ପେନ କିଲରର (Penkiller) ପାର୍ଶ୍ଵପ୍ରତିକ୍ରିୟା କଣ ଅଟେ,ଯଦି କେବେ ପେନ କିଲର ଖାଉଛନ୍ତି ତେବେ ସାବଧାନ,ଏହି ଅସୁବିଧା ରେ ପଡି ପାରନ୍ତି ଆପଣ…

Spread the love

ସାଧାରଣ ଭାବରେ ମନୁଷ୍ୟର ସମାଜ ଯେବେ ଠାରୁ ଆରମ୍ଭ ହୋଇଛି ସେହି ସମୟ ପରଠାରୁ ମନୁଷ୍ୟ ନିଜର ଅନେକ ରୋଗର ଚିକିତ୍ସା ପାଇଁ ଅନେକ ପ୍ରକାରର ଔଷଧ ବାହାର କରିବା ଆରମ୍ଭ କରିଛି।ଏହା ସହିତ ଏଥି ମଧ୍ୟରୁ ଏକ ହେଉଛି ପେନ କିଲର।ତେବେ ଅନେକ ପୂର୍ବରୁ ଅନେକ ଲୋକଙ୍କ ଶରୀରରେ ଅନେକ ପ୍ରକାରର ଜନ୍ତ୍ରଣା ରହିଥାଏ।ଏହା ସହିତ ଏହାର ନିରାକରଣ କରିବା ପାଇଁ ବିଭିନ୍ନ ପ୍ରକାରର ଔଷଧର ସେବନ କରା ଯାଇଥାଏ।

ଏହାକୁ ସାଧାରଣ ଭାବରେ ଆମେ ପେନ କିଲର ବୋଲି କହିଥାଉ।ତେବେ ଏହାକୁ ସେବନ କରିବା ଫଳରେ ଆମର ଯନ୍ତ୍ରଣା ନିରାକରଣ ହୋଇ ଯାଇଥାଏ।ଏହା ସହିତ ଏହାକୁ ସେବନ କରିବା ଆମ ପାଇଁ ଅନେକ ଭାବରେ ଉପକାରୀ ମଧ୍ୟ ହୋଇଥାଏ।ତେବେ ଏହା ପରେ ମଧ୍ୟ ଏହାର ଅନେକ ପ୍ରକାର ପାର୍ଶ୍ଵପ୍ରତିକ୍ରିୟା ରହିଛି।

ଯାହା ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।ତେବେ ପ୍ରତ୍ୟେକ ଜିନିଷର କିଛି ଭଲ ଗୁଣ ଥିଲେ କିଛି ଖରାପ ଗୁଣ ମଧ୍ୟ ରହିଥାଏ।ଏହା ସମ୍ପର୍କରେ ମଧ୍ୟ ଜାଣିବା ଆମ ପାଇଁ ନିହାତି ଭାବରେ ଜରୁରୀ ଅଟେ।କାରଣ ଏହାର ବ୍ୟବହାର ଆମର ଜୀବନରେ ଆମେ ଅନେକ ଥର କରିଥାଉ।ତେବେ ଏହା ଭିନ୍ନ ଭିନ୍ନ ପ୍ରକାରର ଅଟେ।

ଏହା ସହିତ ଏହାକୁ ଖାଇବା ସମୟରେ ଏହା ବିଷୟରେ ସଠିକ ଭାବରେ ଜାଣିବା ନିହାତି ଭାବରେ ଆବଶ୍ୟକ।ଏହା ସହିତ ଏହା ମଧ୍ୟ ଜାଣିବା ଆବଶ୍ୟକ କି ଆପଣ ଏହାକୁ ସେବନ କରିବା ସମୟରେ ଏହା ଆପଣଙ୍କ ଶରୀର ପାଇଁ କେତେ ମାତ୍ରାରେ ଆବଶ୍ୟକ।ଏହା ସହିତ ଏହାର ଅଧିକ ସେବନ ଆପଣଙ୍କ ପାଇଁ ଅନେକ ଭାବରେ କ୍ଷତିକାରକ ହୋଇଥାଏ।

ଏହା ସହିତ ଏହାକୁ ସେବନ କରିବା ଫଳରେ ଏହା କିଛି ଲୋକଙ୍କ କିଡନୀ ଖରାପ କରିବାର ମଧ୍ୟ ଅନେକ ସମ୍ଭାବନା ରହିଥାଏ।ତେବେ ଏହା ସମସ୍ତଙ୍କ କ୍ଷେତ୍ରରେ ଦେଖା ଯାଇ ନଥାଏ।ଏହା କେବଳ କିଛି ଲୋକଙ୍କ ଶରୀରରେ ଦେଖା ଯାଇ ଥାଏ।ତେଣୁ ଏହା ସମ୍ପର୍କରେ ସଠିକ ଭାବରେ ଜାଣି ଏହାର ସେବନ କରିବା ଆବଶ୍ୟକ।

ଏହା ସହିତ ଏହାକୁ ଆବଶ୍ୟକ ଅନୁସାରେ ସେବନ କରିବା ଫଳରେ ଏହା ଆପଣଙ୍କ ଯନ୍ତ୍ରଣା କମ କରିବାରେ ସହାୟକ ହୋଇ ଥାଏ।ନଚେତ ଏହା ଆପଣଙ୍କ ପାଇଁ ଅନେକ ଭାବରେ ସମସ୍ୟା ମଧ୍ୟ ସୃଷ୍ଟି କରି ଥାଏ।ଯେପରିକି ଏହାକୁ ଆପଣ ଯଦି ଆବଶ୍ୟକତା ଠାରୁ ଅଧିକ ସେବନ କରିବେ ତେବେ ଏହା ଆପଣଙ୍କ ମସ୍ତିଷ୍କ ଉପରେ ଏହା ଅନେକ ଭାବରେ ପ୍ରଭାବ ପକାଇବ।

ଏହା ସହିତ ଆପଣ ସଠିକ ଭାବରେ ସୋଇ ପାରିବେ ନାହିଁ।ଏହିପରି ଅନେକ ସମସ୍ୟା ଆପଣଙ୍କ ଜୀବନରେ ଆରମ୍ଭ ହୋଇଯିବ।ଏହା ଆମର ଆହୁରି ଅନେକ ସମସ୍ୟା ମଧ୍ୟ ସୃଷ୍ଟି କରି ଥାଏ।ତେବେ ଏହାକୁ କେବଳ ଆପଣ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଖାଇବା ଆବଶ୍ୟକ।ଯାହା ଫଳରେ ଏହା ଆପଣଙ୍କ ଶରୀର ଉପରେ କୌଣସି ମଧ୍ୟ ପ୍ରଭାବ ପକାଇବ ନାହିଁ।

Leave a Reply

Your email address will not be published. Required fields are marked *