁଛନ୍ତି।

ତେବେ ଏହି ଦୁଇଜଣ ପରସ୍ପରକୁ ବିବାହ କରିବା ପରେ ଅଭିନୟ କରିବା ପାଇଁ ସ୍ଥିର କରି ଥିଲେ।ଏହା ସହିତ ପ୍ରଥମେ ସେମାନେ ଏକ ଛୋଟ ଭିଡିଓ କରି ପ୍ରଥମେ ଏହାକୁ ସୋସିଆଲ ମିଡିଆରେ ଛାଡ଼ି ଥିଲେ।ଏହା ସହିତ ଏହାକୁ ସୋସିଆଲ ମିଡିଆରେ ଛାଡ଼ିବା ପରେ ସେମାନେ ଏଥିରୁ ଅନେକ ଲୋକ ପ୍ରିୟତା ପାଇ ଥିଲେ।

ଏହା ସହିତ ଏଥିରୁ ଅନେକ ଲୋକପ୍ରିୟତା ପାଇବା ପରେ ସେମାନେ ଏହା ପରେ ପୁଣି ଏହିପରି ଭିଡିଓ କରିବା ଆରମ୍ଭ କରି ଦେଇଥିଲେ।ଏହା ପରେ ସେମାନେ ବହୁତ ଅଧିକ ଲୋକପ୍ରିୟ ହୋଇ ଯାଇଥିଲେ।ଏହା ସହିତ ସେମାନଙ୍କୁ ଆଲବମ କରିବା ପାଇଁ ଅନେକ ଅଫର ମିଳିବା ଆରମ୍ଭ ହୋଇ ଯାଇଥିଲା।

ଏହା ସହିତ ଏହା ପରେ ସେମାନେ ଏକାଠି ଭାବରେ ଆଲବମ୍ ମଧ୍ୟ କରି ଥିଲେ।ଏହା ସହିତ ଏଥିରେ ସେମାନେ ଅନେକ ଲୋକପ୍ରିୟତା ମଧ୍ୟ ପାଇ ଥିଲେ।ତେବେ ଏହା ପରେ ସେମାନେ ଯେତେବେଳେ ସମସ୍ତଙ୍କ ପାଖରେ ପରିଚିତ ହୋଇ ଯାଇଥିଲେ ସେମାନେ ସେହି ସମୟରେ ନିଜର ଏକ ୟୁ ଟ୍ୟୁବ ଚ୍ୟାନେଲ ଖୋଲିଥିଲେ।

ଏହା ସହିତ ଏଥିରେ ସେମାନେ ନିଜର ଭିଡିଓ ପୋଷ୍ଟ କରିଥିଲେ।ତେବେ ଏଥିରେ ମଧ୍ୟ ସେମାନେ ଅନେକ ଲୋକପ୍ରିୟତା ପାଇଥିଲେ।ଏହା ସହିତ ବର୍ତ୍ତମାନ ତାଙ୍କର ଭିଡିଓ ଦୈନିକ ପ୍ରାୟ ପାଖାପାଖି ୮-୧୦ ଲକ୍ଷ ଲୋକ ଦେଖିଥାନ୍ତି।ଯାହା ଫଳରେ ତାଙ୍କର ଦୈନିକ ରୋଜଗାର ମଧ୍ୟ ସେହିପରି ଅଟେ।

ତେବେ ତାଙ୍କର ଦୈନିକ ରୋଜଗାର ପ୍ରାୟ ପାଖାପାଖି ୧୦-୧୫ ହଜାର ଅଟେ।ଯାହା ଫଳରେ ସେ ମାସିକ ପ୍ରାୟ ୩-୪ ଲକ୍ଷ ଟଙ୍କା ରୋଜଗାର କରିଥାଆନ୍ତି।ଏହା ସହିତ ସେ ବର୍ତ୍ତମାନ ଓଡ଼ିଶାର ଜଣେ ଆଗ ଧାଡ଼ିର ଅଭିନେତା ଭାବରେ ବର୍ତ୍ତମାନ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।

ଏହା ସହିତ ଅନେକ ଲୋକଙ୍କ ପାଖରେ ସେ ବର୍ତ୍ତମାନ ପ୍ରିୟ ହୋଇ ଯାଇଛନ୍ତି।ଯାହା ଫଳରେ ଅନେକ ଲୋକ ତାଙ୍କୁ ଅନେକ ଭଲପାଇବା ମଧ୍ୟ ଦେଇଛନ୍ତି।ସେ ବର୍ତ୍ତମାନ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ଟଙ୍କା ରୋଜଗାର କରିବାରେ ସଫଳ ହୋଇ ପାରୁଛନ୍ତି।ଏହା ସହିତ ସେମାନେ ବର୍ତ୍ତମାନ ଓଡ଼ିଶାର ଏକ ନୂଆ ତାରକା ଭାବରେ ନିଜକୁ ପରିଚିତ କରି ପାରିଛନ୍ତି।ଏହା ସହିତ ସେମାନେ ଏହି ସଫଳତାରେ କେବଳ ନିଜର ପରିଶ୍ରମ ବଳରେ ପହଞ୍ଚି ପାରିଛନ୍ତି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *