ରୂପା ପିଣ୍ଟୁ Studiio ରେ ଗାଇଲେ ଗୀତ,ଶୁଣିବା ଲୋକ ହେଇଗଲେ ଆଶ୍ଚର୍ଯ୍ୟ,କହିଲେ ତୁମ Talent ଏପରି ଅଟେ,ଆପଣ ମଧ୍ୟ…ଦେଖନ୍ତୁ Video

Spread the love

ଅଭିନେତା ପିଣ୍ଟୁ ଓ ଅଭିନେତ୍ରୀ ରୂପାଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେମାନେ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ ଏହା ସହିତ ନିଜର ଅଭିନୟ ପାଇଁ ସେ ନିଜକୁ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ସଫଳ ହୋଇ ପାରିଛନ୍ତି।ତେବେ ଏହି ଅଭିନେତା ଓ ଅଭିନେତ୍ରୀ ବାସ୍ତବରେ ବହୁତ ଲୋକଙ୍କୁ ନିଜର ଅଭିନୟ ଦ୍ୱାରା ଆକର୍ଷିତ କରି ପାରିଛନ୍ତି।

ତେବେ ସେମାନେ ବିବାହ କରିବା ପରେ ପରସ୍ପର ସହିତ ଅଭିନୟ କରିବା ଆରମ୍ଭ କରିଥିଲେ।ଏହା ସହିତ ସେମାନେ ଏତେ ଅଧିକ ଲୋକପ୍ରିୟତା ପାଇବେ ବୋଲି ମଧ୍ୟ ସେମାନେ କେବେ ଭାବି ନଥିଲେ।ତେବେ ସୂଚନା ଅନୁସାରେ ବିବାହ କରିବା ପରେ ସେମାନେ ପ୍ରଥମେ ଏକ ଛୋଟ ଭିଡିଓ କରିଥିଲେ।ତେବେ ଏହି ଭିଡିଓ ବହୁତ ଲୋକଙ୍କୁ ପ୍ରଭାବିତ କରିଥିଲା।

ଏହା ସହିତ ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ମଧ୍ୟ ସେମାନଙ୍କୁ ବହୁତ ପସନ୍ଦ କରିଥିଲେ।ଏହା ସହିତ ଏହା ପରେ ସେମାନେ ପୁଣି ଛୋଟ ଛୋଟ ଭିଡିଓ କରି ପୋଷ୍ଟ କରିଥିଲେ।ତେବେ ଏହିପରି ଭାବରେ ସେମାନେ ଅଧିକ ଲୋକପ୍ରିୟ ହୋଇ ଚାଲିଥିଲେ।ଏହା ସହିତ ଏହି ଭିଡିଓ କରିବା ସହିତ ସେମାନେ ଧୀରେ ଧିରେ ଆଲବମ କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ।

ଏହା ସହିତ ଏହା ପରେ ସେମାନେ ବହୁତ ଅଧିକ ଲୋକପ୍ରିୟ ମଧ୍ୟ ହୋଇ ଯାଇଥିଲେ।ତେବେ ଅଭିନୟ ସେମାନଙ୍କୁ ଏକ ବହୁତ ବଡ଼ ପରିଚୟ ମଧ୍ୟ ଦେଇ ପାରିଥିଲା।ତେବେ ଅଭିନୟ ଦୁନିଆରେ ସେମାନେ ନିଜକୁ ଏକ ପ୍ରତିଷ୍ଠା ଦେବାରେ ସଫଳ ହୋଇ ପାରିଥିଲେ।ତେବେ ଅଭିନୟ ଦୁନିଆରେ ସେମାନେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।

ତେବେ ଅଭିନୟ କରିବା ସହିତ ଏହା ପରେ ସେମାନେ ବର୍ତ୍ତମାନ ଗୀତ ଗାଉ ଥିବାର ଦେଖା ଯାଇଥିଲା।ତେବେ ସୂଚନା ଅନୁସାରେ ସେମାନେ ଏକ ଗୀତର ସୁଟିଂ କାର୍ଯ୍ୟରେ ଥିବାର ଦେଖା ଯାଇଥିଲା।ଏହା ସହିତ ସେହି ଷ୍ଟୁଡିଓ ମଧ୍ୟରେ ସେମାନେ ଏକ ଗୀତର ସୁଟିଂ ହେଉ ଥିବାର ଦେଖା ଯାଇଥିଲା।

ତେବେ ଏହି ଗୀତକୁ ହ୍ୟୁମାନ ସାଗର ଗାଇଥିଲେ।ଏହା ସହିତ ଆଉ ଜନେ ସଂଗୀତକାର ମଧ୍ୟ ସେଠାରେ ଏହି ଗୀତ ଗାଇଥିଲେ।ମାତ୍ର ଏହା ପରେ ସେମାନେ ସେଠାରେ ଯେହେତୁ ଉପସ୍ଥିତ ଥିଲେ ତେଣୁ ସେମାନେ ମଧ୍ୟ କିଛି ଗୀତ ଗାଇଥିଲେ।ଏହା ସହିତ ଏହା ଭିଡିଓ ହୋଇ ଯାଇଥିଲା।ତେଣୁ ଏହାକୁ ଦେଖିବା ପରେ

ବର୍ତ୍ତମାନ ତାଙ୍କର ପ୍ରଶଂସକ ଏହା କହିବା ଆରମ୍ଭ କରି ଦେଇଛନ୍ତି କି ସେମାନେ ଅଭିନୟ କରିବା ସହିତ ବର୍ତ୍ତମାନ ଗୀତ ଗାଇବା ପାଇଁ ମଧ୍ୟ ପ୍ରୟାସ କରୁଛନ୍ତି।ମାତ୍ର ସେମାନେ ନିର୍ଦ୍ଧିଷ୍ଟ ଭାବରେ ଗୀତ ଗାଇ ନଥିଲେ।ତେବେ ସେମାନେ ଯେହେତୁ ସେଠାରେ ଉପସ୍ଥିତ ଥିଲେ ସେହି କାରଣରୁ ସେମାନେ ସେଠାରେ ଗୀତ ଗାଇ ଦେଇଥିଲେ।

Leave a Reply

Your email address will not be published. Required fields are marked *