ସୂର୍ଯ୍ୟ ପରାଗ 2023 ୨୦ ଏପ୍ରିଲ ରେ ହେବ ସବୁଠୁ ବଡ ସୂର୍ଯ୍ୟ ପରାଗ,ହାଣ୍ଡିଛାଡ ସଠିକ ସମୟ ଜାଣିରଖନ୍ତୁ ଆଜିଠାରୁ,ନହେଲେ ହେବେ ହଇରାଣ…

Spread the love

ଚଳିତ ବର୍ଷ ଏପ୍ରିଲ ମାସ ୨୦ ତାରିଖରେ ବର୍ଷ ୨୦୨୩ ର ପ୍ରଥମ ପରାଗ ଲାଗିବାକୁ ଯାଉଚି। ପରାଗ ସମୟରେ ସୂର୍ଯ୍ୟଦେବଙ୍କୁ ଖାଲି ଆଖିରେ ଦେଖିବା ଉଚିତ ନୁହେଁ। ଏହି ପରାଗ କିଛି ରାଶିର ଲୋକଙ୍କ ଉପରେ ଶୁଭ ଫଳ ମଧ୍ୟ ପକାଇବା ପାଇଁ ଯାଉଚି। ତେବେ ଏହି ରାଶି ହେଉଛନ୍ତି ବୃଷ ରାଶି, ମିଥୁନ ରାଶି, କର୍କଟ ରାଶି, ତୁଳା ରାଶି, ବିଛା ରାଶି, ଧନୁ ରାଶି, କୁମ୍ଭ ରାଶି ଓ ମୀନ ରାଶି।

ଏଥି ସହିତ ମେଷ ରାଶି, କନ୍ୟା ରାଶି, ସିଂହ ରାଶି, ମକର ରାଶିର ଲୋକ ମାନଙ୍କ ଉପରେ ଏହି ପରାଗର ଯଥେଷ୍ଟ ଅଶୁଭ ପ୍ରଭାବ ପଡ଼ିବାକୁ ଯାଉଚି। ଏହି ସମୟ ସୀମା ମଧ୍ୟରେ କେତେକ କାର୍ଯ୍ୟକୁ କରିବା ପାଇଁ ବାରଣ କରା ଯାଇଚି। ତେବେ ଏହି ସମୟରେ କେତେକ କାର୍ଯ୍ୟକୁ କରିବା ପାଇଁ ବାରଣ କରା ଯାଇଚି।

ପ୍ରଥମେ ହେଉଚି ଏହି ସମୟରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ ନାହି। ପରାଗ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ କିମ୍ବା କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ଆଲୋଚନା ମଧ୍ୟ କରନ୍ତୁ ନାହିଁ।ଏହି ସମୟରେ ଆପଣ କେବେ ମଧ୍ୟ ରୋଷେଇ କାର୍ଯ୍ୟ କରନ୍ତୁ ନାହିଁ। ପରାଗ ସମୟରେ ଖାଦ୍ୟ ମଧ୍ୟ ଖାଇବା ନିଷେଧ ଅଟେ।

ଏପରି କରିବା ଫଳରେ ଏହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇ ଥାଏ। ପରାଗ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ କିମ୍ବା କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ଆଲୋଚନା ମଧ୍ୟ କରନ୍ତୁ ନାହିଁ। ଏହି ସମୟ ସୀମା ମଧ୍ୟରେ କେତେକ କାର୍ଯ୍ୟକୁ କରିବା ପାଇଁ ବାରଣ କରା ଯାଇଚି।

ତେବେ ଏହି ସମୟରେ କେତେକ କାର୍ଯ୍ୟକୁ କରିବା ପାଇଁ ବାରଣ କରା ଯାଇଚି। ଏହି ସମୟରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ ନାହି।ଏହି ସମୟରେ ଭଗବାନଙ୍କ ପୂଜା ମଧ୍ୟ କରିବା ଅନୁଚିତ ଅଟେ। ପରାଗ ସମୟରେ ଠାକୁରଙ୍କ ଘର ବନ୍ଦ ରଖିବା ଆବଶ୍ୟକ। ପରାଗ ସମୟରେ କାହା ସହିତ କଥା ହୁଅନ୍ତୁ ନାହିଁ।

ପରାଗ ସମୟରେ ନଖ ଓ ଚୁଟି କାଟିବା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ନିଷେଧ ଅଟେ।

Leave a Reply

Your email address will not be published. Required fields are marked *