ରୁଟିରେ ଦର୍ଶନ ଦେଲେ କାଳିଆ ଠାକୁର ,Bhakti ରେ ଆଖିରୁ ଝରିଲା ଲୁହ,ଦେଖିଲା ପରେ ଆପଣ ମଧ୍ୟ ହେଇଯିବେ ଖୁସି…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆଜି ଆମେ ଜାଣିବା ଏକ ଭକ୍ତି ଭାବର ବିଶେଷ ଦୃଶ୍ୟ ବିଷୟରେ।ଯାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଝରିଆସିବ।ଜୀବନର ଵ୍ୟସ୍ତତାରୁ ସମୟ ମିଳୁନଥିଲା।

କାଳିଆର ଦର୍ଶନ ଟିକେ କରିବାକୁ ଏବଂ ତାର ପାଖକୁ ଯିବାକୁ।ହେଲେ ଆଜି କାଳିଆ ନିଜେ ଘରକୁ ଆସିଛି।ରୁଟି ସେକୁଥିଲେ ହଠାତ କାଳିଆଙ୍କ ଏମିତି ଆବିର୍ଭାବ ହେଲା ଯେ ଗୋଟିଏ କ୍ଷଣରେ ତାଙ୍କ ଆଖି ଛଳ ଛଳ କରିଦେଲା।ଜାଣିପାରିଲେ ବହୁତ ଦିନ ପରେ ଆଶା ଟିକେ ଥିଲା କାଳିଆର ଦର୍ଶନ କରିବେ।କିନ୍ତୁ ଯାଇପାରୁ ନଥିଲେ।

ହେଲେ ଆଜି କାଳିଆ ତାଙ୍କ ଘରକୁ ଆସିଛି।ଆପଣ ସେହି ରୁଟିଟିକୁ ନିଜେ ଦେଖିଲେ ଜାଣିପାରିବେ ଯେ କାଳିଆର କିପରି ଦୁଇଟି ଆଖି ସେହି ରୁଟିରେ ଚମକୁଛି।ଯେମିତି କୁହାଯାଏ ସେ ଭକତ ଭାବରେ ବନ୍ଧା।ସେ ଭକ୍ତ ଉତ୍ସଳ।କେତେବେଳେ ଭକ୍ତ ହାତରୁ ନଡ଼ିଆ ନିଏ ତ କେତେବେଳେ ନନ୍ଦିଘୋଷ ଭକ୍ତର ବାଲି ରଥରେ ବସେ।

ଭକ୍ତର ଭାବନାକୁ ବୁଝେ।ସେଥିପାଇଁ ତ ତାକୁ ଭାଵବିନୋଡିୟ କାଳିଆ ବୋଲି କୁହାଯାଏ।ଏମିତି ଜଣେ ଭକ୍ତର ଭାଵକୁ ବୁଝେ।ଆଜି ରୁଟିରେ ଦେଖାଦେଇଛନ୍ତି ପ୍ରଭୁ ଜଗନ୍ନାଥ।ଆପଣ ସେହି ଦୃଶ୍ୟକୁ ନିଜ ଆଖିରୁ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ।ରୁଟି ମଧ୍ୟରେ କିଭଳି ଦୁଇଟି ଆଖି ଅଛି।କାଳିଆ ନିଜ ଆଖିରେ ତା ଭକ୍ତକୁ ଚାହିଁବାପରି ଦେଖାଯାଉଛି।

ଏଭଳି ଏକ ଆଲୋକିକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲାରେ।ଶିକ୍ଷକ ବିଶ୍ୱରଞ୍ଜନ ନାୟକଙ୍କ ସ୍ତ୍ରୀ ରାଜଲକ୍ଷ୍ମୀ ଘରେ ରୁଟି କରୁଥିଲେ।ସେତେବେଳେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିଛବି ଦେଖାଯାଇଥିଲା।ଏହା ରାଜଲକ୍ଷ୍ମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।କିଛି ଦିନ ଆଗରୁ ରାଜଲକ୍ଷ୍ମୀଙ୍କ ପୁରା ପରିବାର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ହେଲେ କୌଣସି କାରଣରୁ ରାଜଲକ୍ଷ୍ମୀ ଯାଇପାରି ନଥିଲେ।ମାତ୍ର ମହାପ୍ରଭୁଙ୍କ ଦର୍ଶନର ଅଭିଳାଷ ମନରେ ରହିଥିଲା।ଆଉ ଆଜି ତାଙ୍କୁ ପ୍ରଭୁ ଜଗନ୍ନାଥ ନିଜେ ଆସି ରୁଟିରେ ଦେଖା ଦେଇଥିବା ସେ କହିଛନ୍ତି ତେବେ ସେ କହିଛନ୍ତି ଯେ ଆଜି ସକାଳେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଛି।କେବେ ଭାବି ନଥିଲି ସ୍ୱପ୍ନରେ ବି ଯେ ମୁ କେବେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇବି।

କିଛି ଦିନ ପୂର୍ବରୁ ମୋର ପରିବାର ଲୋକ ସମସ୍ତେ ଯାଇଥିଲଲେ ଦର୍ଶନ କରିବାକୁ ପୁରୀ।କିନ୍ତୁ କୌଣସି କାରଣ ବଶତଃ ମୁଁ ଯାଇପାରି ନଥିଲି।ମନରେ ଦୁଃଖ ଅଵଶୋଷ ଥିଲା ଯେ ତାଙ୍କୁ ଦେଖିପାରିଲି ନାହିଁ।ଆଜି ରୁଟିରେ ଜଗନ୍ନାଥଙ୍କ ପ୍ରତିଛବି ଦେଖିଲି।ପ୍ରଭୁଙ୍କ ଆଖି ତାଙ୍କ ନାକ ଏବଂ ତିଳକ ସବୁ ମୁଁ ଦେଖିପାରିଲି।ରୁଟିରେ ପ୍ରଭୁଙ୍କ ପ୍ରତିଛବି ଦେଖି ତାଙ୍କୁ ଏବେ ଠାକୁର ଘରେ ଫଟୋ ପାଖରେ ରଖି ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *