ସ୍ୱାମୀ ସ୍ତ୍ରୀ – ବୟ ଫ୍ରେଣ୍ଡ ଗାର୍ଲ ଫ୍ରେଣ୍ଡ ମଧ୍ୟରେ ଝଗଡା ଜୀବନ ସାରା ହେବ ନାହିଁ – ସବୁ ସମ୍ପର୍କରେ ଏହି ତିନୋଟି କାମ ହେବା ନିହାତି ଦରକାର…

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ସବୁ ସମ୍ପର୍କରେ ଏହି ତିନୋଟି କାମ ନିଶ୍ଚିତ ଭାବରେ ହେବା ଦରକାର।ସ୍ୱମୀ ସ୍ତ୍ରୀ ଏବଂ ବୟ ଫ୍ରେଣ୍ଡ ଗାର୍ଲ ଫ୍ରେଣ୍ଡ ମଧ୍ୟରେ ଝଗଡା ଜୀବନ ସାରା ହେବ ନାହିଁ।ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ବିବାହ ଏକ ଏପରି ସମ୍ପର୍କ ଯାହାକୁ ଦୁଇଟି ଆତ୍ମାର ମିଳନ ବୋଲି କହିଥାନ୍ତି।ଏହା ଏକ ଅତି ପବିତ୍ର ସମ୍ପର୍କ ଅଟେ।ଏଥିରେ କେହି ଅଲଗା ହୁଅନ୍ତି ନାହିଁ।ବରଂ ଜଣେହିଁ ହୋଇଥାନ୍ତି।ଯେଉଁଠାରେ ମୁଁ ତୁ ରୁହେ ନାହିଁ ଏବଂ ଖୁସି ଦୁଃଖ ମିଶିକରି ବାଣ୍ଟନ୍ତି।ଏହାକୁହିଁ କହିଥାନ୍ତି ସ୍ୱମୀ ସ୍ତ୍ରୀର ସମ୍ପର୍କ।ହେଲେ ଆଜି କାଲି ଏହା ଆଉ ଦେଖିବାକୁ ମିଳୁନାହିଁ।ଏବେ ସ୍ୱମୀ ଏବଂ ସ୍ତ୍ରୀ ମଧ୍ୟରେ ଝଗଡା ବହୁତ ଅଧିକ ହେବାରେ ଲାଗିଛି।ଏବଂ ଶେଷରେ ଡିଭୋର୍ସ ହେଉଛି ଏବଂ ଏପରି ହେବାର ବହୁତ ସାରା କାରଣ ରହିଛି।

ତେବେ ଆମେ ଆଜି ଏପରି ତିନୋଟି କାରଣ ବିଷୟରେ କହିବୁ ଯେଉଠରେ ସେଥିପାଇଁହିଁ ପାତି ପତ୍ନୀଙ୍କ ମଧ୍ୟରେ ଝଗଡା ହେଉଛି।ଯଦି ତୁମେ ଏହି କଥା ଭାବିବଯେ ସେ ଭୁଲ ଅଛି ଏବଂ ମୁ ଠିକ ଅଛି।ଯଦି ତୁମେ ଏହି କଥା ସବୁବେଳେ ଭାବିବ ତେବେ ତୁମ ମଧ୍ୟରେ ରହିଥିବା ସମସ୍ୟା କେବେହେଲେ ଦୂର ହେବ ନାହିଁ।

ଯଦି ତୁମେ ବୈବାହିତ ଜୀବନରେ ଆଗକୁ ଯିବାପାଇଁ ଚାହଁ ତେବେ ତୁମେ ଦୁହେଁ ଦୁହିଁଙ୍କୁ କ୍ଷମା ମାଗିବା ଶିଖ।ଏହାପରେ ରହିଛି ଦୁହେଁ ଦୁହିଁଙ୍କ କେୟାର ନନେବା।ଆପଣ ମାନଙ୍କୁ ବେଳେ ବେଳେ ଲାଗେଜେ ସେ ତ ଘରେ ରହିଛନ୍ତି ମୁଁ କାହିଁକି ତାଙ୍କର କେୟାର ନେବି।ଏମିତିରେ ସେ ତ ମତେ ଏବେ ମିଲିସାରିଛନ୍ତି।ହେଲେ ଏପରି କେବେହେଲେ କରନ୍ତୁ ନାହିଁ।ସେ ତୁମ ସାଥି ଏବଂ ସେ ତୁମ ଉପରେ ନିର୍ଭର ରୁହନ୍ତି।ତାଙ୍କର ପ୍ରତ୍ୟେକ ଜିନିଷରେ କେୟାର ରଖିବା ତୁମର କର୍ତ୍ତବ୍ୟ।

ଯେପରି ତୁମର ସ୍ୱପ୍ନ ରହିଛି ସେପରି ତାଙ୍କର ମଧ୍ୟ ସ୍ୱପ୍ନ ରହିଛି ଯାହାକୁ ତୁମକୁ ପୂରଣ କରିବାକୁ ପଡିବ।ହେଲେ ଏପରି ନହେଲେ ଦୁହେଁ ଦୁହିଁଙ୍କ ମଧ୍ୟରେ ଝଗଡା ହେବା ଆରମ୍ଭ ହୋଇଯିବ।ସେମିତିରେ କେବେହେଲେ ଆପଣ ଜୀବନରେ ଖୁସି ପାଇବେ ନାହିଁ।ଏବଂ ଶେଷରେ ଯାହା ରହିଲା ଦୁହେଁ ଦୁହିଁଙ୍କୁ ଧୋକା ଦେବାରେ ଲାଗନ୍ତି।ହୋଇପାରେ କିଛି ଭି କାରଣ ପାଇଁ ହେଉ କିମ୍ବା ହୋଇପାରେ ମିଛ କହି ହେଉ ବା ଆଉ କାହା ସହିତ ସମ୍ପର୍କ ରଖି ହେଉ।

ଏହି କାରଣ ପାଇଁ ସ୍ୱମୀ ସ୍ତ୍ରୀ ଙ୍କ ମଧ୍ୟରେ କେବେ ଯଦି ଧୋକା ଆସିଲା ତେବେ ସେହି ସମ୍ପର୍କ ରଖିବା ବା ନ ରଖିବାର କିଛି ମାନେହିଁ ନାହିଁ।କାରଣ ଏମାନଙ୍କ ସମ୍ପର୍କ ପବିତ୍ର ହୋଇଥାଏ।ଏବଂ ଏପରି ହେଲେ ସେଥିରେ କଳଙ୍କ ଲାଗେ।ତେବେ ଜୀବନରେ ଏହି ସବୁ କଥା ସବୁବେଳେ ମନେ ରଖିବେ।ଏହା ଦ୍ୱାରା କେବେହେଲେ ଆପଣଙ୍କ ପାଟନରଙ୍କ ସହିତ ଝଗଡା ହେବ ନାହିଁ।

Leave a Reply

Your email address will not be published. Required fields are marked *