ସେପଟେ ମ୍ୟାଚ ଖେଳୁଥିଲେ ରୋହିତ ଶର୍ମା ଘରକୁ ଆସିଲା ବଡ ଦୁଃଖ ଖବର,ସ୍ତ୍ରୀ Ritika ଦେଲେ ଏଭଳି ଖବର…

Spread the love

ପତ୍ନୀ ରିତିକା ସେୟାର କଲେ ଇମୋସନାଲ ପୋଷ୍ଟ। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଏକ ଝଟକା ଲାଗିଛି।ତାଙ୍କ ପତ୍ନୀ ତାଙ୍କ ପୋଷା କୁକୁର ସହିତ ତାଙ୍କ ପରିବାର ଲୋକଙ୍କ ଏକ ଫଟୋ ସେୟାର କରି ଅନେକ ଭାବ ପ୍ରବଣ ନୋଟ ଲେଖିଛନ୍ତି। ରୋହିତ ଶର୍ମା

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ଏକ ଦିନିକିଆ ସିରିଜର ଅଧିନାୟକ ଅଟନ୍ତି। ବ୍ୟାଟିଂ କରିବା ବେଳେ ରୋହିତ ଶର୍ମା ୬୭ ବଲରେ ୮୨ ରନ ଖେଳିଥିଲେ।ଏହି ସମୟରେ ସେ ୯ଟି ଚଉକା ୩ଟି ଛକା ଲଗାଇଥିଲେ। ଯେତେବେଳେ ସେ ନିଜର ୪୧ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ ସେତେବେଳେ

ସେ ମଧ୍ୟ ଆକାଶକୁ ଚାହିଁଥିଲେ।ତାଙ୍କ ପତ୍ନୀ ରିତିକା ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ପ୍ରଶଂସକକୁ ଏକ ଖବର ସେୟାର କରିଛନ୍ତି। ପ୍ରକୃତରେ ରୋହିତ ଶର୍ମାଙ୍କ ପୋଷା କୁକୁରର ମୃ-ତ୍ୟୁ ହୋଇଛି। ପ୍ରଥମ ୱାନ ଡେ ପୂର୍ବରୁ ରୋହିତ ଶର୍ମାଙ୍କ ପୋଷା କୁକୁରର ମୃ-ତ୍ୟୁ ହୋଇଛି। ତାଙ୍କ ପତ୍ନୀ ତାଙ୍କ ଝିଅ ଓ ପରିବାର

କିଛି ସଦସ୍ୟଙ୍କ ସହ ତାଙ୍କ ପୋଷା କୁକୁରର ଫଟୋ ସେୟାର କରିଥିଲେ। ଏହି ସମୟରେ ସେ ଏକ ଭାବ ପ୍ରବଣ ବାର୍ତା ଲେଖି ଥିଲେ। ଏଥିରେ ଅନେକ ଲୋକ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି।ତେବେ ମ୍ୟାଚ ବିଷୟରେ ଆଲୋଚନା କରିବା ତ ଭାରତ ପ୍ରଥମ ଦିନିକିଆ ଜିତି ଯାଇଛି। ବିରାଟ କୋହଲି

ଏହି ମ୍ୟାଚରର ଆକର୍ଷଣୀୟ ଶତକ ଲଗାଇଥିଲେ। ସେ ଜବରଦସ୍ତ ପାରି ଖେଳିଥିଲେ। ରୋହିତ ଶର୍ମା, ସୁଭମନ ଗିଲ ଜବରଦସ୍ତ ପାରି ଖେଳିଥିଲେ।

Leave a Reply

Your email address will not be published. Required fields are marked *