କଣ ଆପଣ ଚୁନା ମାଛ (Chuna) ଖାଉଛନ୍ତି କି,ତେବେ ଏହାର ଏହି ବଡ ଭୟାନକ କଥା ଜାଣିରଖନ୍ତୁ ନହେଲେ ପରେ ବହୁତ ହଇରାଣ ହେବେ…

Spread the love

ଆମ ଭାରତରେ ମାଛର ବହୁତ ପ୍ରଜାତି ଦେଖିବାକୁ ମିଳେ।ଯାହା ମଧ୍ୟରେ ବହୁତ ଛୋଟ ମାଛ ମଧ୍ୟ ରହିଥାଏ।ବହୁତ ଏମିତି ମାଛ ଅଛନ୍ତି ଯାହା କେବଳ ଦେଖିବାକୁ ଛୋଟ ହୋଇଥାଏ କିନ୍ତୁ ଏହାର ବହୁତ ଫାଇଦା ଥାଏ।ହେଲେ କେତେ ଛୋଟ ମାଛ ମଧ୍ୟ ଅଛନ୍ତି ଯାହା ଶରୀର ପାଇଁ ବହୁତ ଭଲ ଅଟେ ।ଆଜି ଆମେ ଯେଉଁ ମାଛ ବିଷୟରେ ଜାଣିବା ତାହା ହେଉଛି ସିଧରି ମାଛ।ଏହି ମାଛକୁ ସହରରେ ନା ଜାଣିପାରନ୍ତି ହେଲେ ଗାଆଁରେ ରହୁଥିବା ଲୋକ ଏହାକୁ ଭଲରେ ଜାଣିଥାନ୍ତି।

ଏଥିରେ ଖଣିଜ ଲବଣ ବହୁତ ମାତ୍ରାରେ ଥାଏ।ଯେପରିକି ଜୀଙ୍କ, ଅର୍ଜେନିନ, ସୋଡ଼ିୟମ ଇତ୍ୟାଦି।ଏହା ଆପଣଙ୍କ ବୀଜର ନିର୍ଗତକୁ ବଢାଏ।ଯାହାଦ୍ଵାରା ଆପଣ ଶୀଘ୍ର ବୁଢ଼ା ହେବେନି।ଆପଣଙ୍କ ଚର୍ମର ତ୍ଵଚା ଏବଂ କେଶ ମଧ୍ୟ ଭଲ ରୁହେ।ଏହା ବହୁତ ଲୋକ ଆଖିର ଶକ୍ତି ବଢାଇବା ପାଇଁ ଖାଆନ୍ତି କାରଣ ଏହି ମାଛ ଆଖିକୁ ଠିକ ରଖିଥାଏ।

ଏହା ରକ୍ତରେ ସୁଗର କିମ୍ବା ମିଠାର ପରିମାଣକୁ ନିୟନ୍ତ୍ରଣ କରେ ।ଯଦି ଆପଣ ମଧୁମେହ ରୋଗୀ ଅଟନ୍ତି ତେବେ ଆପଣ ଏହାକୁ ଖାଇବା ନିହାତି ଦରକାର।ଏହା ଆପଣଙ୍କ ହୃଦୟ ପାଇଁ ମଧ୍ୟ ବହୁତ ଭଲ ଅଟେ ଏଥିରେ କୋଲେସ୍ଟେରଲ ନଥାଏ ସେଥିପାଇଁ ଏହା ବହୁତ ଭଲ ହୋଇଥାଏ।ଯେଉଁ ଲୋକ ରକ୍ତଚାପ ରେ ପୀଡିତ ଥାନ୍ତି

ସେମାନଙ୍କ ପାଇଁ ମଧ୍ୟ ଏହା ବହୁତ ଭଲ ହୋଇଥାଏ।ଏବଂ ଏହି ମାଛରୁ ମିଳୁଥିବା ପୋଷକ ତତ୍ତ୍ୱ ଆପଣଙ୍କୁ କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ।ଏବଂ ଛୋଟ ପିଲା ମାନେ ଏହି ମାଛ ଖାଇବା ନିହାତି ଦରକାର କାରଣ ଏହି ମାଛ ଖାଇବା ଦ୍ୱାରା ଆପଣଙ୍କର ବୁଦ୍ଧି ଶକ୍ତି ବଢ଼ିଥାଏ।ଯଦି ଆପଣଙ୍କର ଆଣ୍ଠୁଗନ୍ଥି ବ୍ୟଥା ହଉଛି ତେବେ ଏହା ଖାଇବା ନିହାତି ଦରକାର।

ଏହା ଦ୍ବାରା ଆପଣ ଅନ୍ୟମାନଙ୍କ ତୁଳନାରେ ଅଧିକ ସୁସ୍ଥ ଜଣାପଡ଼ିବେ। ଯଦି ଆପଣ ପ୍ରତିଦିନ ବ୍ୟାୟାମ କରୁଛନ୍ତି ତେବେ ଏହାକୁ ଖାଇବା ଦ୍ୱାରା ଆପଣଙ୍କର ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।ଅଧିକାଂଶ ଲୋକ ଏହି ମାଛକୁ ଧୋଇଲା ବେଳେ ଏହାର ଆଖିକୁ ବାହାର କରି ଫୋପାଡ଼ିଦିଅନ୍ତି କିନ୍ତୁ ଏହାର ଆଖିକୁ ଖାଇବା ଦ୍ୱାରା ଆପଣ ଙ୍କୁ ବହୁତ ଫାଇଦା ହୋଇଥାଏ ।ଏହାକୁ ଆପଣ ବେସର ତରକାରୀ ରେ ପକେଇ ଖାଇବା ଉଚିତ।ଆପଣ ଯଦି ବହୁତ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିବାକୁ ଚାଁହୁଚନ୍ତି ତେବେ ଆପଣ ଏହି ମାଛ କୁ ସେବନ କରନ୍ତୁ।

Leave a Reply

Your email address will not be published. Required fields are marked *