ସମ୍ପର୍କୀୟ ଖୁଡି (Aunty) ଙ୍କୁ ନେଇ ପୁତୁରା ଫେରାର,ଆଉ ତାପରେ ଦାଦା ଯାହା ଯାହା କରିଲେ ସମସ୍ତେ ହେଇଗଲା ଆଚାର୍ଯ୍ୟ ଆଉ କହିଲେ ତମେ ମଧ୍ୟ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ କିଛି ବିଶେଷ ସୂତ୍ରରୁ ଏକ ଏପରି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ଏହି ଘଟଣା ସମ୍ପର୍କରେ ଆପଣ ଯାହାଙ୍କୁ କହିବେ ସେ ମଧ୍ୟ ଏହାକୁ ଶୁଣି ଅନେକ ମାତ୍ରାରେ ଆଶ୍ଚର୍ଯ୍ୟ ହୋଇଯିବେ।

ଓ ଏହା ଆପଣଙ୍କୁ ଭାବିବାକୁ ନିଶ୍ଚିତ କରିଦେବ ଯେ ଆଜିର ଦୁନିଆରେ ଏପରି ଘଟଣା ମଧ୍ୟ ସମ୍ଭବ।ତେବେ ଘଟଣାଟି ହେଉଛି ଖୁଡିକୁ ନେଇ ଫେରାର ମାରିଲା ପୁତୁରା।ତେବେ ଏହା ବିଶ୍ୱାସ ନହେଉଥିଲେ ମଧ୍ୟ ସତ୍ୟ ଅଟେ।ମାତ୍ର କିଛି ଦିନ ତଳେ ଘରକୁ ବାହା ହୋଇ ଆସିଥିବା ମାଆ ସମାନ ଖୁଡି ସହିତ ରଖିଥିଲା ପ୍ରେମ ସମ୍ପର୍କ।

ଏହାପରେ ସୁଯୋଗ ମିଳିବା ମାତ୍ରେ ଘର ଛାଡ଼ି ଫେରାର ହୋଇଗଲେ ପୁତୁରା ଆଉ ଖୁଡି।ଅନ୍ଧ ପ୍ରେମର ଏହିଭଳି ଏକ ନମୁନା ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି।ଏହି ଘଟଣାରେ ମହିଳାର ସ୍ୱାମୀ ଏତଲା ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ଏହି ଫେରାର ପ୍ରେମୀ ଯୁଗଳକୁ ଧରିବାରେ ସଫଳ ହୋଇ ନାହାନ୍ତି।

ମିଳିଥିବା ସୂଚନା ଅନୁସାରେ ଉକ୍ତ ମହିଳା ଜଣଙ୍କ ବାହା ହୋଇ ଆସିବା ପର ଠାରୁ ପୁତୁରା ସହିତ ତାଙ୍କର ପ୍ରେମ ସମ୍ପର୍କ ରହି ଆସିଥିଲା।ଏପରିକି ଏହା ବିଷୟରେ ପରିବାରର ଲୋକମାନେ ମଧ୍ୟ ଜାଣିଥିଲେ।ବହୁ ବୁଝେଇବା ପରେ ମଧ୍ୟ ସେମାନଙ୍କ ମଧ୍ୟରେ କୌଣସି ପରିବର୍ତ୍ତନ ଆସି ନଥିଲା।ତେବେ ଅକ୍ଟୋବର ୧୬ ତାରିଖ ଦିନ ସୁଯୋଗ ମିଳିବା ପରେ ସେମାନେ ଘର ଛାଡ଼ି ପଳାଇଥିଲେ।

ପୋଲିସ କହିବା ଅନୁସାରେ ନବବିବାହିତା ମହିଳାଙ୍କ ବୟସ ମାତ୍ର ୧୯ ବର୍ଷ ହୋଇଥିଲା।ଓ ପୁତୁରାର ବୟସ ୨୪ ବର୍ଷ ହୋଇଥଲା।ମହିଳାଙ୍କ ସ୍ୱାମୀ ଉଭୟଙ୍କ ନାମରେ ଏତଲା ଦେଇଥିଲେ।ବର୍ତ୍ତମାନର ଖବର ଅନୁସାରେ ପୋଲିସ ଏହାର ତଦନ୍ତ ଜାରି ରଖିଛି।ତେବେ ଏପର୍ଯ୍ୟନ୍ତ ସେମାନଙ୍କ କୌଣସି ପତା ମିଳିନାହିଁ।ଏହି ଘଟଣା ପ୍ରଘଟ ହେବାବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।ତେବେ ବାସ୍ତବରେ ଏହି ଖବର ଆଶ୍ଚର୍ଯ୍ୟ କରିଦେବା ଭଳି ଅଟେ।

Leave a Reply

Your email address will not be published. Required fields are marked *