ଭାଇରାଲ ବଏ ଶାନ୍ତନୁଙ୍କ ସମ୍ପୂର୍ଣ୍ଣ ପରିବାର ବିଷୟରେ ଆପଣ ଆଗରୁ ଜାଣି ନଥିବେ,ତାଙ୍କ ମମି Jayanti ଙ୍କ ବିଷୟରେ ଏହି କଥା ଆପଣ ଆଗରୁ ଶୁଣି ନଥିବେ…ଦେଖନ୍ତୁ Video

Spread the love

ଓଡ଼ିଶାର ପ୍ରତ୍ୟେକ ସ୍ଥାନରେ ବର୍ତ୍ତମାନ ଚର୍ଚ୍ଚାରେ ରହିଥିବା ଭାଇରାଲ ବଏ ଶାନ୍ତନୁ ନିଜ ସଙ୍ଗୀତ ଏବଂ ନିଆରା ଢଙ୍ଗର ଅଭିନୟକୁ ନେଇ ପରିଚିତ। ଓଡ଼ିଶାର ନୂଆ ସ୍ୱରରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଶାନ୍ତନୁ ମହାନ୍ତି ବର୍ତ୍ତମାନ ନିଜ ନିଆରା ଶୈଳୀ ଦ୍ୱାରା ସାରା ଓଡ଼ିଶାବାସୀଙ୍କ ମନ କିଣୁଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ପରିବାର ସମ୍ପର୍କରେ।ତାଙ୍କ ପୂର୍ଣ ନାମ ହେଉଛି ଶାନ୍ତନୁ କୁମାର ମହାନ୍ତି ଏବଂ ଘର ଅନୁଗୁଳରେ।

ତାଙ୍କ ବାପାଙ୍କ ନାମ ହେଉଛି ସଞ୍ଜୀବ କୁମାର ମହାନ୍ତି ଏବଂ ମା ହେଉଛନ୍ତି ଜୟନ୍ତୀ ମହାନ୍ତି। ସେମାନେ ଏବେ ବାଲେଶ୍ୱର  ରେ ରହୁଥିବା ବେଳେ ତାଙ୍କ ବାପା ଜଣେ ଫର୍ମର କଲେକ୍ସନ ଆଇ.ଆଇ.ସି ବ୍ୟାଙ୍କର ଏବଂ ଏଚଡି.ଏଫ.ସି ବ୍ୟାଙ୍କର କାର୍ଯ୍ୟକର୍ତ୍ତା ଅଟନ୍ତି।ତାଙ୍କ ମାଙ୍କ ପ୍ରକୃତ ଘର ଅନୁଗୁଳ ଅଟେ।

ଶାନ୍ତନୁ ହେଉଛନ୍ତି ଜୟନ୍ତୀ ଏବଂ ସଂଜୀବଙ୍କ ଏକ ମାତ୍ର ପୁତ୍ର ସନ୍ତାନ। କିନ୍ତୁ ବର୍ତ୍ତମାନ ସେ ଭୁବନେଶ୍ୱରରେ ରହୁଛନ୍ତି ଏବଂ ଶାନ୍ତନୁ ସେଠାରେ ହିଁ ପାଠ ପଢୁଛନ୍ତି।ସୂଚନାଯୋଗ୍ୟ ଯେ, ଓଡ଼ିଆ ଚ୍ୟାନେଲ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ସୋ “ଓଡ଼ିଶାର ନୂଆ ସ୍ୱର” ପ୍ରତିଯୋଗିତାରେ ଭାଗ ନେଇ ବର୍ତ୍ତମାନ ଓଡ଼ିଶାର ଘରେ ଘରେ କୁନି ବାବୁସାନ ନାମରେ ପରିଚିତ ହୋଇଥିବା

ସିଙ୍ଗର ଶାନ୍ତନୁ ବର୍ତ୍ତମାନ ଷ୍ଟେଜ ସୋରେ ବ୍ୟସ୍ତ। ଲୋକମାନେ ତାଙ୍କୁ ଓଡ଼ିଶାରେ ଭାଇରଲ ବଏ ନାମରେ ଜାଣିଛନ୍ତି। ତାଙ୍କ ସ୍ୱର, କଣ୍ଠ, ତାଳ ଏବଂ ଲୟ ଦ୍ୱାରା ଲୋକମାନଙ୍କୁ ନିଜର କରିଥିବା ଶାନ୍ତନୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି। ବାବୁସାନଙ୍କ ଭଳି ଭବିଷ୍ୟତରେ ହିରୋ ହୋଇ

ନିଜ ଚଳଚ୍ଚିତ୍ରରେ ନିଜେ କଣ୍ଠ ଦାନ କରିବାକୁ ଇଚ୍ଛା ରଖିଥିବା ଶାନ୍ତନୁ ବର୍ତ୍ତମାନ ଲୋକପ୍ରିୟତା ପାଇଁ ପ୍ରତ୍ୟେକ ଜାଗାରେ ଷ୍ଟେଜ ସୋ କରୁଛନ୍ତି। ତାଙ୍କର ଏହି ଭିଡ଼ିଓ ବହୁଳ ମାତ୍ରାରେ ସୋସିଆଲ ମିଡ଼ିଆ ଅର୍ଥାତ ଫେସବୁକ, ଇନଷ୍ଟାଗ୍ରାମ ଆଦିରେ ସେୟାର ହେଉଛି ଏବଂ ତାଙ୍କ ଲୋକପ୍ରିୟତା ସବୁ ସ୍ଥାନରେ ଦେଖିବାକୁ ମିଳୁଛି।

ଏହି କୁନି ଗାୟକ ଶାନ୍ତନୁ ମହାନ୍ତି କୁହନ୍ତି ଯେ, ଯେତେବେଳେ ତାଙ୍କୁ ୩ ବର୍ଷ ବୟସ ହୋଇଥିଲା , ସେତେବେଳେ ଠାରୁ ସେ ଗୀତ ଗାଉଛନ୍ତି ଏବଂ ୪ ବର୍ଷ ବୟସରୁ ସେ ଗୀତ ମଧ୍ୟ ଶିଖୁଛନ୍ତି। ସେ ହିନ୍ଦୀ ରିଏଲିଟି ସୋ ସାରେଗାମାପାରେ ମଧ୍ୟ ଅଂଶ ଗ୍ରହଣ କରି ସାରିଛନ୍ତି। ଯାହାଦ୍ୱାରା ସେ ଭାରତ ବର୍ଷରେ ମଧ୍ୟ ପରିଚିତ।

Leave a Reply

Your email address will not be published. Required fields are marked *